Home Left

ଟ୍ରେନ ରହଣୀ ଦାବିରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ

ହେମଗିର,୩।୧୦(ଚୈତନ୍ୟ ପଟେଲ୍‌): ସୁନ୍ଦରଗଡ ଜିଲାସ୍ଥିତ ହେମଗିର ରେଳଷ୍ଟେସନରେ ଟ୍ରେନ ରହଣୀ ଦାବିକୁ ନେଇ ମଙ୍ଗଳବାର ରେଲଓ୍ବେ ସଂଗ୍ରାମ ସମିତି ହେମଗିର ତରଫରୁ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପଯ୍ୟନ୍ତ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି ଅବସରରେ…

ଲୁଚିଛପି ନିର୍ବନ୍ଧ କଲେ ଉର୍ଫି !

ବମ୍ବେ: ପୁଣି ଚର୍ଚ୍ଚାରେ ଟେଲି ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ। ସର୍ବଦା ନିଜର ଅଜବ ତଥା ବୋଲ୍ଡ ପୋଷାକକୁ ନେଇ ସେ ଲାଇମଲାଇଟ୍‌ରେ ଥାନ୍ତି। ହେଲେ ଏଥର ଅନ୍ୟ କିଛି କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି ସେ।…

ଆଶା କରୁଛି ଆପଣ ସମସ୍ତେ ସୁରକ୍ଷିତ ଅଛନ୍ତି: ଭୂକମ୍ପ ପରେ କହିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩।୧୦: ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେ ଏହି…

ଆଇଆଇଟି ବମ୍ବେ ହଷ୍ଟେଲରେ ନିରାମିଷ ଟେବୁଲ୍‌ରେ ଆମିଷ ଖାଇବାକୁ ନେଇ ହଙ୍ଗାମା, ଛାତ୍ରଙ୍କ ଉପରେ ଲାଗିଲା ୧୦ହଜାର ଟଙ୍କାର ଜରିମାନା 

ବମ୍ବେ,୩।୧୦: ଭାରତର ଅନ୍ୟତମ ପ୍ରମୁଖ ଇଞ୍ଜିନିୟରିଂ କଲେଜ ଆଇଆଇଟି ବମ୍ବେ ଏହାର ଫୁଡ୍‌ ପଲିସି(ଖାଦ୍ୟ ନୀତି ) ପାଇଁ ଚର୍ଚ୍ଚାର ପରିସରକୁ ଆସିଛି। କଲେଜ୍‌  ହଷ୍ଟେଲରେ ଆମିଷ ଖାଇବାକୁ ନେଇ ଛାତ୍ରମାନଙ୍କଠାରୁ ୧୦,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଛାତ୍ରମାନେ କଲେଜରେ…

ସ୍ବଦେଶୀ ମୁସଲମାନଙ୍କ ଆର୍ଥିକ-ସାମାଜିକ ସ୍ଥିତିର ମୂଲ୍ୟାଙ୍କନ କରିବେ ଆସାମ ସରକାର

ଗୁଆହାଟୀ,୩।୧୦: ଆସାମ ସରକାର ମଙ୍ଗଳବାର କହିଛନ୍ତି, ରାଜ୍ୟରେ ୫ ସ୍ବଦେଶୀ ମୁସଲମାନ ସମ୍ପ୍ରଦାୟର ଆର୍ଥିକ-ସାମାଜିକ ସ୍ଥିତିର ମୂଲ୍ୟାଙ୍କନ କରିବେ। ଯାହାଦ୍ୱାରା ସେମାନଙ୍କର ଉନ୍ନତି ପାଇଁ ସରକାରୀ ଯୋଜନା ପ୍ରସ୍ତୁତ ହୋଇପାରିବ। ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା…

ହସ୍ପିଟାଲ ଭିତରେ ପାଣି

ବାଲେଶ୍ୱର,୩।୧୦: ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ସୋମବାର ଠାରୁ ବର୍ଷା ଲାଗିରହିଛି । ଜଳେଶ୍ୱର ନୂଆବଜାର ଠାରେ ରାସ୍ତାର ସମ୍ପ୍ରସାରଣ ପାଇଁ ଠିକାଦାରର ପାଣି ନିଷ୍କାସନ ପାଇଁ ଥିବା ଡ୍ରେନକୁ ପୋତି ଦେଇଥିବାରୁ ମଙ୍ଗଳବାର ବର୍ଷା ପାଣି ଜଳେଶ୍ୱର ଜିକେ ଭଟ୍ଟର…

୧.୭୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ଗୋଡ୍ରେଜ୍‌ ଗ୍ରୁପ୍‌ର ହୋଇପାରେ ବିଭାଜନ

ନୂଆଦିଲ୍ଲୀ,୩।୧୦: ୧.୭୬ ଲକ୍ଷ କୋଟି ମୂଲ୍ୟର ଗୋଡ୍ରେଜ୍‌ ଗ୍ରୁପ ୧୮୯୭ରେ ପ୍ରତିଷ୍ଠା ହୋଇଥିଲା୍‌। ଏବେ ଏହି ୧୨୬ ବର୍ଷର କମ୍ପାନୀର ବିଭାଜନକୁ ନେଇ ଖବର ଆସୁଛି। ପ୍ରଥମେ ଏହି କମ୍ପାନୀ ତାଲା ବିକ୍ରିରୁ ବ୍ୟବସାୟ ଆରମ୍ଭ କରିଥିଲା। ଏହି ଗ୍ରୁପ ଭାରତର…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା:  ୫ ଜିଲାରୁ ଯିବେ ୧ ହଜାର ତୀର୍ଥଯାତ୍ରୀ 

ଛତ୍ରପୁର,୩।୧୦(ସନ୍ତୋଷ ପାଢ଼ୀ,ଦିଲ୍ଲୀପ ସାମଲ): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲାର ବରିଷ୍ଠ ନାଗରିକମାନେ ତୀର୍ଥ କରିବାକୁ ଯିବେ। ଉକ୍ତ ୫ ଜିଲାର  ୧ ହଜାର ବରିଷ୍ଠ ନାଗରିକ ବ୍ରହ୍ମପୁର ରେଲୱେ ଷ୍ଟେଶନରୁ ଦେଶର…

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ଜଣେ ମୃତ

ବଡ଼ଗାଁ,୩।୧୦(ଅଶୋକ ଷଡ଼ଙ୍ଗୀ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଧୀନ ଜରଙ୍ଗଲୋଇ ଗ୍ରାମରେ ରହୁଥିବା କୁରୁନାଥ କଣ୍ଟାଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ପର୍କୀୟ ଯୁବକ…

ବାଲ୍ୟ ବିବାହକୁ ନେଇ ଆକ୍ସନ ମୋଡରେ ସରକାର, ୮୦୦ରୁ ଅଧିକ ଗିରଫ

ଗୁଆହାଟୀ,୩।୧୦: ଆସାମରେ ବାଲ୍ୟ ବିବାହ ବିରୋଧରେ ସରକାର ଆକ୍ସନ ମୋଡରେ ଅଛନ୍ତି। ଟୁଇଟ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହା ବିରୋଧରେ ଆସାମ ପୋଲିସର ଅଭିଯାନ ଜାରି ରହିଛି। ଆଜି ସକାଳେ ଏକ ଅପରେଶନ କରି…

୨୩ ଦିନରେ ପହଞ୍ଚିଲା ଆମରଣ ଅନଶନ

ଛତ୍ରପୁର,୩।୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମବାସୀ ଜମି ପଟ୍ଟା ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଳିଥିବା ଆମରଣ ଅନଶନ ମଙ୍ଗଳବାର ୨୩ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ…

ପ୍ରଶ୍ନକାଳ ଆରମ୍ଭରୁ ଗୃହ ମୁଲତବୀ

ଭୁବନେଶ୍ୱର,୩।୧୦: ବିଧାନସଭା ମୌସୁମୀ ଅଧିବେଶନରେ ବାରମ୍ବାର ଗୃହ ମୁଲତବୀ ହୋଇ ଚାଲିଛି। ବିରୋଧୀ ହେହୋହଲ୍ଲା ହଟ୍ଟଗୋଳରେ ଗୃହ କମ୍ପୁଛି । ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି । ବାଚସ୍ପତିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri