Posted inଫୁରସତ

୧୯ ଛୁଆଙ୍କୁ ଜନ୍ମ ଦେଇ ସାରିଲେଣି ଏହି ସିଙ୍ଗଲ ମଦର, ଏବେ ପୁଣି ଗର୍ଭବତୀ, କହିଲେ ଅସଲ କାରଣ…

ଦୁନିଆରେ ପିଲାମାନେ ଈଶ୍ବରଙ୍କ ଉପହାର ବୋଲି ବିବେଚନା କରାଯାଏ। ସନ୍ତାନ ଜନ୍ମ କରିବା ଭାଗ୍ୟର ସଙ୍କେତ। ଅନେକ ମହିଳା ପିଲାଟିଏ ପାଇବା ପାଇଁ କେତେ ଦିଅଁଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ଏକ ଅନନ୍ୟ ମାମଲା ଦେଖିବାକୁ ମିଳିଛି, ଯିଏକି ଏପର୍ଯ୍ୟନ୍ତ ୧୯ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଏବଂ ତାଙ୍କର ୨୦ତମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ମହିଳା ଅବିବାହିତା ଅଛନ୍ତି। ସମସ୍ତ ସନ୍ତାନଙ୍କର ପିତା ଭିନ୍ନ ଭିନ୍ନ ଅଟନ୍ତି। ସେ ସମସ୍ତଙ୍କୁ ଏକାକୀ ପାଳନ କରୁଛନ୍ତି। ଅଧିକ ସନ୍ତାନର ରହସ୍ୟ ମଧ୍ୟ ମହିଳା ଜଣକ କହିଛନ୍ତି। ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।

19 बच्चे होने के बाद भी और बच्चे पैदा करना चाहती है ये महिला. (प्रतीकात्मक तस्वीर: Canva)

ଏପରି ଅଜବ ମାମଲା ଦେଖିବାକୁ ମିଳିଛି କଲମ୍ବିଆରେ। ମାର୍ଥା ନାମକ ଏହି ୩୯ ବର୍ଷୀୟା ମହିଳା ଏହି ସମସ୍ତ ପିଲାଙ୍କୁ ପାଳୁଛନ୍ତି। ତଥାପି ସେ ଅଧିକ ସନ୍ତାନ ପାଇବାକୁ ଚାହୁଁଛନ୍ତି। ତାଙ୍କର ୧୭ତମ ପିଲା ଏପର୍ଯ୍ୟନ୍ତ ୧୮ ବର୍ଷ ହୋଇନାହାନ୍ତି। ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ସେ ସନ୍ତାନ ଜନ୍ମ କରିବା ପାଇଁ ସକ୍ଷମ ଥିବେ ସେ ପର୍ଯ୍ୟନ୍ତ ଜନ୍ମ କରିବେ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମାର୍ଥା ଏହାକୁ ଏକ ଲାଭଜନକ ବ୍ୟବସାୟ ବୋଲି କହୁଛନ୍ତି। ସେ କହିଛନ୍ତି, ପ୍ରକୃତରେ ଜଣେ ମା’ ହେବା ଏକ ବ୍ୟବସାୟ ପରି। ସେ ସନ୍ତାନ ପ୍ରସବ ଜାରି ରଖିବେ, ଯେତେବେଳେ ବର୍ତ୍ତମାନର ପିଲମାନେ ବଡ଼ ହୋଇ ଘରୁ ବାହାରିଯିବେ। ପିତାଙ୍କ ବିଷୟରେ କୁହନ୍ତି, ସେମାନେ ସମସ୍ତେ ଦାୟିତ୍ୱହୀନ।

Mother of 19 kids, mother of 19 kids wants more, OMG, Amazing News, Shocking News, government pays to rare children, child blooming a business,

ମାର୍ଥା କହିଛନ୍ତି, ସେ ପ୍ରତ୍ୟେକ ପିଲାଙ୍କ ପାଇଁ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଆନ୍ତି ଏବଂ ଏହା ତାଙ୍କୁ ଅଧିକ ସନ୍ତାନ ପ୍ରାପ୍ତ କରିବାକୁ ପ୍ରେରଣା ଦେଇଥାଏ। ପ୍ରତ୍ୟେକ ପିଲାଙ୍କୁ ବଞ୍ଚାଇବାରେ ସରକାର ମାର୍ଥାଙ୍କୁ ସାହାଯ୍ୟ କରନ୍ତି। ସେ କହିଛନ୍ତି, ବଡ଼ ସନ୍ତାନ ପାଇଁ ସେ ପ୍ରାୟ ୬୩୦୦ ଟଙ୍କା ଏବଂ ସାନ ପାଇଁ ୨୫୦୦ ଟଙ୍କା ପାଇଥାନ୍ତି।

କଲମ୍ବିଆ ସରକାର ପ୍ରତି ମାସରେ ମାର୍ଥାଙ୍କୁ ପ୍ରାୟ ୪୨୦୦୦ ଟଙ୍କା ଦିଅନ୍ତି। ମାର୍ଥା ସ୍ଥାନୀୟ ଚର୍ଚ୍ଚ ଏବଂ ପଡ଼ୋଶୀମାନଙ୍କଠାରୁ ମଧ୍ୟ ସାହାଯ୍ୟ ପାଆନ୍ତି। କିନ୍ତୁ ୧୯ ପିଲାଙ୍କୁ ସମାନ ତିନି ବଖରା ଘରେ ରହୁଥିବା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ଏବଂ ବେଳେବେଳେ ସେ ସମସ୍ତ ପିଲାମାନଙ୍କୁ ପେଟପୂରା ଖାଇବାକୁ ଦେବାକୁ ସକ୍ଷମ ନୁହନ୍ତି। ତଥାପି ମାର୍ଥା କହିଛନ୍ତି, ଯେପର୍ଯ୍ୟନ୍ତ ଅଧିକ ସନ୍ତାନ ଜନ୍ମ ହେବା ସମ୍ଭବ, ସେ ଏହା ଜାରି ରଖିବେ। କାରଣ ଏହା ତାଙ୍କ ପାଇଁ ଲାଭଦାୟକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?