Home Left

ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ): କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ…

ହଲଦ୍ୱାନି ହିଂସା: ୩୦ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୧୧।୨: ହାଲଦ୍ୱାନି ହିଂସା ମାମଲାରେ ଏପର୍ଯ୍ୟନ୍ତ ମୋଟ ୩୦ ଜଣଙ୍କୁ ଗିରଫ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ପୋଲିସ ଷ୍ଟେଶନରେ ପଥର ଫିଙ୍ଗିବା ମାମଲାରେ ୧୨ ଜଣଙ୍କୁ…

ଲକ୍ଷେ ୩୩ ହଜାର କିଲୋ ଚିକେନ ଚୋରାଇ ନେଇ କିଣିଲେ ଟିଭି, ଫ୍ରିଜ, ଏସି

କ୍ୱିବା: ଆର୍ଥିକ ଅସ୍ଥିରତା ଏବଂ ଖାଦ୍ୟ ଅଭାବ ସହ କ୍ୟୁବା ବର୍ତ୍ତମାନ ସଂଘର୍ଷ କରୁଛି। ଏହି ସମୟରେ ଏଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୩୦ ଜଣ ଲୋକ ୧୩୩ ଟନ (୧,୩୩,୦୦୦ କିଲୋଗ୍ରାମ) ଚିକେନ ଚୋରି କରି ଏହାକୁ ବିକ୍ରି…

ରୋଗୀ ବେଶରେ ଆସି ଧରିଲା ପୋଲିସ 

କଟକ,୧୧ା୨(କାର୍ତ୍ତିକ ସାହୁ): ରୋଗୀ ବେଶରେ ପୋଲିସ ଆସିଲେ। ଘରୋଇ ମେଡିକାଲକୁ ରୋଗୀ ନେବାକୁ ସୁଯୋଗ ଖୋଜୁଥିବା ଦଲାଲଙ୍କୁ ଧରିଲେ। ପୋଲିସ ଏଭଳି ଚକମା ଦେଖାଇବ ସେମାନେ ଭାବିବାକୁ ସୁଯୋଗ ବି ପାଇଲେ ନାହିଁ। କମିଶନରେଟ ପୋଲିସର ଏଭଳି ଏକ ଘଟଣା ବେଶ…

ତେଲଙ୍ଗାନାରୁ ପାଟନାରୁ ଫେରି ତେଜସ୍ବୀଙ୍କ ଘରେ ୧୯ କଂଗ୍ରେସ ବିଧାୟକ

ପାଟନା,୧୧।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ଥିବାବେଳେ ସପ୍ତାହେ ହେଲା ତେଲଙ୍ଗାନାରେ ରହିଥିବା କଂଗ୍ରେସ ବିଧାୟକ ରବିବାର ପାଟନା ଫେରିଛନ୍ତି। ସେଠାରୁ ସେମାନେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ବାସଭବନକୁ…

ଏହି ଟେଲିଫୋନ ବାଜିଲେ ବିଶ୍ୱ ଯୁଦ୍ଧରେ ଫୁଟୁଥିଲା ଗୁଳି, ଓ୍ବାର୍ଲଡ ଓ୍ବାରରେ ବ୍ୟବହାର କରିଥିଲେ ହିଟଲର

ଜୟପୁର: ବସ୍ତୁ ଯେତେ ପୁରୁଣା ହୁଏ, ଏହାର ମୂଲ୍ୟ ଅଧିକ ବଢେ। ଲୋକମାନେ ଏହିପରି ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ଭାବରେ ରଖନ୍ତି। ଜୟପୁରର ଏଭଳି ଅନନ୍ୟ କଳାକାର ହେଉଛନ୍ତି ବିନୟ ଶର୍ମା, ଯିଏକି ତାଙ୍କ ଜୀବନର ୪୦ ବର୍ଷ ଲଗାତାର ତାଙ୍କ…

ଏପ୍ରିଲ ସୁଦ୍ଧା ଆରମ୍ଭ ହେବ ଜିପିଏସ୍‌ ଟୋଲ ସଂଗ୍ରହ

ନୂଆଦିଲ୍ଲୀ,୧୧।୨: ଯାତାୟାତରେ ବାଧା ସୃଷ୍ଟି କରୁଥିବା ଟୋଲ୍‌ ପ୍ଲାଜାଗୁଡ଼ିକୁ ହଟାଇ ଦିଆଯିବ। ଏହା ବଦଳରେ ଜାତୀୟ ରାଜପଥଗୁଡ଼ିକରେ ଜିପିଏସ୍‌ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ…

ଏଏପି ଏକମାତ୍ର ଦଳ ଯାହାକୁ ଡରୁଛି ଭାଜପା: କେନ୍ଦ୍ର ଉପରେ ଖୁବ ବର୍ଷିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୨: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଏଏପି)ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି। ରବିବାର ପଞ୍ଜାବର ଖଦୁର ସାହେବ ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ…

ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ଜି.ଉଦୟଗିରି,୧୧ା୨(ଶିଶିର ପଟ୍ଟନାୟକ): ପଦ୍ମ ବେଶରେ ରବିବାର ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଏନେଇ ଜି.ଉଦୟଗିରି ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। କମିଟି ପକ୍ଷରୁ ଅଶୋକ କୁମାର…

‘ମୋ କଲେଜ’କୁ ‘ସ୍କଚ୍‌’ ସମ୍ମାନ

ଭୁବନେଶ୍ୱର,୧୧।୨(ଅସମାପିକା ସାହୁ): ‘ମୋ କଲେଜ’ ଅଭିଯାନ ପରିଚାଳନା ସଂଗଠନକୁ ‘ସ୍କଚ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ଯୋଗଦାନ ନେଇ ସଂଗଠନ ଏହି ଆୱାର୍ଡ଼ ଜିତିଛି। ବିଶେଷ କରି କଲେଜ ଓ ବିଶ୍ୱବିଦ୍ୟାଳୟ ସହ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା,…

୩ ଟେଷ୍ଟରୁ ଓହରିଲେ ଗଲେ ବାମହାତୀ ସ୍ପିନର ଜ୍ୟାକ୍‌ ଲିଚ

ଲଣ୍ଡନ,୧୧।୨: ବାମ ଆଣ୍ଠୁରେ ଆଘାତ ଯୋଗୁ ଭାରତ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି ଇଂଲଣ୍ଡର ବାମହାତୀ ସ୍ପିନର ଜ୍ୟାକ୍‌ ଲିଚ୍‌। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। ତେବେ…

ମୁଲାୟମଙ୍କୁ ଭାରତରତ୍ନ ଦେବାକୁ ଉଠିଲା ଦାବି: ଏସ୍‌ପି ଅଫିସ୍‌ ବାହାରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୧୧।୨: ୨୦୨୪ରେ ପାଞ୍ଚ ଜଣ ବ୍ୟକ୍ତିତ୍ୱଙ୍କ ଭାରତରତ୍ନ ଦେବାକୁ ମୋଦି ସରକାର ଘୋଷଣା କରିଛନ୍ତି। ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଅନେକ ନେତା ଏହାକୁ ବିରୋଧ କରିଥିଲେ ଏବଂ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?