Home Left

ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ରୋଗୀ

ରିଆମାଳ,୧୪।୧୦(ନିରଞ୍ଜନ ବେହେରା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ବରଡାତଇଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସରକାର ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି ଉନ୍ନତି କ୍ଷେତ୍ରରେ ଡିଣ୍ଡିମ ପିଟୁଥିବା ବେଳେ ଗ୍ରାମକୁ ରାସ୍ତା ନ ଥିବାରୁ ଖଟିଆରେ…

ହମାସର ଆକ୍ରମଣରେ ମଧ୍ୟ ପୂର୍ବରେ ପ୍ରଭାବ, ନିକଟତର ହେଲେ ସାଉଦି ଆରବ, ଇରାନ

ଜେରୁଜେଲମ,୧୪।୧୦: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଏବଂ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ମଧ୍ୟ ପୂର୍ବର ରାଜନୀତିରେ ପ୍ରମୁଖ ପ୍ରଭାବ ପକାଇଛି। ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଉଛି ଯେ, ଇସ୍ରାଏଲ ଏବଂ ସାଉଦି…

ଫ୍ଲୋରିଡା ଯାଉଥିବା ବିମାନରେ ବୋମା ଥିବା ସୂଚନା, ଯାଞ୍ଚ ପରେ ମିଳିଲା ଆଡଲ୍ଟ ଡାଏପର

ପାନାମା ସିଟି,୧୪।୧୦: ପାନାମା ସିଟିର ଟୋକ୍ୟୁମେନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଫ୍ଲୋରିଡାର ଚମ୍ପା ଅଭିମୁଖେ ଯାଉଥିବା ଏକ କୋପା ଏୟାରଲାଇନ୍ସର ବିମାନକୁ ସନ୍ଦିଗ୍ଧ ବୋମା ପାଇଁ ଖେଜାଖୋଜି ହୋଇଥିଲା, ହେଲେ ଏଥିରେ ଯାହା ମିଳିଲା ତାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ଯାଞ୍ଚ…

ଗାଜାରେ କାଳ ରାତ୍ରୀ…ହମାସ ଉପରେ ଆକ୍ରମଣ କଲା ଇସ୍ରାଏଲ, ୩୧୦୦ ଲୋଙ୍କ ମୃତ୍ୟୁ

ଜେରୁଜେଲମ,୧୪।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ୧୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି ଯେଉଁଥିଲେ୨୪୭ ସେନା ସାମିଲ ଅଛନ୍ତି। ଅନ୍ୟପଟେ ଗାଜାରେ ଇସ୍ରାଏଲ ଆକ୍ରମଣରେ ୧୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଓ ୬,୩୮୮ ଆହତ…

ତୁରନ୍ତ ଅପସାରଣ ରୋଗୀଙ୍କ ଜୀବନକୁ ବିପଦରେ ପକାଇବ: ଇସ୍ରାଏଲର ଚେତାବନୀ ଉପରେ କହିଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ଜେନେଭା,୧୪।୧୦: ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇସ୍ରାଏଲ ସେନା ଉତ୍ତର ଗାଜାରେ ରହୁଥିବା ସାଧାରଣ ନାଗରିକ ଏବଂ ହସ୍ପିଟାଲ ଖାଲି କରିବାକୁ ଚେତାବନୀ ଦେଇଛନ୍ତି। ଏହା ଉପରେ…

ପ୍ରିୟଙ୍କାଙ୍କ ସହ ଚେନ୍ନାଇରେ ପହଞ୍ଚିଲେ ସୋନିଆ, ଡିଏମକେର ମହିଳା ଅଧିକାର ସମ୍ମିଳନୀରେ ହେବେ ସାମିଲ

ଚେନ୍ନାଇ,୧୪।୧୦: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଚେନ୍ନାଇରେ ପହଞ୍ଚିଛନ୍ତି। ଏଠାରେ ସେ ଡିଏମକେ ମହିଳା ଅଧିକାର ସମ୍ମିଳନୀରେ ଯୋଗଦେବେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ…

ଭୁଶୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ପୀଠ ପାହାଚ

ନୀଳଗିରି,୧୪।୧୦(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ପର୍ଯ୍ୟଟକ। ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରକୁ ସଂଯୋଗ କରୁଥିବା ପାହାଚ ଭୁଶୁଡ଼ି ପଡିବାରୁ କିଛି ସମୟ ପାଇଁ ଭକ୍ତମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଟ୍ରଷ୍ଟ ବୋର୍ଡ…

ରାଧିକା ଚିମାଙ୍କୁ ବିଗ୍‌ ଇମ୍ପାକ୍ଟ ଆଓ୍ବାର୍ଡ

ଭୁବନେଶ୍ୱର, ୧୪।୧୦: ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସାମାଜିକ ସଂସ୍ଥା ଆଇକେଜେ କେୟାର ଫାଉଣ୍ଡେଶନର ଅଧ୍ୟକ୍ଷା (ଚେୟାରପର୍ସନ) ରାଧିକା ଚିମାଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ପୁରସ୍କାର (ଆଓ୍ବାର୍ଡ) ପ୍ରଦାନ କରାଯାଇଛି। ବିଶେଷକରି ସାମଜସେବା ଓ ସାମାଜିକ କାର୍ଯ୍ୟର ଉଲ୍ଲେଖନୀୟ ଅବଦାନ ପାଇଁ…

ଜଗଦୀଶ ନାଲ୍‌କୋର ନୂତନ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୪।୧୦: ନାଲ୍‌କୋର ନୂତନ ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ଟେକ୍ନିକାଲ) ଭାବେ ଜଗଦୀଶ ଅରୋରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଆରୋରା ସେଲ୍‌ ଅନ୍ତର୍ଗତ ସେଣ୍ଟର ଫର୍‌ ଇଞ୍ଜିନିୟରିଂ ଆଣ୍ଡ ଟୋକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ।…

ଦର୍ଶନ ପାଇଁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରୁ ଆସନ୍ତି ଭକ୍ତ

ରାଇବଣିଆ,୧୩।୧୦(ନବୀନ ସାହୁ): ଚଳିତ ବର୍ଷ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଲକ୍ଷ୍ମଣନାଥ ଗ୍ରାମର ରାୟ ମହାଶୟ ଗଡ଼ରେ ୫୧୬ତମ ସାର୍ବଜନୀନ ଦୁର୍ଗା ପୂଜା ଆୟୋଜିତ ହେବ। ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ଉଦ୍ୟମ କରାଯାଉଛି ବୋଲି ପୂଜା ସମିତିର କୋଷାଧ୍ୟକ୍ଷ କ୍ଷେତ୍ର…

ଏଚ୍‌ଏମ୍‌ଏସ୍‌ଆଇର ନୂତନ ଏଡିସନ ଉନ୍ମୋଚିତ

ଭୁବନେଶ୍ୱର, ୧୪।୧୦: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ଏଡିସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ହୋଣ୍ଡା ହାଇନେସ୍‌ ସିବି୩୫୦ ଏବଂ ସିବି୩୫୦ଆର୍‌ଏସ୍‌ର ନୂତନ ଏଡିସନ୍‌କୁ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଉଭୟ ବାଇକ୍‌କୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତ

ବର୍ଲିନ୍‌,୧୪।୧୦: ଦକ୍ଷିଣ ଜର୍ମାନୀରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ସମୟରେ ରାଜପଥରେ ପ୍ରବାସୀ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri