Home Left

ଚଳନ୍ତା କାର୍‌ ମଝିରେ ବିମାନ ଜରୁରୀ ଅବତରଣ କରାଇଲେ ପାଇଲଟ, ଭିଡିଓ ଦେଖିଲେ…

ଯେଉଁମାନେ ଅନ୍ୟମାନଙ୍କୁ କୌଣସି ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତି ସେମିତି କିଛି ଘଟଣା ଆଖି ସାମ୍ନାରେ ଦେଖିଲେ ଭୟରେ ଦେହ ଥରିଉଠେ। ନିକଟରେ ଏଭଳି ଜଣେ ପାଇଲଟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ…

ଟସ୍‌ ଜିତିବା ପରେ ବି ଦୁଃଖି ନଜର ଆସିଲେ ରୋହିତ, କାରଣ କିଛି ଏଭଳି…

ଅହମ୍ମଦାବାଦ,୧୪।୧୦: ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷ ବିଶ୍ୱକପ୍‌ ୨୦୨୩ର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ୍‌ରେ ରୋହିତଙ୍କ ସହ ପୁରା ଟିମ୍‌ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିବା ବେଳେ ତାହା…

ଲଙ୍ଗ୍‌ଜମ୍ପରେ ମିଳିଲା ରୌପ୍ୟ

ଗଞ୍ଜାମ,୧୪।୧୦ (ବିଦ୍ୟାଧର ସାହୁ): ରାଜସ୍ଥାନ କୋଟାରେ ଅନୁଷ୍ଠିତ ଅଲ୍‌ ଇଣ୍ଡିଆ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ କମାଲ ଦେଖାଇଛନ୍ତି ଆଇଆର୍‌ଇ ଏଇସିଏସ୍‌ ସ୍କୁଲର ଓଡ଼ିଆ ପୁଅ ସୁବ୍ରତ ପାଢ଼ୀ। ସୁବ୍ରତ ଲଙ୍ଗ୍‌ଜମ୍ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟ ପଦକ ହାସଲ କରି…

ଇନ୍‌ଷ୍ଟାଗ୍ରାମରେ ସୋଫିଙ୍କୁ ଅନ୍‌ଫଲୋ କଲେ ପ୍ରିୟଙ୍କା

ବମ୍ବେ: ତୁଟିବ ଚାରି ବର୍ଷର ବୈବାହିକ ସମ୍ପର୍କ। ପରସ୍ପରଠାରୁ ଅଲଗା ହେବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦେଢ଼ଶୁର ଜୋ ଜୋନାସ ଏବଂ ପତ୍ନୀ ସୋଫି ଟର୍ନର। ଗତ ମାସରେ ଦୁହେଁ ଛାଡ଼ପତ୍ର ନେଇ ଘୋଷଣା କରିଥିଲେ। ସେବେଠାରୁ ଜୋନାସ ପରିବାରରେ ସବୁକିଛି…

କିଏ ସେହି ନୁକ୍‌ଭା ବିଦ୍ରୋହୀ; ଯେଉଁମାନଙ୍କୁ ଖୋଜି-ଖୋଜି ମାରୁଛି ଇସ୍ରାଏଲ, ଜାଣନ୍ତୁ ହମାସ ସହ କ’ଣ ଏହାର ସମ୍ପର୍କ…

ଜେରୁଜେଲମ,୧୪।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧକୁ ପ୍ରାୟ ୮ ଦିନ ବିତିଗଲାଣି। ଯୁଦ୍ଧ ଯେତିକି ଯେତିକି ଅଗ୍ରଗତି କରୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ଇସ୍ରାଏଲ ଆକ୍ରମଣ ସହ…

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ନିରାଶ କଲା ଚ୍ୟାନେଲର ଏଭଳି ଘୋଷଣା

ଅହମ୍ମଦାବାଦ,୧୪।୧୦: ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା। ଏଥିରେ ବଲିଉଡର ସେଲିବ୍ରିଟିମାନେ ସାମିଲ ହେବେ ବୋଲି କୁହାଯାଇଥିଲା। ହେଲେ ମ୍ୟାଚ୍‌ର ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋଟର୍‌ସ ଏହି କାର୍ଯ୍ୟକ୍ରମର ପ୍ରସାରଣ…

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଗିରଫ ହେଲେ ଲଶ୍କରର ୨ ଆତଙ୍କବାଦୀ

ଅମୃତସର,୧୪।୧୦: ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ପଞ୍ଜାବ ପୋଲିସ ଲଶ୍କର-ଏ-ତାଇବାର ୨ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ଦେଶରେ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିବା ବେଳେ ଅମୃତସରରୁ ସେମାନଙ୍କୁ ଗିରଫ କରାଯାଇଛି। ପୋଲିସ କେନ୍ଦ୍ରୀୟ ଏଜେନ୍ସି ସହଯୋଗରେ ଏକ ଅପରେଶନ କରି ସଫଳତା ହାସଲ…

ପଞ୍ଜାବରେ ଆମ ଆଦମୀ ପାର୍ଟିର ବଡ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୧୪।୧୦: ଆମ ଆଦମୀ ପାର୍ଟି(ଏଏପି) ତୁରନ୍ତ ପ୍ରଭାବ ସହିତ ପଞ୍ଜାବର ବ୍ଲକ ଇନଚାର୍ଜ ଏବଂ ସର୍କଲ ଇନଚାର୍ଜର ସମସ୍ତ ପଦବୀକୁ ଭାଙ୍ଗି ଦେଇଛି। ସଂଗଠନ ଶୀଘ୍ର ବିସ୍ତାର ହେବ। ଖୁବ ଶୀଘ୍ର ନୂତନ ପଦାଧିକାରୀ ନିଯୁକ୍ତ ହେବେ। ସୂଚନାଯୋଗ୍ୟ ଯେ ଆମ…

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଗୁଜରାଟରେ ଭୂକମ୍ପ ଝଟ୍‌କା

ଅହମ୍ମଦାବାଦ,୧୪।୧୦: ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ବିଶ୍ୱକପ୍‌ର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ଏହାର ଚିର ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ଗୁଜରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର…

ପାଲେଷ୍ଟାନୀୟଙ୍କୁ ସମର୍ଥନ କଲା ସିପିଏମ

ଥିରୁଭାନନ୍ତପୁରମ,୧୪।୧୦: କେରଳରେ କ୍ଷମତାସୀନ ସିପିଏମ ସରକାର ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନକୁ ସମର୍ଥନ କରିଛି। ଯୁଦ୍ଧ ବନ୍ଦ ହେବା ଏବଂ ଦ୍ୱନ୍ଦ୍ୱରେ ପଡ଼ିଥିବା ପଶ୍ଚିମ ଏସୀୟ ଅଞ୍ଚଳରେ ଶାନ୍ତି ଫେରିବା ପାଇଁ ମିଳିତ ଜାତିସଂଘର ଦୁଇ ଦେଶ ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ…

ମୋଦି ଲେଖିଲେ ‘ଗର୍ବା’ ସଙ୍ଗ, ଗାଇଲେ ଧ୍ୱନି ଭାନୁଶାଳୀ

ନୂଆଦିଲ୍ଲୀ,୧୪।୧୦: ଓ୍ବାସ୍ତେ ଏବଂ ଲେଜା ରେ ଭଳି ଗୀତ ପାଇଁ ଲୋକପ୍ରିୟ ଧ୍ୱନି ଭାନୁଶାଳୀ ଶନିବାର ଏକ ନୂତନ ଗୀତ ରିଲିଜ କରିଛନ୍ତି। ସିଙ୍ଗର ନବରାତ୍ରୀ ପୂର୍ବରୁ ‘ଗାର୍ବୋ’ ନାମକ ଏକ ନୂତନ ଗୀତ ସହିତ ପ୍ରଶଂସକଙ୍କ ମନୋରଞ୍ଜନ କରିଥିଲେ। ଏକ୍ସରେ,…

ଦିନିକିଆ ବିଶ୍ୱକପ: ୭ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ପାକ୍‌, ଜାଣନ୍ତୁ କାହାର କେତେଥର ବିଜୟ 

ଆଇସିସି ବିଶ୍ୱକପ୍ର ୧୨ତମ ମୁକାବିଲାରେ  ଆଉ ଟିକେ ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ମୋଟ ୧ ଲକ୍ଷ ୩୨ ହଜାର ଦର୍ଶକ ପାଇଁ ଉଦ୍ଦିଷ୍ଟ ଏହି ଷ୍ଟାଡିୟମରେ  କ୍ରିକେଟ୍‌ ପ୍ରେମୀଙ୍କ ଭିଡି ଦେଖିବାକୁ ମିଳିଛି। ତେବେ ଦିନିକିଆ ଶ୍ୱକପ ଇତିହାସ ଦେଖିଲେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri