Home Left

ଡୁଡୁକାଠେଙ୍ଗା ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି

କୋକସରା,୭ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ଓ୍ବେ ଦର୍ଲିପଡ଼ା ଛକରୁ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଓ ଧବେନ ଚଞ୍ଚରା ୭ କିଲୋମିଟର ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଫଳରେ ଏହି ପଞ୍ଚାୟତର ଜଙ୍ଗଲ ପାଦଦେଶରେ…

ଏ ହେଉଛି ଦୀପିକାଙ୍କ ଫିଟ୍‌ନେସ ମନ୍ତ୍ର, ଜାଣନ୍ତୁ ପତଳା ରହିବାକୁ ନେଇ କ’ଣ ରହିଛି ତାଙ୍କ ଜୀବନଚର୍ଯ୍ୟା

ଫିଟ୍‌ ରହିବା ପାଇଁ ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏଣୁ ଆଜିର ଯୁବପୀଢ଼ି ଅଭିନୟ ସାଙ୍ଗକୁ ସେମାନଙ୍କ ଫିଟ୍‌ନେଟ୍‌ ରହିବାର ଫର୍ମୁଲା ବିଷୟରେ ଜାଣିବାକୁ ବେଶ ଇଚ୍ଛୁକ ଥାନ୍ତି। ସେପରି ଜଣେ ଅଭିନେତ୍ରୀ ହେଲେ…

ବାଇକ୍‌-ସାଇକେଲ ମୁହାଁମୁହିଁ, ଛାତ୍ରୀଙ୍କ ସମେତ ଦୁଇ ଗୁରୁତର

ଦିଗପହଣ୍ଡି,୭ା୧୦(ସଞ୍ଜୀବ କୁମାର ପାତ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜାତୀୟ ରାଜପଥରେ ଥିବା ଇଲେକ୍ଟ୍ରି ସବ୍‌ଡିଭିଜନ୍‌ କାର୍ଯ୍ୟାଳୟ ନିକଟରେ ଶନିବାର ସାଇକେଲ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଛାତ୍ରୀଙ୍କ ସମେତ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଗୁରୁତର ଦୁହିଁଙ୍କୁ…

ପଞ୍ଜାବୀ ଗାୟିକାଙ୍କୁ ହତ୍ୟା ଧମକ

ବମ୍ବେ: ଭାରତୀୟ ବଂଶୋଦ୍ଭବ ଅନ୍ତର୍ଜାତୀୟ ପଞ୍ଜାବୀ ଗାୟିକା ଜସ୍ମିନ ସାଣ୍ଡଲାସଙ୍କୁ ହତ୍ୟା ଧମକ। ଲରେନ୍ସ ବିଶ୍ନୋଇ ନାମରେ ଗାୟିକାଙ୍କୁ ଧମକପୂର୍ଣ୍ଣ ଫୋନ୍‌ ଆସିଛି। ଏହାକୁ ନେଇ ଜସ୍ମିନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏହାଛଡ଼ା ଦିଲ୍ଲୀ ପୋଲିସ ମଧ୍ୟ ଫୋନ୍‌ କଲ୍‌ କିଏ…

ମ୍ୟାଚ୍‌ ମଝିରେ ନମାଜ ପଢ଼ିବାକୁ ଲାଗିଲେ ରିଜଓ୍ବାନ, ଭାଇରାଲ ହେଉଛି…

ହାଇଦ୍ରାବାଦ,୭।୧୦: ପାକିସ୍ତାନ କ୍ରିକେଟ ଟିମ୍‌ ବିଜୟରୁ ବିଶ୍ୱକପ୍‌ରେ ଯାତ୍ରା ଆରମ୍ଭ କରିଛି। ଶୁକ୍ରବାର ହାଇଦ୍ରାବାଦରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ଦଳ ପରାଜିତ କରିଛି। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଦଳର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନଙ୍କ ଭଲ ବ୍ୟାଟିଂ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ହେଲେ…

ପରଦାକୁ ଫେରୁଛନ୍ତି କରୀନା

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ତାଙ୍କର ଫିଲ୍ମକୁ ନେଇ କନ୍‌ଫର୍ମ କରିଛନ୍ତି। ଶନିବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ କରିବା ନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ଶୁଟିଂ ପାଇଁ ହାଇଦ୍ରାବାଦରେ ଥିବା ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର…

ବିଶ୍ୱକପ୍‌ରେ ସବୁଠାରୁ ଦ୍ରୁତ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର, ଭାଙ୍ଗିଲେ ୧୨ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ କ୍ରିକେଟ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ନୂଆଦିଲ୍ଲୀରେ ଖେଳାଯାଇଥିବା ମୁକାବିଲାରେ ବିସ୍ଫୋରକ ବ୍ୟାଟିଂ କରି ଇତିହାସ ରଚିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଆଡେନ୍‌ ମାର୍କ୍ରାମ। ସେ ମାତ୍ର ୪୯ ବଲ୍‌ରେ ଶତକ ମାରି ବିଶ୍ୱକପ୍‌ ଇତିହାସରେ ସବୁଠାରୁ ଦ୍ରୁତ ଶତକ…

ଟ୍ରୋଲ ହେଉଛନ୍ତି ପ୍ରିୟଙ୍କାଙ୍କ ମା’

ବମ୍ବେ: ଟ୍ରୋଲ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମା’ ମଧୁ ଚୋପ୍ରା। ନିଜର ପୋଷାକକୁ ନେଇ ଏବେ ତାଙ୍କୁ କଟାକ୍ଷ କରାଯାଉଛି। ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ସେ କଳାରଙ୍ଗର ଟ୍ରାନ୍ସପାରେଣ୍ଟ ଟପ୍‌ ସହ ଟ୍ରାଉଜର…

ଆକାଶଛୁଆଁ ବିଲ୍ଡିଂ ଉପରେ ତିଆରି ହୋଇଛି ହ୍ବାଇଟ୍‌ ହାଉସ୍‌ ପରି ଘର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ବଡ଼ ବିଲ୍ଡିଂର ଫଟୋ ଭାଇରାଲ ହେଉଛି। ଯାହା ଉପରେ ହ୍ବାଇଟ୍‌ ହାଉସ୍‌ ପରି ଘର ରହିଛି। ଏହା ଆଉ କେଉଁଠି ନୁହେଁ, ଆମ ଦେଶର ବେଙ୍ଗାଲୁରୁରେ ରହିଛି ଏହି ବିଲ୍ଡିଂ। ମାତ୍ର ଏହାର ମାଲିକ ଏଥିରେ ପାଦ…

ବିଧାୟକଙ୍କୁ ଦୁର୍ବ୍ୟବହାର: ମହିଳା ସଭାପତି ନିଲମ୍ବିତ

ମୋରଡ଼ା,୭ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବିଧାୟକ ରାଜକିଶୋର ଦାସଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜୁ ମହିଳା ଜନତା ଦଳର ହଳଦୀପାଳ ପଞ୍ଚାୟତ ସଭାପତି ସୁକାନ୍ତି ସେଠୀଙ୍କୁ ନିଲମ୍ବନ କରାଯାଇଥିବାର ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅତୀତରେ ସୁକାନ୍ତି ବିଧାୟକ ରାଜକିଶୋର ଦାସଙ୍କୁ…

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମା’ଲଙ୍କେଶ୍ୱରୀ ପୀଠ

ଭବାନୀପାଟଣା/ଜୁନାଗଡ଼,୭।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶୁକବାର ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ମହାରାଜ ଅନନ୍ତ ପ୍ରସାଦ ଦେଓଙ୍କ ଉପସ୍ଥିତିରେ ପର୍ବ ପାଳିତ ହୋଇଛି। ମା’ଙ୍କ ଦର୍ଶନ…

୧୭ ବର୍ଷ ହେଲା ଅଧାପନ୍ତରିଆ

ସିନାପାଲି,୭।୧୦(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଞ୍ଚାୟତ ନିକଟ ଚଚରାଭଟା ପାଖ ଦେଇ ପ୍ରବାହିତ ସାହାଜ ଯୋର ଉପରେ ପୋଲ ନିର୍ମାଣକୁ ୧୭ ବର୍ଷ ବିତିଯାଇଥିଲେ ହେଁ ଏହା ଉପରେ ସୁରକ୍ଷା ବାଡ଼ ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri