ଜାତୀୟ ପାରାଲିମ୍ପିକ୍ କମିଟି ବାସନ୍ଦ ପରେ ବିଶ୍ୱକପ ଆୟୋଜନକୁ ନେଇ ସଙ୍କଟ
ବିଶାଖାପାଟଣା,୪ା୨: ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପାରାଲିମ୍ପିକ୍ କମିଟିକୁ ବାସନ୍ଦ କରାଯିବା ପରେ ଭାରତରେ ହେବାକୁ ଥିବା ପାରା ଶୁଟିଂ ବିଶ୍ୱକପର ଆୟୋଜନକୁ ନେଇ ଏବେ ସଙ୍କଟ ଦେଖାଦେଇଛି। ଠିକ୍ ସମୟରେ ନିର୍ବାଚନ ନ ହେବା କାରଣରୁ ଶନିବାର କ୍ରୀଡ଼ା ମନ୍ତ୍ରଣାଳୟ…
୬ରେ ବିଧାନସଭାରେ ଆଗତ ହୋଇପାରେ ୟୁସିସି ବିଲ୍
ଡେରାଡୁନ୍,୪।୨: ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚସ୍ତରୀୟ କମିଟି ସୁପାରିସ କରିଥିବା ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ରବିବାର ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ନାଗରିକ ଆଇନରେ…
ସର୍ବସାଧାରଣଙ୍କ ସମ୍ପତ୍ତି କ୍ଷତି କଲେ ଭରଣା ଦେବେ ଆନ୍ଦୋଳନକାରୀ
ନୂଆଦିଲ୍ଲୀ,୪।୨: ବାରମ୍ବାର ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନ ଅବରୋଧ ରୋକିବା ପାଇଁ ଆଇନରେ ସଂଶୋଧନ ନିମନ୍ତେ ଆଇନ କମିଶନ ସୁପାରିସ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ୱାରା ସରକାରୀ କିମ୍ବା ଘରୋଇ ସମ୍ପତ୍ତିର କ୍ଷତି ଘଟିଥିଲେ, ସେମାନଙ୍କ ଉପରେ ବଜାର ଦର ଅନୁଯାୟୀ…
ବିରୋଧୀ ରାଜନୀତିର ସେଣ୍ଟର ହେଲାଣି ହାଇଦ୍ରାବାଦ! ଫେରିଲେ ଝାଡ଼ଖଣ୍ଡ ବିଧାୟକ, ପହଞ୍ଚିଲେ ବିହାର କଂଗ୍ରେସ ଏମଏଲଏ
ହାଇଦ୍ରାବାଦ,୪।୨: ଗୋଟିଏ ପଟେ ଝାଡ଼ଖଣ୍ଡରେ ଶାସକ ମିଳିତ ମଞ୍ଚର ବିଧାୟକମାନେ ହାଇଦ୍ରାବାଦରୁ ଫେରିଥିବା ବେଳେ ଅନ୍ୟ ପଟେ ବିହାରର କଂଗ୍ରେସ ବିଧାୟକମାନେ ୧୨ ଫେବୃଆରୀରେ ଟ୍ରଷ୍ଟ ଭୋଟ ପୂର୍ବରୁ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ବିହାରର ଅନେକ କଂଗ୍ରେସ ବିଧାୟକ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ.…
ଚିରଞ୍ଜୀବୀଙ୍କୁ ପଦ୍ମଭୂଷଣ ମିଳିବା ପରେ ଖୁସିରେ ଡିନର୍ ପାର୍ଟି ଦେଲେ ବୋହୂ
ନିକଟରେ ସାଉଥ୍ ସିନେମାର ମେଗାଷ୍ଟାର ସୁପରଷ୍ଟାର ଚିରଞ୍ଜୀବୀଙ୍କୁ ଭାରତ ସରକାର ପଦ୍ମଭୂଷଣରେ ସମ୍ମାନିତ କରିଛନ୍ତି। ଏହି ଖୁସିରେ ଚିରଞ୍ଜୀବୀଙ୍କ ବୋହୂ ତଥା ଅଭିନେତା ରାମଚରଣଙ୍କ ସ୍ତ୍ରୀ ଉପାସନା ଡିନର ପାର୍ଟି ସଫଳତାକୁ ପାଳନ କରିଥିଲେ। ଏହି ପାର୍ଟିରେ କେବଳ ସାଉଥ ଷ୍ଟାର…
ଛତ୍ରପତି ଶିବାଜୀ ମହାରାଜ ଭୂମିକାରେ ନଜର ଆସିବେ ଶାହିଦ
ମୁମ୍ବାଇ: ଶାହିଦ କପୁରଙ୍କୁ ହିନ୍ଦୀ ସିନେମାର ଜଣେ ଶ୍ରେଷ୍ଠ ଅଭିନେତା ଭାବରେ ବିବେଚନା କରାଯାଏ, ଯିଏ କି ବର୍ଷ ବର୍ଷ ଧରି ବିଭିନ୍ନ ଶୈଳିରେ ଅଭିନୟ କରି ନିଜର ପ୍ରତିଭାର ପ୍ରମାଣ ଦେଇଛନ୍ତି। ଏହି ଅଭିନେତା ବର୍ତ୍ତମାନ ରୋଶନ ଆଣ୍ଡ୍ର୍ୟୁସଙ୍କ ସହ…
ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ
ମାଲକାନଗିରି,୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ପୋଲିସ ନିକଟରେ ରବିବାର ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ପିଡମେଲ ଆର୍ପିସି ମିଲିସିୟା ଡେପୁଟି କମାଣ୍ଡର ମଡକମ୍ ସୁକ୍କା, ମିଲିସିୟା ସଦସ୍ୟ ବଂଜାମ ସୋମା ଏବଂ କବାସୀ…
ରାଶାଙ୍କ ବଲିଉଡ ଡେବ୍ୟୁକୁ ନେଇ ରବିନା କହିଲେ, କରିବାକୁ ପଡିବ କଠିନ ପରିଶ୍ରମ
ମୁମ୍ବାଇ: ବଲିଉଡର ହଟ ଗର୍ଲ ରବିନା ଟଣ୍ଡନ ବଡ ପରଦାରେ ଅନେକ ଫିଲ୍ମରେ କାମ କରିଛନ୍ତି। ସେ ତାଙ୍କ ମସ୍ତ ମସ୍ତ ଅନ୍ଦାଜ ଏବଂ ଅଭିନୟ ଯାଦୁରେ ଦର୍ଶକଙ୍କୁ ପାଗଳ କରିଦେଇଛନ୍ତି। ଏବେ ତାଙ୍କ ଝିଅ ରାଶା ଥଡାନି ତାଙ୍କ ମା’ଙ୍କ…
କର୍ମଚାରୀଙ୍କ ପଦୋନ୍ନତି-ଦରମା ବୃଦ୍ଧି ପାଇଁ ସର୍ତ୍ତ ରଖିଲା ଟିସିଏସ
ନୂଆଦିଲ୍ଲୀ, ୪।୨: ଭାରତର ସର୍ବବୃହତ ଆଇଟି ଫାର୍ମ ଟିସିଏସରେ ଦରମା ବୃଦ୍ଧି ଏବଂ ପଦୋନ୍ନତି ବର୍ତ୍ତମାନ ଫାର୍ମର ରିଟର୍ନ-ଟୁ-ଅଫିସ୍ ଆଦେଶ ସହିତ ଲିଙ୍କ୍ ହେବ ବୋଲି ଜଣାପଡିଛି। କମ୍ପାନୀ ଏହି ପଲିସି ସହିତ ଭେରିଏବଲ୍ ପେଆଉଟ୍ ମଧ୍ୟ ଲିଙ୍କ୍ କରିଛି। ଏହି…
୬ ବର୍ଷ ଅପେକ୍ଷାର ହେଲା ଅନ୍ତ, ଯୁବରାଜ, ଶେହଓ୍ବାଗ,ରବି ଶାସ୍ତ୍ରୀ ସମସ୍ତଙ୍କୁ ପକାଇଲେ ପଛରେ
ନୂଆଦିଲ୍ଲୀ,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଓ୍ବାଇଜାକ ଟେଷ୍ଟରେ ଶୁବମନ ଗିଲ ଫର୍ମକୁ ଫେରି ଏକ ଶତକ ହାସଲ କରିଥିଲେ। ଏହା ହେଉଛି ତାଙ୍କର ତୃତୀୟ ଟେଷ୍ଟ କ୍ୟାରିୟର ଏବଂ କ୍ୟାରିୟରର ଦଶମ ଆନ୍ତର୍ଜାତୀୟ ଶତକ। ଏହା ସହ ଶୁବମନ…
ଭୋଜି ଖାଉଥିବା ବେଳେ ହୃଦଘାତରେ ଉଡ଼ିଗଲା ଯୁବ ଅଧ୍ୟାପକଙ୍କ ପ୍ରାଣବାୟୁ
ଭଞ୍ଜନଗର,୪ା୨(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ଆମାସ ପାଟମାଝୀ(୩୪) ରବିବାର ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ଘର ଗଜପତି ଜିଲା ମୋହନା ବ୍ଲକ ପାନିଗଣ୍ଡା ପଞ୍ଚାୟତ ଅଧୀନ…
Video: “ଯଦି ତୁମର ସ୍ତ୍ରୀ ତୁମ ଉପରେ ଚିଲାଉଛନ୍ତି…”: ରିଲେସନସିପନ ପରାମର୍ଶ ଦେଲେ ଅସଦୁଦ୍ଦିନ ଓୱାଇସି
ନୂଆଦିଲ୍ଲୀ, ୪।୨: ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ଏମପି ଅସଦୁଦ୍ଦିନ ଓୱାଇସି ସ୍ୱାମୀ-ସ୍ତ୍ରୀ ସମ୍ପର୍କ ବିଷୟରେ ପୁରୁଷମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ନିଜ ସ୍ତ୍ରୀ ଉପରେ ରାଗିବା କିମ୍ବା ତାଗିଦ କରିବାରେ କୌଣସି ପୁରୁଷପଣିଆ ନାହିଁ, କିନ୍ତୁ ତାଙ୍କ କ୍ରୋଧକୁ…

