ବିଲେଇ ପାଇଁ ଜୀବନ ଗଲା
ଭୁବନେଶ୍ୱର,୧୨।୧୦(ସତ୍ୟଜିତ୍ ରାଉତ)ରାଜଧାନୀରେ ଏକ ପରିତ୍ୟକ୍ତ କୂଅରୁ ବିଲେଇ ଉଦ୍ଧାର କରିବାକୁ ଯାଇ ଜଣେ ଆଇସ୍କ୍ରିମ୍ ବେପାରୀଙ୍କ ଜୀବନ ଯାଇଛି। ପଟିଆ ରେଳ ଷ୍ଟେଶନ ନିକଟରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ପ୍ରାୟ ୬୦ ଫୁଟ ଗଭୀର ଏକ ପରିତ୍ୟକ୍ତ କୂଅରେ…
ଯାନବାହନ ଯାଞ୍ଚ ବେଳେ ବିଦେଶୀ ମଦ ଜବତ, ୩ ଗିରଫ
ବାଲିଗୁଡ଼ା,୧୧ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ପକ୍ଷରୁ ଯାନବାହନ ଯାଞ୍ଚ ବେଳେ ଏକ ଗାଡ଼ିରୁ ପାଖାପାଖି ୨୨ ଲିଟର ବିଦେଶୀ ମଦ ପୋଲିସ ଜବତ କରି ତିନି ଜଣଙ୍କୁ ଗିରଫ କରାଯାଇଛି।…
ରାମ ମନ୍ଦିର ପୁରୋହିତ, କର୍ମଚାରୀଙ୍କ ବଢିଲା ଦରମା
ଆଯୋଧ୍ୟା,୧୧।୧୦: ଅଯୋଧ୍ୟା ରାମ ମନ୍ଦିରର ପୁରୋହିତ ଏବଂ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେମ୍ରର ଟ୍ରଷ୍ଟ ରାମ ମନ୍ଦିରର ପୁରୋହିତମାନଙ୍କ ଦରମା ବୃଦ୍ଧି କରିଛନ୍ତି। ଏହା ସହିତ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ…
ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଗଲା
ନିରାକାରପୁର,୧୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ଶ୍ରୀନାଥ ସାହି(୫୨)। ସୂଚନାନୁଯାୟୀ, ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ…
ବିଡିଓଙ୍କ ଦାୟିତ୍ୱ ଗ୍ରହଣ
ରାଇକିଆ,୧୧ା୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ନୂତନ ବିଡିଓ ଭାବେ ସୀମାଞ୍ଚଳ ମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ସୋରଡ଼ା ବିଡିଓ ଭାବେ କାର୍ଯ୍ୟରତ ଥିଲେ। ବୁଧବାର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ବିଡିଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସାଧାରଣ…
ପାଲେଷ୍ଟାଇନ ସହ ମଧ୍ୟ ଭାରତ ଠିଆ ହେବା ଉଚିତ: ଶଶି ଥରୁର
ନୂଆଦିଲ୍ଲୀ,୧୧।୧୦: ଇସ୍ରାଏଲ ଉପରେ ହମାସର ଆକ୍ରମଣ କ୍ରମାଗତ ପଞ୍ଚମ ଦିନରେ ପହଞ୍ଚିଛି। ବର୍ତ୍ତମାନ ଏହି ଯୁଦ୍ଧକୁ ନେଇ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ବୁଧବାର ଆସାମର ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱ ସାରମା ପାଲେଷ୍ଟାଇନ…
ମିଠା ଦୋକାନ ସିଲ୍
କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜାମୁହତା ଛକ ନିକଟରେ ଥିବା ଗୀତାଞ୍ଜଳି ମିଠା ଦୋକାନକୁ ବୁଧବାର ପୌରପାଳିକା ପକ୍ଷରୁ ସିଲ୍ କରି ଦିଆଯାଇଛି। ଟ୍ରେଡ୍ ଲାଇସେନ୍ସ ଫୁଡ ଲାଇସେନ୍ସ ଆଦି ନ ଥିବା କାରଣ ଦର୍ଶାଇ ଏଭଳି ବିନା ନୋଟିସ୍ରେ…
‘ରୂପ ଦେଖିବେ ନା ଗୁଣ’, କିଭଳି ବାଛିବେ ନିଜର ଜୀବନସାଥୀ…
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ ଲୋକେ ଜୀବନରେ ଗ୍ରହଣ କରି ଆସୁଛନ୍ତି। କାରଣ ଏହା ଜୀବନକୁ ସରଳ ଓ…
ଏମିତି ଗାଁ ଯେଉଁଠି ସମସ୍ତଙ୍କର ନାଁ ଇଂରାଜୀ ଶବ୍ଦରେ; କାରଣ ଜାଣିଲେ ଯେ କେହି ହସିବେ…
ଦୁନିଆ ଅଜବ ଜିନିଷରେ ପରିପୂର୍ଣ୍ଣ। ଖାଦ୍ୟପେୟଠାରୁ ଆରମ୍ଭ କରି ପୋଷାକ, ଭ୍ରମଣ ଏବଂ ବିଭିନ୍ନ ସ୍ଥାନର ଅଦ୍ଭୁତ ନାମ ରହିଛି। କେବଳ ଏତିକି ନୁହେଁ, ଅନେକ ଅଜବ ପରମ୍ପରା ମଧ୍ୟ ସାରା ବିଶ୍ୱରେ ରହିଛି। ଭାରତରେ ଏପରି ଏକ ଗାଁ ଅଛି…
ପୁଅ ଜୁନୈଦଙ୍କୁ ଡରନ୍ତି ଆମିର
ବମ୍ବେ: ପୁଅଙ୍କୁ ଡରନ୍ତି ବଲିଉଡର ପରଫେକ୍ସନାଲିଷ୍ଟ ଆମିର ଖାନ୍। ପ୍ରଥମ ପତ୍ନୀ ରୀନାଙ୍କଠାରୁ ଜନ୍ମିତ ପୁଅ ଜୁନୈଦ ଖାନ୍ ଏବଂ ଝିଅ ଇରା ଖାନ୍ଙ୍କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ସେ। ହେଲେ ଏବେ ସେ ପୁଅଙ୍କୁ ତାଙ୍କର ସବୁଠାରୁ ବଡ଼…
ଭୋଜନ ପରେ କ୍ୟାଣ୍ଡି କ୍ରସ୍ ଖେଳନ୍ତି ମୁଖ୍ୟମନ୍ତ୍ରୀ
ରାୟପୁର,୧୧।୧୦: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ନିକଟରେ କ୍ୟାଣ୍ଡି କ୍ରସ ଖେଳୁଥିବା ଫଟୋ ଶେୟାର କରି ସୋସିଆଲ ମିଡିଆରେ ଭାଜପା ତାଙ୍କୁ ଟାର୍ଗେଟ୍ କରିଛି। ଏହା ପରେ ବାଘେଲ ଭାଜପାକୁ କଡ଼ା ଜବାବ ଦେଇ କହିଛନ୍ତି, ମୁଁ ଆମ ରାଜ୍ୟର ପାରମ୍ପରିକ…
ଜନ୍ମଦିନରେ ବିଗ୍ ବି’ଙ୍କୁ ସର୍ପ୍ରାଇଜ୍
ବିଗ୍ ବି ଅମିତାଭ ବଚ୍ଚନ ତାଙ୍କ ଜନ୍ମଦିନକୁ ନେଇ ବେଶ୍ ଖୁସି ଅଛନ୍ତି। ପରିବାର, ବନ୍ଧୁଙ୍କଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ପ୍ରୋଜେକ୍ଟ କେ’ ର ଟିମ୍…
Archives


