ଗ୍ରାହକ ସାଜି ବ୍ରାଉନସୁଗାର ବେପାରୀଙ୍କୁ ଧରିଲା ପୋଲିସ
ବାଲିଗୁଡ଼ା,୪ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ବୁଡ଼ାଗୁଡ଼ା ଛକରେ ଜଣେ ଯୁବକ ବ୍ରାଉନସୁଗାର ପାଉଚ ବିକ୍ରି କରିବା ପାଇଁ ଗ୍ରାହକକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ବାଲିଗୁଡ଼ା ପୋଲିସ ଖବର ପାଇ ଗ୍ରାହକ ବେଶରେ ଯାଇଥିଲା। ତେବେ ସେଠାରେ…
ବିଏସପି ଏମ୍ପିଙ୍କ ବିରୋଧରେ ଆପତ୍ତିଜନକ ମାମଲା: ଅକ୍ଟୋବର ୧୦ରେ ବିଶେଷାଧିକାର କମିଟି ସମ୍ମୁଖରେ ପକ୍ଷ ରଖିବେ ରମେଶ ବିଧୁରୀ
ନୂଆଦିଲ୍ଲୀ,୪/୧୦: ବିଏସପି ଏମ୍ପି ଦାନିଶ ଅଲୀଙ୍କ ବିରୋଧରେ ସଂସଦରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ଭାଜପା ଏମ୍ପି ରମେଶ ବିଧୁରୀ ଅକ୍ଟୋବର ୧୦ରେ ଲୋକସଭାର ବିଶେଷାଧିକାର କମିଟି ସମ୍ମୁଖରେ ହାଜର ହେବେ। ଏହି ସମୟରେ ସେ କମିଟି ନିକଟରେ ନିଜ ପକ୍ଷ…
୨୬ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦.୯୨ କୋଟି ଟଙ୍କା
ଭୁବନେଶ୍ୱର,୪ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟବାସୀଙ୍କୁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠି ବିନିଯୋଗରେ କ୍ରୟ…
ଜ୍ଞାନମନ୍ଦିରରେ ଲାଗିଲା ନିଆଁ
କୋରାପୁଟ,୪ା୧୦(ଅମିତାଭ ବେହେରା): ବୁଧବାର ଅପରାହ୍ନରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରର ଜ୍ଞାନମନ୍ଦିର ତଥା ଶାବର ସଂସ୍କୃତି ଗବେଷଣା କେନ୍ଦ୍ର ପରିସରରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ ତୁରନ୍ତ ପଦକ୍ଷେପ ଯୋଗୁ ନିଆଁ ଆୟତ୍ତ ହୋଇଥିବା ଅଗ୍ନିଶମ କେନ୍ଦ୍ର…
ଦୁନିଆର ସବୁ ସୁଖ ପାଇଥାନ୍ତି ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି; କେବେ ବି ରହେ ନାହିଁ ଧନର ଅଭାବ…
ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର ପରିଶ୍ରମ କରିବା ସତ୍ତ୍ୱେ ବ୍ୟକ୍ତି ସେତେ ଧନ ଅର୍ଜନ କରିପାରେ ନାହିଁ। ଏପରିକି ତାଙ୍କୁ…
ଉପକାରୀ ଜିରା, ଏସବୁ ସ୍ବାସ୍ଥ୍ୟ ସମସ୍ୟାକୁ କରିଥାଏ ଦୂର
ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି ଦେଇଥାଏ। ବିଶେଷକରି ଗ୍ୟାସ୍ ହୋଇ ପେଟ ଫୁଲିଥିଲେ କିମ୍ବା ଆମ୍ବିଳା ହେକୁଟି ହେଉଥିଲେ କିଛି…
ପ୍ରଧାନମନ୍ତ୍ରୀ ମୋଦି ଜଣେ ମିଥ୍ୟାବାଦୀ ନେତା: ଖାର୍ଗେ
ନୂଆଦିଲ୍ଲୀ,୧୦।୪: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଛତିଶଗଡର ରାୟଗଢରେ ‘ଭରୋସେ କା ସମ୍ମିଳନୀ’ରେ ସେ ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଥ୍ୟାବାଦୀ ନେତା ବୋଲି କହିଛନ୍ତି। ଲୋକଙ୍କୁ ବେରୋଜଗାର ରଖିବା ମୋଦିଙ୍କ ଗ୍ୟାରେଣ୍ଟି।…
ମା’ ହେଲେ ରୋଚେଲ, ଘରକୁ ଆସିଲା ରାଜକୁମାରୀ
ବମ୍ବେ: ମା’ ହୋଇଛନ୍ତି ଟେଲି ପରଦାର ଆଉ ଜଣେ ଅଭିନେତ୍ରୀ। ବିଗ୍ବସ୍ ଏବଂ ଦ କପିଲ ଶର୍ମା ଶୋ’ରେ ନଜର ଆସିଥିବା ରୋଚେଲ ରାଓଙ୍କ ଘରକୁ ରାଜକୁମାରୀ ଆସିଛି। ଏନେଇ ରୋଚେଲ ଏବଂ ସ୍ବାମୀ କିଟ୍ ସେକିରା ସୋସିଆଲ ମିଡିଆରେ ପୋଷ୍ଟ…
ବିଶ୍ୱକପ୍ ପୂର୍ବରୁ ଖଲିସ୍ତାନୀ ଷଡଯନ୍ତ୍ର! ଧର୍ମଶାଳାର ସରକାରୀ କୋଠା କାନ୍ଥରେ ଲେଖାଯାଇଛି ବିବାଦୀୟ ସ୍ଲୋଗାନ
ଧର୍ମଶାଳା,୪।୧୦: ହିମାଚଳ ପ୍ରଦେଶର ଧର୍ମଶାଳାରେ ଦିନିକିଆ ବିଶ୍ୱକପ୍ ଖେଳାଯିବ। ଏହାପୂର୍ବରୁ ଏଠାରେ ଘଟିଥିବା ଏକ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳାରେ ଥିବା ଜଳଶକ୍ତି ବିଭାଗ କାର୍ଯ୍ୟାଳୟ କାନ୍ଥରେ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖାଯାଇଛି। ଏନେଇ ଜଣାପଡ଼ିବା…
ବନ୍ଦ ହେବ ନାହିଁ ଆମେଠିର ସଞ୍ଜୟ ଗାନ୍ଧୀ ହସ୍ପିଟାଲ, ୟୁପି ସରକାରଙ୍କ ଆଦେଶ ଉପରେ ରୋକ ଲଗାଇଲେ ହାଇକୋର୍ଟ
ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶର ଆମେଠି ଜିଲାରେ ଅବସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ବନ୍ଦ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ଆଦେଶ ଉପରେ ଆହ୍ଲାବାଦ ହାଇକୋର୍ଟ ରୋକ ଲଗାଇଛନ୍ତି। ବୁଧବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଡାକ୍ତରଖାନା ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
ବିନା ପ୍ରମାଣରେ ସଞ୍ଜୟ ସିଂଙ୍କୁ କରାଯାଇଛି ଗିରଫ: ଏଏପି
ନୂଆଦିଲ୍ଲୀ,୪।୧୦: ଏମ୍ପି ସଞ୍ଜୟ ସିଂଙ୍କ ଗିରଫ ପରେ ଆମ ଆଦମୀ ପାର୍ଟିର ପ୍ରଥମ ପ୍ରତିକ୍ରିୟା ଆସିଛି। ବିନା ପ୍ରମାଣରେ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତି…
ଏହି ପରିବାରର ସମସ୍ତେ ନୋବେଲ ବିଜେତା
ଦୁନିଆର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟରୁ ଗୋଟିଏ ହେଉଛି ନୋବେଲ ପୁରସ୍କାର। ପ୍ରତିବର୍ଷ ଆଲଫ୍ରେଡ୍ ନୋବେଲଙ୍କ ପୂଣ୍ୟତିଥି ଅର୍ଥାତ ଡିସେମ୍ବର ୧୦ରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଏଭଳି ଏକ ପରିବାର ରହିଛି, ଯିଏ ସବୁଠୁ ଅଧିକ ଥର ନୋବେଲ…
Archives


