Home Left

ଜାଣନ୍ତି ଇଲେକ୍ଟ୍ରିରେ ଟ୍ରେନ୍‌ ଚାଲିଲେ ମଧ୍ୟ କାହିଁକି ମାରେନି କରେଣ୍ଟ

ଆଜିର ସମୟରେ ସୋସିଆଲ ମିଡିଆ କେବଳ ମନୋରଞ୍ଜନ ପାଇଁ ବ୍ୟବହୃତ ହୁଏ ନାହିଁ। ଲୋକଙ୍କ ଜ୍ଞାନ ବଢ଼ାଇବାରେ ମଧ୍ୟ ସହାୟକ ହୁଏ। ଭାରତର ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଟ୍ରେନ୍‌ ନେଟଓ୍ବାର୍କ ଅଧିକାଂଶ ସ୍ଥାନକୁ ଯାଇଛି। ଭାରତର…

ରାଜନାପଲି ବିଦ୍ୟାଳୟ ଖୋଲିବାକୁ ଦାବି ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ ଅଧୀନ ରାଜନାପଲି ପ୍ରାଥମିକ ବିଦ୍ୟାଳୟଟି ୩ ବର୍ଷ ହେଲା ବନ୍ଦ ରହିଛି। ଏହାକୁ ପୁନଃ ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ରାଜନାପଲି ଗ୍ରାମବାସୀ ବୁଧବାର ଛତ୍ରପୁର ଆସି…

‘ମିଶନ ରାନିଗଞ୍ଜ’ ପାଇଁ ଖୁସି ଅଛନ୍ତି ଅକ୍ଷୟ

ଅଭିନେତା ଅକ୍ଷୟ କୁମାର ତାଙ୍କର ଶେଷ ରିଲିଜ ଫିଲ୍ମ ‘ମିଶନ ରାନିଗଞ୍ଜ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ବକ୍ସ ଅଫିସରେ ଚମତ୍କାର କରିବାରେ ଫିଲ୍ମଟି ପ୍ରଭାବହୀନ ମନେହୁଏ। ଏହାକୁ ନେଇ ଅକ୍ଷୟଙ୍କୁ ଟ୍ରୋଲ କରାଯାଉଛି। ଏସବୁ ଭିତରେ ଖିଲାଡି କୁମାର ‘ମିଶନ…

ନାଗାଙ୍କ ସହ ପ୍ୟାଚଅପ୍‌ ଚର୍ଚ୍ଚା ଉପରେ ବିରାମ ଲଗାଇଲେ ସାମନ୍ଥା

ସାଉଥ୍‌ କୁଇନ୍‌ ସାମନ୍ଥା ରୁଥ୍‌ ପ୍ରଭୁ ଆଜିକାଲି ତାଙ୍କ ଫିଲ୍ମ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ସାମନ୍ଥା କିଛିଦିନ ଆକ୍ଟିଂରୁ ବ୍ରେକ୍‌ ନେଇଛନ୍ତି। ସାମନ୍ଥା ୨୦୨୧ରେ ସୋସିଆଲ ମିଡିଆରେ ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବା ବିଷୟରେ ଘୋଷଣା…

ନିର୍ବାଚନ ପୂର୍ବରୁ ଦେଶର କୃଷକଙ୍କୁ ମିଳିବ ଆଉ ଏକ ଭେଟି! ମୋଦି ସରକାର ବଢ଼ାଇବେ ପିଏମ୍‌ କିଶାନ ଯୋଜନାରେ ମିଳୁଥିବା କିସ୍ତି

ନୂଆଦିଲ୍ଲୀ,୧୧।୧୦: ଲୋକ ସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଦେଶର କୃଷକମାନଙ୍କୁ ବଡ଼ ଉପହାର ଦେଇ ପାରନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ସ୍କିମ ଅନୁଯାୟୀ ମିଳୁଥିବା ଅର୍ଥରାଶିକୁ ୩୩% ଅଧିକ ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏଣୁ ପିଏମ୍‌ କିଶାନରେ…

ବିଓବି ଉପରେ ଆର୍‌ବିଆଇର କାର୍ଯ୍ୟାନୁଷ୍ଠାନ, ମୋବାଇଲ ଆପ୍‌ ଜରିଆରେ ଗ୍ରାହକଙ୍କୁ ସାମିଲ କରିବା ଉପରେ ରୋକ

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ମୋବାଇଲ ଆପ୍‌ ‘ବିଓବି ଓ୍ବାଲର୍‌ଡ’ ଜରିଆରେ ନୂଆ ଗ୍ରାହକଙ୍କୁ ଯୋଡ଼ିବା ଉପରେ ଆର୍‌ବିଆଇ ରୋକ ଲଗାଇଛି। ଆର୍‌ବିଆଇ ଗ୍ରାହକଙ୍କୁ ଏହି ଆପ୍ଲିକେଶନରେ ସାମିଲ କରିବାର…

ଭାଜପା-ଇଡି ବିରୋଧରେ ଏଏପି ଆଣିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପରେ ଆମ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଇଡି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି। ବୁଧବାର…

ହମାସ ଉପରେ ଭାରି ପଡ଼ିଲେ ଇସ୍ରାଏଲର ଏହି ଲେଡି ଫାଇଟର୍‌; ଖୋଜି ଖୋଜି ମାରିଲେ ୨୫ ଆତଙ୍କବାଦୀ

ଜେରୁଜେଲମ,୧୧।୧୦: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ରକେଟ ମାଡ଼ ହୋଇଥିଲା। ଚାରିଆଡେ ବୋମା ବିସ୍ଫୋରଣର ସ୍ବର ଭୟର ବାତାବରଣ ସୃଷ୍ଟି କରିଥିଲା।…

ବିହାରକୁ ଭାଗ ଭାଗ କରି ବାଣ୍ଟିଦେଲେ ନୀତୀଶ: ଆରସିପି ସିଂ

ନାଳନ୍ଦା,୧୧।୧୦: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପାନେତା ଆରସିପି ସିଂ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ବୁଧବାର ଆରସିପି ସିଂ ତାଙ୍କ ଜନ୍ମ ଗାଁ ମୁସ୍ତାଫାପୁରରେ ଗଣମାଧ୍ୟମ ସହ କଥା ହୋଇ ନୀତୀଶ ସରକାରଙ୍କୁ ଘେରିଥିଲେ…

କଂଗ୍ରେସକୁ ତାଲିବାନ ସହ ତୁଳନା କଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧।୧୦: ପାଲେଷ୍ଟାଇନକୁ ସମର୍ଥନ କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଏପରିକି ସେ ପାକିସ୍ତାନ ଏବଂ ତାଲିବାନ ସହିତ କଂଗ୍ରେସକୁ ତୁଳନା କରିଛନ୍ତି। ଜାତୀୟ ସ୍ବାର୍ଥକୁ ଶାନ୍ତ କରିବା ପାଇଁ କଂଗ୍ରେସର ଡିଏନଏରେ ଅଛି…

୨୧ ଅକ୍ଟୋବରରେ ପାକିସ୍ତାନରେ ପହଞ୍ଚିବେ ନୱାଜ ଶରିଫ

ଇସଲାମାବାଦ,୧୧।୧୦: ଚାରି ବର୍ଷର ଆତ୍ମ ନିର୍ବାସନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଅକ୍ଟୋବର ୨୧ରେ ପାକିସ୍ତାନରେ ପହଞ୍ଚିବେ। ନୱାଜ ଶରିଫ ଅକ୍ଟୋବର ୨୧ରେ ଏକ ଚାର୍ଟାର୍ଡ ବିମାନରେ ଦୁବାଇରୁ ପାକିସ୍ତାନ ଅଭିମୁଖେ ଯାତ୍ରା କରିବେ। ଯେଉଁ ବିମାନରେ ନୱାଜ…

ହୃଦୟ ଜିତିଲେ ପାକିସ୍ତାନ ଖେଳାଳି

ହାଇଦ୍ରାବାଦ,୧୧।୧୦: ପାକିସ୍ତାନ କ୍ରିକେଟ ଦଳ ଗତ ଦୁଇ ସପ୍ତାହ ହାଇଦ୍ରାବାଦରେ ଥିଲା। ପାକିସ୍ତାନ ଏଠାରେ ଉଭୟ ୱାର୍ମ ଅପ ମ୍ୟାଚ ଖେଳିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଏହି ସହରରେ ବିଶ୍ୱକପ ୨୦୨୩ର ପ୍ରଥମ ଦୁଇଟି ମ୍ୟାଚ ଖେଳିଥିଲା। ଏବେ ପାକିସ୍ତାନକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri