ବିହାର ରାଜନୀତି: ଜିତନ ରାମ ମାନ୍ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର ଦେଲା କଂଗ୍ରେସ
ପାଟନା,୩।୨: ବିହାରରେ ଏନଡିଏ ସରକାର ଗଠନ ହୋଇଛି। ହେଲେ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ । କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ‘ହମ’ ସଂଯୋଜକ ଜିତନ ରାମ ମାନ୍ଝୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଜିତନ ରାମ ମାନ୍ଝୀ ‘ହମ’ ପାଇଁ ଦୁଇଟି ମନ୍ତ୍ରୀ…
ସ୍ବାଭିମାନ ହରାଉଛି ମୋ ପଟ୍ଟାମୁଣ୍ଡାଇ
ପଟ୍ଟାମୁଣ୍ଡାଇ,୩ା୨(କଳ୍ପତରୁ ନାୟକ): ସୀମା ପୁନଃ ନିର୍ଦ୍ଧାରଣରେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ଉଚ୍ଛେଦ ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ଅବହେଳିତ ହେବା ସହ ସ୍ବାଭିମାନ ନିଶ୍ଚିହ୍ନ ହେବାକୁ ବସିଛି । ପଟ୍ଟାମୁଣ୍ଡାଇର ସ୍ବାଭିମାନ ଫେରାଇ ଆଣିବା ପାଇଁ କେତେକ ସଙ୍ଗଠନ ଉଦ୍ୟମ ଜାରି ରଖିଥିବାବେଳେ ଶାସକ…
ପ୍ରଧାନମନ୍ତ୍ରୀଙ୍କ ଜନସଭା ପାଇଁ ପୋଲିସ ପକ୍ଷରୁ ଦିଶା ନିର୍ଦ୍ଦେଶ ଜାରି
ସମ୍ବଲପୁର,୩ା୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ରେମେଡ ପଡିଆରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ଗ୍ୟାରେଣ୍ଟି ସମାବେଶ ଆୟୋଜିତ ହେବ। ଏଥିରେ ପଶ୍ଚିମ ଓଡିଶାର ୧୧ ଜିଲାର ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ତେବେ ଏତେ ସଂଖ୍ୟାରେ ଲୋକଙ୍କ…
ଝାଡଖଣ୍ଡରେ ଭାରତ ଯୋଡୋ ନ୍ୟାୟ ଯାତ୍ରା: ଭାଜପା ଉପରେ ବର୍ଷିଲେ ରାହୁଲ, କହିଲେ ଘୃଣା ବିସ୍ତାର କରୁଛି ଭାଜପା
ରାଞ୍ଚି,୩।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଝାଡଖଣ୍ଡରେ ପହଞ୍ଚିଛି। ଏହି ସମୟରେ ରାହୁଲ କହିଛନ୍ତି, ଦେଶରେ ଘୃଣା ବ୍ୟାପିବା ପାଇଁ ଭାଜପା କାର୍ଯ୍ୟ କରୁଛି ଏବଂ ଆମେ ଲୋକଙ୍କୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରୁଛୁ।…
ଥାଣେ ପୋଲିସ ଷ୍ଟେଶନ ଗୁଳିକାଣ୍ଡ ମାମଲାରେ ଭାଜପା ବିଧାୟକ ଗିରଫ
ମୁମ୍ବାଇ,୩।୨: ମହାରାଷ୍ଟ୍ରର ଥାଣେ ଜିଲାର ଉହ୍ଲାସନଗର ପୋଲିସ ଷ୍ଟେଶନରେ ଗୁଳି ବିନିମୟରେ ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଷ୍ଟେଶନରେ ଗୁଳି ଚଳାଇଥିବାରୁ ଭାଜପା ବିଧାୟକ ଗଣପତ ଗାୟକୱାଡଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଥାଣେ ଜିଲାର…
ନିର୍ବାଚନ ପୂର୍ବରୁ ପାକିସ୍ତାନ ଆତଙ୍କିତ, ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବୋମା ବିସ୍ଫୋରଣ
ଇସଲାମାବାଦ,୩।୨: କରାଚିରେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହୋଇଥିବା ସୂଚନା ସାମ୍ନାକୁ ଆସୁଛି। ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଦକ୍ଷିଣ ସାଜିଦ ସାଦୋଜଇଙ୍କ ଅନୁଯାୟୀ, ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। ବିସ୍ଫୋରଣର ତୀବ୍ରତା ଏବଂ ପ୍ରକୃତିର…
ଚିଲି ଜଙ୍ଗଲରେ ବ୍ୟାପିଲା ନିଆଁ, ୧୦ ମୃତ
ସାଣ୍ଟିଆଗୋ,୩।୨: ଚିଲି ଜଙ୍ଗଲରେ ବ୍ୟାପକ ଅଗ୍ନିକାଣ୍ଡ ଯୋଗୁଁ ୧୦ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଏଏଫପିକୁ କହିଛି ଯେ ଶନିବାର ଚିଲିରେ ଜଙ୍ଗଲରେ ଅଗ୍ନିକାଣ୍ଡ ସମ୍ପର୍କରେ ଅଧିକାରୀମାନେ ସୂଚନା ପାଇଥିଲେ। ଏହି ଅଗ୍ନିକାଣ୍ଡରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଭୋଜି ଖାଇ ଫେରୁଥିବା ବେଳେ କାନ୍ଥରେ ପିଟିହେଲା କାର୍: ଚାଲିଗଲା ୪ ଜୀବନ
ଆଠଗଡ଼,୩।୨: କଟକ ଜିଲା ତିଗିରିଆ ଥାନା ଗଦାଧରପୁର ନିକଟରେ ଏକ ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଏକ କାର୍ ଭାରସାମ୍ୟ ହରାଇ ଏକ ଘର କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ କାର୍ରେ ଥିବା ୪ଜଣଙ୍କ ମୃତ୍ୟୁ ଘଟିଛି।…
ଚମକିଲା ଭାଗ୍ୟ
ମୁମ୍ବାଇ: ରାତାରାତି ଚମକିଲା ଭାଗ୍ୟ। ରିଆଲିଟି ଶୋ’ ବିଗ୍ବସ୍ରେ ଲୋକପ୍ରିୟତା ହାସଲ ପରେ ମିଳିଛି ବଡ଼ ବ୍ରେକ୍। ଆମେ କହୁଛୁ ଚୁଲବୁଲି ଆୟେଶା ଖାନ୍ଙ୍କ କଥା। ଅପକମିଂ ସାଉଥ୍ ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ୍ ଗୋଦାବରୀ’ରେ ନଜର ଆସିବେ ସେ। ଫିଲ୍ମରେ ଅଭିନେତା…
ଓଡ଼ିଶାରେ ଏନ୍ଏଲ୍ସି ଇଣ୍ଡିଆର ୨୭,୨୧୨ କୋଟି ନିବେଶ
ଭୁବନେଶ୍ୱର,୩।୨: ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ୨୪୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଶୁକ୍ରବାର ସମ୍ବଲପୁରଠାରେ ଏକ…
ଡମ୍ପର ପଛରେ ପିଟି ହେଲା ବରଯାତ୍ରୀ ଧରି ଫେରୁଥିବା ବୋଲେରୋ
ବାଲେଶ୍ୱର,୩।୨: ବାଲେଶ୍ୱର ଜିଲା ସୋର ଥାନା ଦହିସଡ଼ା ନିକଟରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ଡମ୍ପର ପଛ ପଟେ ପିଟି ହୋଇଛି। ଫଳରେ ବୋଲେରୋରେ…
ଜାନୁଆରୀରେ ହୋଣ୍ଡାର ୪,୧୯,୩୯୫ ୟୁନିଟ୍ ବିକ୍ରି
ଭୁବନେଶ୍ୱର, ୩।୨: ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦୨୪ ଜାନୁଆରୀ ମାସର ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ଜାନୁଆରୀରେ କମ୍ପାନୀ ମୋଟ ୪,୧୯,୩୯୫ ୟୁନିଟ୍ ଯାନ ବିକ୍ରି…

