ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ
ବାଲିଗୁଡା,୩।୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସରଂକ୍ଷଣ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି l ସୂଚନାଯୋଗ୍ୟ, ୧୯୯୭ ମସିହାରୁ କନ୍ଧମାଳ ଜିଲାର ଅବୈତନକ ବନ୍ୟପ୍ରାଣୀ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ବଣ୍ଟନରେ ଅନିୟମିତତା
କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ) : ସଦର ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମ ୱାର୍ଡ ନମ୍ବର ୩ ଓ ୪ର ଅଧିବାସୀମାନେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗପତ୍ର ଦେଇଛନ୍ତି। ୨୦୨୩-୨୪ ବର୍ଷର…
ଜିଲା ମୁଖ୍ୟ ଡାକ୍ତରଖାନା ରାସ୍ତାରେ ବେଧଡକ ବାଜୁଛି ଲାଉଡସ୍ପିକର ଓ ଡିଜେ ସାଉଣ୍ଡ, ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି
କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଶ୍ରୁତିକଟୁ ଶଦ୍ଦ ସୃଷ୍ଟି କରୁଥିବା ଲାଉଡସ୍କିକର, ଡିଜେ ଉପରେ କଟକଣା କରାଯାଇଛି। ଏହା ସତ୍ୱେ କେନ୍ଦୁଝର ସହରରେ ବେଧଡକ ଡିଜେ ଓ ଲାଉଡସ୍ପିକର ବାଜୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବିଶେଷ କରି…
‘ଥାଲାଇଭର୍ ୧୭୦’ରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି, ବିଗ ବି-ରଜନୀକାନ୍ତ ୩୨ ବର୍ଷ ପରେ ଏକାଠି…
ମୁମ୍ବାଇ : ଯେତେବେଳେ ଦୁଇଜଣ ସୁପରଷ୍ଟାର ପରଦାରେ ଏକାଠି କାମ କରିବାକୁ ହାତ ମିଳାନ୍ତି, ସେମାନଙ୍କର ପ୍ରଶଂସକମାନେ ଆନନ୍ଦିତ ହୋିଥାନ୍ତି। ଦୁଇ ସୁପରଷ୍ଟାର ଏକାଠି ପରଦାରେ ଅଭିନୟ କରୁଥିବାର ଦେଖିବା ଏକ ନିଆରା ଅନୁଭୂତି, ଯାହା କ୍ୱଚିତ ଦେଖାଯାଏ। ନିକଟରେ ଦର୍ଶକମାନେ…
ଲକ୍ଷ୍ମୀମନ୍ଦିରରୁ ହୁଣ୍ଡି ତାଡି ଚୋରି
କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର କାଶିପୁର ନିକଟ ଲକ୍ଷ୍ମୀମନ୍ଦିରରୁ ଗତକାଲି ଦୁବୃର୍ତ୍ତମାନେ ହୁଣ୍ଡିତାଡି ଟଙ୍କା ଓ ସୁନା ଚୋରି କରି ନେଇଛନ୍ତି। ଦୁବୃର୍ତ୍ତମାନେ ମନ୍ଦିର ପରିସରରେ ଥିବା ହୁଣ୍ଡି ବାହାରକୁ ଘୋଷାରି ନେଇଥିଲେ। ପରେ ଏହାକୁ ତଳେ ପକାଇ ଭାଙ୍ଗି…
ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନର ୨ କ୍ରିକେଟରଙ୍କ ଫିଲ୍ଡିଂକୁ ନେଇ ଉଡୁଛି ମଜା, ସୋସିଆଲ ମିଡିଆରେ…
ହାଇଦ୍ରାବାଦ,୩।୧୦: ପାକିସ୍ତାନ କ୍ରିକେଟ ଟିମ୍ ବୋଲିଂ ଏବଂ ବ୍ୟାଟିଂରେ ଯେତିକି ସଫଳ ଫିଲ୍ଡିଂରେ ସେତିକି ବିଫଳ। ଅନେକ ମ୍ୟାଚ୍ରେ ଦଳର ଫିଲ୍ଡିଂକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏବେ ବିଶ୍ୱକପ୍ ପୂର୍ବରୁ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଓ୍ବାର୍ମଅପ୍ ମ୍ୟାଚ୍ରେ ଫିଲ୍ଡିଂରେ…
କଡା ଆଇନ ପ୍ରସ୍ତୁତ କଲେ ସରକାର; ଡଷ୍ଟବିନରେ ପକାନ୍ତୁନି ଘରର ଏହି ୫ଟି ଜିନିଷ, ହୋଇପାରେ ଜେଲ
ଓ୍ବାଶିଂଟନ୍,୩।୧୦: ପୁନଚକ୍ରଣ ଯୋଗ୍ୟ ବର୍ଜ୍ୟବସ୍ତୁକୁ କିପରି ରିସାଇକେଲିଂ କରାଯାଇ ପାରିବ ଏନେଇ ସଚେତନ କରାଯାଇଥାଏ। ତେବେ କିଛି ଜଣ ଏହାକୁ ନମାନି ଡଷ୍ଟିବନରେ ଏହି ଅଳିଆଗୁଡିକୁ ପକାଇ ଦିଅନ୍ତି। କିନ୍ତୁ ଏହା ଠିକ ନୁହେଁ। କାରଣ ଆମ ଘରେ ଏପରି ଅନେକ…
କୋହଲିଙ୍କୁ ନେଇ ସେହ୍ବାଗଙ୍କ ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୩।୧୦: ବିଶ୍ୱକପ୍ ୨୦୨୩ରେ ବିରାଟ କୋହଲି ଏକାଧିକ ଶତକ ମାରିବେ, ଏପରିକି ଟୁର୍ନାମେଣ୍ଟରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି ପାଲଟିବେ। ଏନେଇ ଭବିଷ୍ୟବାଣୀ କରିଛନ୍ତି ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହ୍ବାଗ। ୨୦୧୧,୨୦୧୫ ଏବଂ ୨୦୧୯ ପରେ କୋହଲି…
ଦାନରେ କେବେ ହେଲେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; ହୋଇଯିବେ କାଙ୍ଗାଳ
ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି ଯାହାକୁ…
ଟିସିଏସ୍ ରାସ୍ତାରେ ଓ୍ବିପ୍ରୋ ସମେତ ଏହି ଆଇଟି କମ୍ପାନୀ, ଆଉ ଦେବେ ନାହିଁ ଓ୍ବାର୍କ ଫ୍ରମ ହୋମ୍ ସୁବିଧା
ନୂଆଦିଲ୍ଲୀ,୩।୧୦: ଓ୍ବିପ୍ରୋ, କ୍ୟାପଜେମିନି, ଏଲ୍ଆଇମାଇନ୍ଟ୍ରି ଆଦି ଭାରତର ପ୍ରମୁଖ ଆଇଟି କମ୍ପାନୀ ମଧ୍ୟରୁ ଅନ୍ୟତମ । ଏହି କମ୍ପାନୀଗୁଡ଼ିକ ଏବେ ସବୁଠାରୁ ବଡ ଆଇଟି କମ୍ପାନୀ ଟିସିଏସ୍ ଭଳି ଓ୍ବାର୍କ ଫ୍ରମ୍ ହୋମ୍ ସୁବିଧାକୁ ସମାପ୍ତ କରିବାକୁ ଯାଉଛନ୍ତି। କମ୍ପାନୀଗୁଡ଼ିକ ଏବେ…
ଚର୍ମ କୁଞ୍ଚନ ଦୂର କରେ ଟମାଟୋ
ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ। -ଏଥିରେ ଭିଟାମିନ ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ଫଳରେ ଚର୍ମ କୁଞ୍ଚନ ଦେଖାଯାଇ ନ ଥାଏ। -ଟମାଟୋରେ…
ମା’ ଆଖି ଆଗରେ ଦେଢ ବର୍ଷର ଶିଶୁ ପୁତ୍ରର ଜୀବନଗଲା
ଛତ୍ରପୁର,୩।୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ସ୍ଥିତ ଓଡ୍ରାଫ କଲୋନୀଠାରେ ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି । ପାଣି ଡ୍ରମରେ ବୁଡି ଜଣେ ଦେଢବର୍ଷର ଶିଶୁର ମୃତ ଘଟିଛି । ମୃତ ଶିଶୁ ଜଣକ…
Archives


