ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମା ଧମକ ଦେଇଥିବା ବ୍ୟକ୍ତି ଗିରଫ
ଅହମ୍ମଦାବାଦ,୧୧।୧୦: ସହରର ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ଗିରଫ କରିଛି। ନିକଟରେ ପୋଲିସ ଏକ ମେଲ ପାଇଥିଲା, ଯେଉଁଥିରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଥିଲା। ସୂଚନାଯୋଗ୍ୟ,…
ନର୍ଭସ ଅଛନ୍ତି କୋହଲି
ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଆଜି ଦିଲ୍ଲୀରେ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଉଭୟ ଦଳ ମୁହାଁମୁହିଁ ହେବେ। ବିରାଟ କୋହଲିଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ମ୍ୟାଚ ହେବ। କାରଣ ଏହି…
ଦିଲ୍ଲୀ ମେଟ୍ରୋ ଟ୍ରେନ୍ରେ ଯୁବତୀ-ଯୁବକଙ୍କ ଅଜବ କାଣ୍ଡ, ଯିଏ ଦେଖିଲେ, ସିଏ କହିଲେ
ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଏହାର ସେବା ଅପେକ୍ଷା କିଛି ଯାତ୍ରୀଙ୍କ ଅଜବ କାଣ୍ଡ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ନେଇ ୟୁଜର୍ସ ତାଙ୍କ ପ୍ରତିକ୍ରିୟାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।…
ସିକିମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୪କୁ ବୃଦ୍ଧି
ଗ୍ୟାଙ୍ଗଟକ୍,୧୧।୧୦: ସିକିମରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ସିକିମରୁ ୩୬ ଟି ଏବଂ ପଶ୍ଚିମବଙ୍ଗରୁ ୫୮ଟି ମୃତଦେହ ଉଦ୍ଧାର କରାଯାଇଛି। ୭୯ ଜଣ ଏବେ ବି ନିଖୋଜ ଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ…
୧୧ ବର୍ଷ ଧରି ଭାରତୀୟ ଜେଲରେ ବନ୍ଦୀ ଥିଲେ ଶହିଦ ଲତିଫ
ଇସଲାମାବାଦ,୧୧।୧୦: ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଭାରତର ମୋଷ୍ଟ ଓା୍ବଣ୍ଟେଡ୍ ଆତଙ୍କବାଦୀ ଶହିଦ ଲତିଫଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଜଣା ଆକ୍ରମଣକାରୀମାନେ ତାଙ୍କୁ ସିଆଲକୋଟରେ ଗୁଳି କରି ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ୨୦୧୬ରେ ପଞ୍ଜାବର ପଠାନକୋଟରେ…
ଇସ୍ରାଏଲରେ ବିଗୁଡିଛି ଅବସ୍ଥା, ସେନାରେ ସାମିଲ ହେବାର ଗୋଟିଏ ଦିନ ପୂର୍ବରୁ ନେଲେ ଏଭଳି ନିଷ୍ପତ୍ତି…
ଜେରୁଜେଲମ,୧୧।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ରକ୍ତ ଯୁଦ୍ଧ ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇଛି। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଉଭୟଙ୍କ ମଧ୍ୟରୁ କେହି ପଛକୁ ହଟିବାର କୌଣସି…
ନିରାମୟରେ ମିଳୁନି ସମସ୍ତ ପ୍ରକାର ଔଷଧ
ପଟ୍ଟାମୁଣ୍ଡାଇ,୧୧।୧୦(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା ହୋଇଚାଲିଛି। ରୋଗୀଙ୍କୁ ଔଷଧ ପ୍ରଦାନରେ ଚିକିତ୍ସାଳୟର କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ…
ବିଦ୍ୟାଳୟ ମିଶ୍ରଣ ସମସ୍ୟା ଏବେ ବି ତୁଟିନି
କେନ୍ଦ୍ରାପଡ଼ା, ୧୧।୧୦(ଜଗନ୍ନାଥ ଧଳ): ପୂର୍ବରୁ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ ପୁଣି ଥରେ ଆଗକୁ ଆସିଛି। ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଅଭିଭାବକଙ୍କ ଅସନ୍ତୋଷର କାରଣ ହୋଇଥିବା ବେଳେ ସମାଧାନ ପ୍ରତିଶ୍ରୁତି ସ୍ଥାନୀୟ ଲୋକ ପ୍ରତିନିଧି ଦେଇପାରୁନାହାନ୍ତି। ଜିଲାର ୨୧୭ଟି ସ୍କୁଲରେ କମ…
ମା’ଙ୍କ ପାଇଁ ହଜିଯାଇଛି ନୀଳକଇଁ
ଯାଜପୁର,୧୧।୧୦(ହର୍ଷବର୍ଦ୍ଧନ ବେହେରା) : ପାର୍ବଣର ସାଜସଜ୍ଜା ଆରମ୍ଭ ହୋଇ ଯାଇଛି। ଶାରଦୀୟ ଦୁର୍ଗାପୂଜା ପାଇଁ ମେଢ଼ ନିର୍ମାଣ ହେବା ସହ ପ୍ରସ୍ତୁତି ଚାଲିଛି। ତେବେ ଏହି ଅବସରରେ ମାଆଙ୍କୁ ନୀଳକଇଁରେ ମଣ୍ଡିତ କରିବାର ଯେଉଁ ପରମ୍ପରା ଥିଲା ତାହା ଏବେ ଆଉ…
ମହାକାଳପଡ଼ାରେ ତୁର୍କୀ ପକ୍ଷୀ ଚାଷ ପ୍ରତି ବଢୁଛି ଚାହିଦା
ମହାକାଳପଡ଼ା,୧୦।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ତୁର୍କୀ ଚାଷ ପ୍ରତି ବେଶ୍ ଅନୁକୂଳ ବାତାବରଣ ରହିଛି। ବ୍ଲକର ସ୍ଥାନୀୟ ବଉଳକଣି ପଞ୍ଚାୟତର ଟାଙ୍କି ବେଲାରିର ସେକ ସୁଲେମାନ ବର୍ଷେ ପୂର୍ବେ ମୟୂରଭଞ୍ଜ-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରୁ ତୁର୍କୀ…
ପୃଥିବୀକୁ ମାଡି ଆସୁଛି ବିପଦ, କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ
ଭବିଷ୍ୟତରେ ପୃଥିବୀରେ ଏତେ ଗରମ ଅନୁଭବ ହେବ ଯେ ମଣିଷ ସେଠାରେ ରହିବା ଅସମ୍ଭବ ହୋଇଯିବ। ଏହାର ସବୁଠାରୁ ବଡ ପ୍ରଭାବ ସେହି ଅଞ୍ଚଳରେ ହେବାକୁ ଯାଉଛି, ଯେଉଁଠାରେ ବିଶ୍ୱର ଅଧାରୁ ଅଧିକ ଲୋକ ବାସ କରୁଛନ୍ତି। ଉତ୍ତର ଏବଂ ଦକ୍ଷିଣ…
ଯାଜପୁରର ଲାଇଫ୍ଲାଇନ୍ ବାଇପାସ୍ ରୋଡ୍ କାର୍ଯ୍ୟ ସରୁନି
ଯାଜପୁର ଟାଉନ,୧୧।୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରକୁ ଟ୍ରାଫିକ୍ ସମସ୍ୟାରୁ ମୁକ୍ତ କରିବା ସହ ବିରଜା ଓ ଅନ୍ୟ ମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ପଥକୁ ସୁଗମ କରିବା ପାଇଁ ସହରର ବାମ ଓ ଦକ୍ଷିଣପାର୍ଶ୍ୱରେ ୨ ବାଇପାସ ରୋଡ୍ ଯଥା: ବିରଜା…
Archives


