ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ଷ୍ଟାଡିୟମକୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ
ଅହମ୍ମଦାବାଦ,୧୧।୧୦: ବିଶ୍ୱକପ୍ରେ ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହାମୁକାବିଲା ଖେଳାଯିବ। ଏହି ମୁକାବିଲାର କ୍ରେଜ୍ ଅଧିକ ଥିବାରୁ ଷ୍ଟାଡିୟମରେ ଦର୍ଶକ ଭରପୂର ହେବାର ଆଶଙ୍କା କରାଯାଉଛି। କେବଳ ଦର୍ଶକ ନୁହନ୍ତି ସେଲିବ୍ରିଟିମାନେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ…
ଆଇଏସ୍ଆଇଏସ୍ଠାରୁ ବି ଅଧିକ ଭୟଙ୍କର ହମାସ: ନେତ୍ୟାନାହୁ
ଜେରୁଜେଲମ,୧୧।୧୦: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଚରମସ୍ଥିତିରେ ପହଞ୍ଚିଛି। ଏହି ଯୁଦ୍ଧରେ ଏବେ ଯାଏ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏହି ପରିସ୍ଥିତିରେ ହମାସ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ଠାରୁ ବି ଅଧିକ ଭୟଙ୍କର ବୋଲି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି।…
ମଇଦାନରେ ହଠାତ ନାଚିଲେ କୋହଲି, ଭିଡିଓ ଭାଇରାଲ ପରେ…
ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟର ବିରାଟ କୋହଲି ସର୍ବଦା ମଇଦାନରେ ପୁରା ଜୋସ୍ରେ ନଜର ଆସିଥାନ୍ତି। ବ୍ୟାଟିଂ ସମୟରେ ସେ ବୋଲରଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବା ସହ ଫିଲ୍ଡିଂ ବେଳେ ବିରୋଧୀ ଦଳର ବ୍ୟାଟ୍ସମ୍ୟାନଙ୍କୁ କମେଣ୍ଟ କରିବାକୁ ପଛାଇ ନ ଥାନ୍ତି।…
ପାକିସ୍ତାନ ସାମ୍ବାଦିକଙ୍କୁ ବିଶ୍ୱକପ କଭର୍ ମିଳିଲା ପାଇଁ ଭାରତୀୟ ଭିଜା
ନୂଆଦିଲ୍ଲୀ,୧୧।୧୦:ଦିନିକିଆ ବିଶ୍ୱକପ ମଧ୍ୟରେ ପାକିସ୍ତାନ ଦଳ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ କଭର୍ କରିବାକୁ ଅନେକ ପାକିସ୍ତାନୀ ସାମ୍ବାଦିକଙ୍କୁ ଭାରତ ପାଇଁ ଭିଜା ମିଳିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ…
ଏହି ବ୍ୟାଟ୍କୁ ପସନ୍ଦ କରନ୍ତି ସମସ୍ତ କ୍ରିକେଟର, ୧୨୯ ବର୍ଷ ଧରି ଏହି ପରିବାର କରିଆସୁଛନ୍ତି…
ଏବେ ଚାରିଆଡେ ଆଇସିସି ବିଶ୍ୱକପ୍ ୨୦୨୩ର କ୍ରେଜ୍। କ୍ରିକେଟର ଏହି ମହାକୁମ୍ଭରେ ବ୍ୟାଟ୍ସମ୍ୟାନମାନେ ପସନ୍ଦର ବ୍ୟାଟ୍ଗୁଡ଼ିକୁ ବ୍ୟବହାର କରୁଥିବା ଦେଖାଯାଇଛି। ହେଲେ ଦୁନିଆର ସବୁଠାରୁ ପୁରୁଣା କ୍ରିକେଟ ବ୍ୟାଟ୍ କମ୍ପାନୀ ସମ୍ପର୍କରେ କ’ଣ ଆପଣ ଜାଣନ୍ତି? ହୁଏତ ନା। ୧୮୯୪ରେ ଜୈସି…
ଇନ୍ଦ୍ରଧନୁର ଗଛ
ପ୍ରକୃତି ଆମକୁ ଅନେକ ଜିନିଷ ଦେଇଛି, ଯାହା ଆମକୁ ଆଶ୍ଚର୍ଯ୍ୟ କରେ। ଅନେକ ଚମତ୍କାର ଜିନିଷ ପୃଥିବୀରେ ରହିଛି। ଏହିପରି ଏକ ଆଶ୍ଚର୍ଯ୍ୟ ହେଉଛି ଏକ ଗଛ ଯାହା ଇନ୍ଦ୍ରଧନୁ ପରି ରଙ୍ଗରେ ସଜେଇ ହୋଇଥାଏ। ସୋସିଆଲ ମିଡିଆରେ ଇନ୍ଦ୍ରଧନୁ ରଙ୍ଗ…
ଶାହନଓ୍ବାଜ୍ ହୁସେନଙ୍କ ଅଡ଼ୁଆ ବଢିଲା
ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀର ଏକ କୋର୍ଟ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ସୟଦ ଶାହନଓ୍ବାଜ୍ ହୁସେନଙ୍କ ଅଡୁଆ ବଢିଛି। ବଳାତ୍କାର ଓ ଆପରାଧିକ ଧମକ ମାମଲା ଅଭିଯୋଗରେ ତାଙ୍କୁ ଡକାଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ଅକ୍ଟୋବର ୨୦ରେ ହାଜର ହେବାକୁ ନିର୍ଦ୍ଦେଶ…
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍
କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ଶୁଭଶ୍ରୀ ତ୍ରିପାଠୀ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୨୦ ବର୍ଷ ଯୁବକ ମହା ଟୁଡୁଙ୍କୁ ୨୦ ବର୍ଷ ଜେଲ ଓ ୨୩ ହଜାର ଟଙ୍କା ଜରିମାନା…
ଟ୍ରକ୍ ପଛରେ ପିଟିଲା ଆମ୍ବୁଲାନ୍ସ, ୩ ଗୁରୁତର
କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଜୀବନରେଖା (ଲାଇଫ୍ ଲାଇନ୍) କୁହାଯାଉଥିବା ଜାତୀୟ ରାଜପଥ ୨୦ ଏବେ ପାଲଟିଛି (ଡେଥ୍ ଲାଇନ) ମୃତ୍ୟୁରେଖା। ମଙ୍ଗଳବାର ବିଳମ୍ବିତ ରାତିରେ ଘଟଗାଁ ଥାନା ପିପିଳିଆ ନିକଟରେ ଏହି ଜାତୀୟ ରାଜପଥରେ କେନ୍ଦୁଝର ଜିଲା ମୁଖ୍ୟ…
ବିମାନବନ୍ଦରରେ ଯାଞ୍ଚ ସମୟରେ ଦିଶା ପାଟାନିଙ୍କୁ ଅଟକାଗଲା,ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ମୁମ୍ବାଇ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦିଶା ପଟାନି ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଲାଇମଲାଇଟର ଏକ ଅଂଶ ହୋଇ ରହିଥାନ୍ତି । ଏବେ ଦିଶା ପାଟାନିଙ୍କ ଏକ ନୂତନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…
ଅମିତାଭ ବଚ୍ଚନଙ୍କ ପାଖରେ ରହିଛି ୩୫କୋଟି ଟଙ୍କାର ସୁନା-ରୁପା ଅଳଙ୍କାର, ଜାଣନ୍ତୁ କେତେ ରହିଛି ବ୍ୟାଙ୍କ ବାଲାନ୍ସ
ନୂଆଦିଲ୍ଲୀ,୧୧।୧୦: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ୮୧ ବର୍ଷ ବୟସ ପର୍ଦାପଣ କରିଛନ୍ତି। ପ୍ରଶଂସକଙ୍କୁ ହିଟ୍ରୁ ହିଟ୍ ଫିଲ୍ମ ଦେଇଥିବା ବିଗ୍ ବି ଅଳଙ୍କାରକୁ ମଧ୍ୟ ବହୁତ ଭଲ ପାଆନ୍ତି ବୋଲି ଆପଣମାନଙ୍କ ମଧ୍ୟରୁ କମ୍ ଜାଣିଥିବେ। ଜାଣି ଆଶ୍ଚର୍ଯ୍ୟ…
ନାବାଳକ ହତ୍ୟା ଘଟଣା: ପଲିଗ୍ରାଫ୍ ଟେଷ୍ଟରୁ ଅଭିଯୁକ୍ତ ଚିହ୍ନଟ
ବ୍ରହ୍ମପୁର,୧୧ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ନିକଟ ବାଉରି କମାପଲ୍ଲୀରେ ଗତ ମେ’ ମାସରେ ଶିବ ଦାସ ନାମକ ଜଣେ ନାବାଳକ (୭)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ…
Archives


