ପ୍ରଡ୍ୟୁସର ଭାବେ ପ୍ରଥମ ଫିଲ୍ମର ଶୁଟିଂ ଶେଷ କଲେ ମନିଷ ମାଲହୋତ୍ରା
ମୁମ୍ବାଇ: ସବୁଠାରୁ ପପୁଲାର ଡିଜାଇନରଙ୍କ ମଧ୍ୟରୁ ଜଣେ ମନିଷ ମାଲହୋତ୍ରା ସେପ୍ଟେମ୍ବର ୧ରେ ତାଙ୍କ ପ୍ରଡକଶନ ହାଉସ ଷ୍ଟେଜ ୫ ପ୍ରଡକଶନର ଘୋଷଣା କରିଥିଲେ। ସହି ଦିନ ସେ ଆହୁରି ମଧ୍ୟ ଘୋଷଣା କରିଥିଲେ ଯେ ରାଧିକା ଆପତେଙ୍କ ମୁଭି ‘ଟ୍ରେନ…
ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ନେଇପାରେ ଭାଜପା: ଅଖିଳେଶ
ଲକ୍ଷ୍ନୌ,୧୪।୧୦: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତି ଜନଗଣନାକୁ ନେଇ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଜୋରରେ ଉଠାଉଛନ୍ତି ଏବଂ ପ୍ରତ୍ୟେକ ପ୍ଲାଟଫର୍ମରେ ଏହା ବିଷୟରେ ଆଲୋଚନା ହୋଉଥିବା ବେଳେ ଜନଗଣନା ସପକ୍ଷରେ ଭାଜପା ନାହିଁ। ଭାଜପା…
ଅବସର ନେଲେ ଆଲଷ୍ଟର କୁକ୍
ଲଣ୍ଡନ, ୧୪ା୧୦ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟର ଆଲଷ୍ଟର କୁକ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୧୮ରୁ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ ମଧ୍ୟ କାଉଣ୍ଟି କ୍ରିକେଟ ଖେଳିବା ଜାରି ରଖିଥିଲେ। ତେବେ ଦୀର୍ଘ ୫…
ପୂର୍ବରୁ ଅହମ୍ମଦାବାଦ ଷ୍ଟାଡିୟମରେ କେତେଟା ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ
ଅହମ୍ମଦାବାଦ,୧୪।୧୦ : ୨୦୨୩ କ୍ରିକେଟ ବିଶ୍ୱକପ ଆରମ୍ଭ ହୋଇଛି। ତେବେ କ୍ରିକେଟ ପ୍ରେମୀ ଆଜିର ଭାରତ-ପାକିସ୍ତାନକୁ ମ୍ୟାଚକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ବିଶେଷକରି ସମସ୍ତଙ୍କର ବିଶ୍ୱକପ ସମୟରେ ଉତ୍ସାହ ଦ୍ୱିଗୁଣିତ ହୁଏ। ଏହି ରୋମାଞ୍ଚକର ମ୍ୟାଚକୁ ଦେଖିବାକୁ ସମସ୍ତେ ଚାହିଁ…
ହମାସ ସହିତ ଯୁଦ୍ଧ ମଧ୍ୟରେ ନେତାନ୍ୟାହୁଙ୍କ ବଡ ନିଷ୍ପତ୍ତି, ବିପକ୍ଷ ଦଳ ସହିତ ଗଠନ କଲେ ଏକତା ସରକାର
ଜେରୁଜେଲମ,୧୪।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗୁରୁବାର ହମାସ ସହିତ ଯୁଦ୍ଧର ତଦାରଖ କରିବା ପାଇଁ ବିରୋଧୀ ଦଳର ନେତା ବେନି ଗାଣ୍ଟଜ୍ଙ୍କ ସହଯୋଗରେ ଏକ ଜରୁରୀକାଳୀନ ଏକତା ସରକାର ଗଠନ କରିଛନ୍ତି। ତେଲ ଅବିବରେ ସେନା ମୁଖ୍ୟାଳୟର ଏକ ଅଭିଭାଷଣରେ…
ଗୋଟିଏ ହାତରେ ଇସ୍ରାଏଲରୁ କିଡନାପ ହୋଇଥିବା ଶିଶୁ, ଅନ୍ୟ ହାତରେ ରାଇଫଲ, ଭିଡିଓ ଜାରି କଲେ ହମାସ ଆତଙ୍କବାଦୀ
ଜେରୁଜେଲମ,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣ ପରେ ମୃତ୍ୟୁ ସଂଖ୍ୟା ୧୩୦୦କୁ ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଅଞ୍ଚଳରେ ପ୍ରାୟ ଦୁଇ ହଜାର ଲୋକ ପ୍ରାଣ ହରାଇଛନ୍ତି। ହମାସ ଆତଙ୍କବାଦୀମାନେ…
ଅବତରଣ ପୂର୍ବରୁ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ଅବସ୍ଥା ଗୁରୁତର
କାଠମାଣ୍ଡୁ,୧୪।୧୦: ଶନିବାର ନେପାଳରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଯେଉଁଥିରେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ମନାଙ୍ଗ ଏୟାରର ଏହି ହେଲିକପ୍ଟରଟି ସୋଲୁଖମ୍ବୁ ଆଡକୁ ଉଡାଣ ଭରିଥିବା ବେଳେ ଲେବୁଚେ ପାହାଡ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ…
ଶୁଖିଲା ପଡ଼ିଛି ୭ କୋଟିରେ ନିର୍ମିତ ବିଷ୍ଣୁଗୁଡ଼ା ଡ୍ୟାମ୍
ରାୟଗଡ଼ା,୧୪।୧୦(ଆଶିଷ ରଞ୍ଜନ ପଣ୍ଡା): ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ରାୟଗଡ଼ା ବ୍ଲକର ପିତାମହଲ ପଞ୍ଚାୟତ ତେନ୍ତୁଳିଗୁଡ଼ାରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବିଷ୍ଣୁଗୁଡ଼ା ଡ୍ୟାମ୍ । ପଞ୍ଚାୟତର ୭ରୁ ୮ଖଣ୍ଡ ଗ୍ରାମବାସୀ ଉପକୃତ ହେବା ସହ…
୯୧ କୋଟିର କ୍ଷତିପୂରଣ ପାଇବେ ଏହି ପୂର୍ବତନ କ୍ରିକେଟର
ଲଣ୍ଡନ,୧୪।୧୦: ଇଂଲଣ୍ଡର ପୂର୍ବତନ କ୍ରିକେଟର ଏଣ୍ଡ୍ରିୟୁ ଫ୍ଲିଣ୍ଟଫ ଖୁବ୍ଶୀଘ୍ର ୯ ମିଲିୟନ ପାଉଣ୍ଡ (୯୧ କୋଟି ଟଙ୍କା) କ୍ଷତିପୂରଣ ପାଇବେ। ଏହି କ୍ଷତିପୂରଣ ତାଙ୍କୁ ବିସିସିଆଇ ପ୍ରଦାନ କରିବ। ବାସ୍ତବରେ, ବିସିସିର ଏକ ଶୋ ‘ଟପ ଗିଅର୍’ର ଶୁଟିଂ ବେଳେ ଫ୍ଲିଣ୍ଟଫଙ୍କର…
୮ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ
ନୂଆଗାଁ,୧୪।୧୦ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ଗୁଡୁପାଙ୍ଗି ଗ୍ରାମବାସୀଙ୍କୁ ପ୍ରଶାସନ ଅଣଦେଖା କରୁଛି। ଦୀର୍ଘ ୮ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ସେଥିପ୍ରତି ପ୍ରଶାସନ କିମ୍ବା ଜନପ୍ରତିନିଧି ଦୃଷ୍ଟି ଦେଉ ନ…
ଟ୍ରାନ୍ସଫର୍ମର ଛାଡି ଦୌଡ଼ିଲେ
ପାଟଣା,୧୪।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଅଁଳାଢ଼ିଆ ଜଙ୍ଗଲ ନିକଟ ରାସ୍ତାରେ କେତେକ ଦୁର୍ବୃତ୍ତ ଶୁକ୍ରବାର ରାତିରେ ବିଦ୍ୟୁତ୍ ଟ୍ରାନ୍ସଫର୍ମ ଚୋରି କରିନେଉଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ଫଳରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ଟ୍ରାନ୍ସଫର୍ମର ଏବଂ…
ମାଆ ହେବା ପରେ ପ୍ରଥମଥର ଆଉଟିଂରେ ବାହାରିଲେ ଇଲିଆନା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଏବେ ତାଙ୍କ ମଦରହୁଡ ଏନଜୟ କରୁଛନ୍ତି। ଏବେ ସେ ତାଙ୍କ ପୁଅ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। ଏହାସହ ସେ ମାଆ ହେବାର ଅନୁଭବକୁ ଲଗାତାର ଭାବେ ତାଙ୍କ ଫ୍ୟାନଙ୍କ ସହ ଶେୟାର କରୁଛନ୍ତି।…
Archives


