ମୁହଁରେ ନିଆଁ ଦେବାକୁ ଆସିଲେନି ୨ ପୁଅ
ଯୋଡ଼ା,୯ା୧୦(ମାନସ ମହାନ୍ତି):ଜୀବନର ସମସ୍ତ ସଞ୍ଚୟ ପୁଅମାନଙ୍କୁ ଦେଇ ଶେଷ ସମୟରେ ବୃଦ୍ଧାଶ୍ରମରେ ରହୁଥିବା ବେଳେ ମୃତ୍ୟୁ ପରେ କେହି ମୁହଁରେ ନିଆଁ ଦେବାକୁ ନ ଆସିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ତିମ ସଂସ୍କାର ପାଇଁ ଦୁଇ ପୁଅ ନ ଆସିବାରୁ ଏକ…
ଦିଅର ଦେଉଥିଲେ ଅମାନୁଷିକ ନିର୍ଯାତନା
ସୁନ୍ଦରଗଡ଼,୯ା୧୦(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ସହର ଉପକଣ୍ଠ ଇବ୍ନଦୀ ପୋଲ ଉପରୁ ଶୁକ୍ରବାର ଉଦ୍ଧାର ହୋଇଥିବା ୨ ବିବସ୍ତ୍ର ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ସହିତ ଘଟିଥିବା ଅମାନୁଷିକ ନିର୍ଯାତନା ଘଟଣା ପଦାକୁ ଆସିଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଖଇରମୁଣ୍ଡାରେ ଉଭୟଙ୍କ…
ଓଡ଼ିଶା ସୀମାରେ ଆନ୍ଧ୍ରର ଜଳ ସଂରକ୍ଷଣ ବନ୍ଧ ଯୋଜନା
ପଟ୍ଟାଙ୍ଗି,୯ା୧୦(ଶରତ ଧଳ):କିଛିଦିନର ନୀରବତା ପରେ ପୁଣି ପଡ଼ୋଶୀ ଆନ୍ଧ୍ରର କାର୍ଯ୍ୟ ଚର୍ଚ୍ଚାକୁ ଆସିଛି। ଏଥର କୋଟିଆ କିମ୍ବା ଅନ୍ୟ କୌଣସି ପଞ୍ଚାୟତର ଲୋକଙ୍କୁ ନିଜ ରାଜ୍ୟ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନାହିଁ ବରଂ ଓଡ଼ିଶା ସୀମାରେ ଅନୁପ୍ରବେଶ କରି ଆନ୍ଧ୍ର…
ପୋଲିସ ଗାଡ଼ିରେ ଅଭିଯୁକ୍ତଙ୍କ ମୃତ୍ୟୁ
ବରଗଡ଼/ରାଉରକେଲା, ୯।୧୦(ପ୍ରେମାନନ୍ଦ ଖମାରୀ/ସଙ୍ଗୀତା ଜେନା):ବରଗଡ଼ ଟାଉନ ଥାନା ପୋଲିସ ହାତରେ ଗତ ସେପ୍ଟେମ୍ବର ୨୫ତାରିଖରେ ଧରାପଡ଼ିଥିବା ଆନ୍ତଃରାଜ୍ୟ ଠକଗ୍ୟାଙ୍ଗର ୧୩ ଅଭିଯୁକ୍ତ ରବିବାର ଜାମିନରେ ବରଗଡ ଉପକାରାଗାର (ସବ୍ଜେଲ)ରୁ ମୁକ୍ତ ହୋଇଥିଲେ। ସେମାନେ ଉପକାରାଗାରରୁ ମୁକ୍ତ ହୋଇ ବାହାରକୁ ଆସିବା ପରେ…
ବିଷ୍ଣୁପଦ ସେଠୀଙ୍କୁ ଏସ୍ଏସ୍ପିଡି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର):ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଶନିବାର ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସ୍ଡି ଥିବା ୧୯୯୫ ବ୍ୟାଚ୍ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…
୮ ବର୍ଷ ପରେ ଭାରତରେ ତାଞ୍ଜାନିଆ ରାଷ୍ଟ୍ରପତି
ନୂଆଦିଲ୍ଲୀ,୯।୧୦: ତାଞ୍ଜାନିଆ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ତିନି ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ସାମିଆଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହାସହ ଆଠ ବର୍ଷ ପରେ ତାଞ୍ଜାନିଆର କୌଣସି…
ଖାଲକୁ ଖସିଲା ବସ୍: ୭ ମୃତ,୨୧ ଆହତ
ନୈନିତାଲ,୯।୧୦: ନୈନିତାଲ-କାଲାଡୁଙ୍ଗି ରାସ୍ତାରେ ହରିୟାଣାର ହିସାରରୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ ପ୍ରାୟ ୧୫୦ ମିଟର ଗଭୀର ଖାଲରେ ଖସି ପଡିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ଏବଂ ୬ ଜଣ ମହିଳାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…
ଅପହରଣ ପରେ ଯୁବକଙ୍କୁ ହତ୍ୟା
କୋଦଳା/କବିସୂର୍ଯ୍ୟନଗର,୮ା୧୦(ଅମିତ କୁମାର ପଟ୍ଟନାୟକ/କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କୋଦଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ତିନିଦିନ ପରେ ରବିବାର ସାତନଳ-ବେରୁଆଁବାଡି ନୁଦୁବୁଦି ନାଳ ନିକଟସ୍ଥ ଏକ ବୁଦା ନିକଟରୁ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି।…
ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ଜେଲଗଲେ
କୋକସରା,୮।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ ବଡ଼ପୋଡ଼ାଗୁଡ଼ା ଗ୍ରାମର ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବାକେନ୍ଦ୍ରରୁ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…
ଯୁବତୀଙ୍କୁ ଅସଦାଚରଣ, ହତ୍ୟା ଉଦ୍ୟମ: ଅଭିଯୁକ୍ତ ଗିରଫ
ବ୍ରହ୍ମପୁର,୮ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ଅସଦାଚରଣ ଏବଂ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ତ୍ରିବେଣୀନଗରର ଅଜୟ କୁମାର ମହାରଣା(୨୩)। ଅସଦାଚରଣ ଘଟଣାରେ ଅଜୟଙ୍କୁ ସହଯୋଗ କରିଥିବା ୨…
ଇଜିପ୍ଟରେ ୨ ଇସ୍ରାଏଲ ପର୍ଯ୍ୟଟକଙ୍କୁ ହତ୍ୟା
କାଇରୋ,୮ା୧୦: ଇଜିପ୍ଟର ଆଲେକ୍ଜାଣ୍ଡ୍ରିଆ ସହରରେ ଜଣେ ପୋଲିସ ଅଫିସର ରବିବାର ଇସ୍ରାଏଲରୁ ଆସିଥିବା ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ୨ଜର ଇସ୍ରାଏଲୀ ଏବଂ ଜଣେ ଇଜିପ୍ଟ ନାଗରିକଙ୍କ ମୃତ୍ୟୁ ଘଟିଛି। ଶନିବାରଠାରୁ ପାଲେଷ୍ଟାଇନ୍ର ହମାସ ଏବଂ ଇସ୍ରାଏଲୀ ସେନା ମଧ୍ୟରେ…
ହମାସ ଆକ୍ରମଣରେ ୧୦ ନେପାଳୀ ଛାତ୍ରଙ୍କ ମୃତ୍ୟୁ
ଜେରୁଜେଲମ,୮।୧୦: ପାଲେଷ୍ଟାଇନର ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଗମ୍ଭୀର ହେବାରେ ଲାଗିଛି। ହମାସ ଆତଙ୍କବାଦୀ ଗୋଷ୍ଠୀ ଅଚାନକ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ଗତକାଲିଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ଓ ପାଲଟା ଆକ୍ରମଣରେ…
Archives


