Home Left

ରାଜସ୍ଥାନ ନିର୍ବାଚନ: ଆସନ୍ତାକାଲି ଏଏପି ଜାରି କରିବ ୩୦ ପ୍ରାର୍ଥୀଙ୍କ ପ୍ରଥମ ପ୍ରାର୍ଥୀ ତାଲିକା

ଜୟପୁର,୧୫।୧୦:  ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଭାଜପା ରାଜସ୍ଥାନରେ ୪୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିବାବେଳେ ସୋମବାର ଆମ ଆଦମୀ ପାର୍ଟି(ଏଏପି) ୩୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।…

ଅରବ ହୋଇ ବି ଇସ୍ରାଏଲବାସୀଙ୍କୁ କରୁଥିଲେ ସାହାଯ୍ୟ, ଗୁଳିକଲେ ହମାସ ଆତଙ୍କବାଦୀ

ଜେରୁଜେଲମ,୧୫।୧୦: ଯେତେବେଳେ ହମାସ ହଠାତ ଇସ୍ରାଏଲ ଉପରେ ଆକ୍ରମଣ କଲା, ସେମାନେ ଦକ୍ଷିଣ ଇସ୍ରାଏଲର ଏକ ସଂଗୀତ କନସର୍ଟରେ କିଛି ୟିହୁଦୀଙ୍କୁ ମଧ୍ୟ ଟାର୍ଗେଟ କଲେ। ସେହି ସମୟରେ ସେଠାରେ ହଜାର ହଜାର ୟିହୁଦୀ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ମଧ୍ୟରେ…

୨୮୪ ରନ୍‌ରେ ଅଟକିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୧୫।୧୦: (୦୩) ଅରୁଣ ଜେଟଲି ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଦିନିକିଆ ବିଶ୍ୱକପର ୧୩ତମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ୪୯ .୫ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୨୮୪ ରନ୍‌…

ଟ୍ରୋଲ ହେଲେ ତମନ୍ନା

ମୁମ୍ବାଇ:  ଦକ୍ଷିଣ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ଦମଦାର ଆକ୍ଟିଂ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ ଲାକମେ ଫ୍ୟାଶନ ଓ୍ବିକ ୨୦୨୩ରେ ଓ୍ବାକ କରୁଥିବା ନଜର ଆସିଥିଲେ। ଏହି ଶୋ’ରେ ଅଭିନେତ୍ରୀ ମୋତିରେ ଖଚିତ ଏକ ଭାରୀ ଲେହେଙ୍ଗା ପିନ୍ଧି ଓ୍ବାକ…

ପାଠ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ

ବ୍ରହ୍ମପୁର,୧୫।୧୦(ସ୍ମୃତି ରଞ୍ଜନ ମହାଲିକ): (୦୩) ଗଞ୍ଜାମ ଜିଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲିପଡି ଥିବାରୁ ପାଠ ପଢ଼ା ବ୍ୟାହତ ହୋଇଥିଲା। ଏନେଇ ଅଭିଭାବକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଫଳରେ ଶିକ୍ଷକ ପଦବୀ ପୂରଣ ପାଇଁ ଶିକ୍ଷକ…

ଟଙ୍କା ନେଇ ଲୋକ ସଭାରେ ପ୍ରଶ୍ନ କରୁଛନ୍ତି ଟିଏମସି ନେତା ମହୁଆ! ନିଶିକାନ୍ତ ଦୁବେଙ୍କ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୧୫।୧୦:  ଭାରତୀୟ ଜନତା ପାର୍ଟି (ଭାଜପା) ଏମପି ନିଶିକାନ୍ତ ଦୁବେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ତ୍ରୁଣମୁଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏଥିସହ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟର ଓକିଲ…

ପବନ ଖେଡା, ରାଘବ ଚଢାଙ୍କ ମାମଲାର ଶୁଣାଣି ସୋମବାର

ନୂଆଦିଲ୍ଲୀ,୧୫।୧୦:  ସଂସଦରୁ ନିଲମ୍ବିତ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ଏମପି ରାଘବ ଚାଢା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ରାଜ୍ୟ ସଭାରୁ ତାଙ୍କର ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତାଦେଶ ବିରୋଧରେ ରାଘବ ଚଢାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର…

ବାଂଲାଦେଶ ଜନତାଙ୍କୁ ଉପଦେଶ ଦେଲେ ତସଲିମା

କୋଲକାତା,୧୫।୧୦:  ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱର ଅନେକ ସହରରେ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟପକ୍ଷରେ ଇସ୍ରାଏଲ ସେନା ଗାଜା ଉପରେ ବୋମା ପକାଇବା ଜାରି ରଖିଛନ୍ତି। ଇତିମଧ୍ୟରେ ବାଂଲାଦେଶର ପ୍ରସିଦ୍ଧ ଲେଖିକା ତଥା କବି ତସଲିମା…

ଜବତ ଗଞ୍ଜେଇ, ବ୍ରାଉନସୁଗାର ନଷ୍ଟ କରାଗଲା

ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ(୦୩)): ବ୍ରହ୍ମପୁର ଜିଲା ପୋଲିସ, ଅବକାରୀ ଗୋଇନ୍ଦା ଏବଂ ବ୍ରହ୍ମପୁର ଜିଲା ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଥିବା ୬୩୪୦ କିଲୋ ଗଞ୍ଜେଇ ଏବଂ ୨୬୮ ଗ୍ରାମ୍‌ ବ୍ରାଉନ ସୁଗାର ନଷ୍ଟ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମୃତ, ୮ ଆହତ

ଜୟପୁର,୧୫।୧୦: ରାଜସ୍ଥାନର ଡୁଙ୍ଗରପୁର ଜିଲାର ବିଚିୱାଡା ପୋଲିସ ଷ୍ଟେଶନ ଅଞ୍ଚଳରେ ରବିବାର ଅପରାହ୍ନରେ ଟ୍ରକ ଏବଂ ଜିପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୮ ଜଣ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ ମଦନଲାଲ…

ଏଏପିରେ ଯୋଗଦେଲେ ଅଭିନେତ୍ରୀ ଗୌରୀ

ନୂଆଦିଲ୍ଲୀ,୧୫।୧୦: ବିଗ ବସ ଫେମ୍‌ ତଥା ଅଭିନେତ୍ରୀ ଗୌରୀ ନାଗୌରୀ ଆମ ଆଦମୀ ପାର୍ଟି (ଏଏପି) ରେ ଯୋଗ ଦେଇଛନ୍ତି। ରାଜନୀତିରେ ପ୍ରବେଶ କରିବା ପରେ ଗୌରୀ କହିଛନ୍ତି, ମୁଁ ନାଗୌରକୁ ପରିଚୟ ଦେବାକୁ ଚାହୁଁଛି, ତେଣୁ ମୁଁ ଆମ ଆଦମୀ…

ଚିଠି ହେଲା ଭାଇରାଲ, ଇସ୍ତଫା ଖବରକୁ ଖଣ୍ଡନ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୫।୧୦:  କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମପି ଦିଗବିଜୟ ସିଂଙ୍କ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ଖବର ମିଥ୍ୟା ପ୍ରମାଣିତ ହୋଇଛି। ପ୍ରକୃତରେ ସିଂଙ୍କ ଇସ୍ତଫା ସମ୍ପର୍କିତ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri