Home Left

ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ

ଚାନ୍ଦବାଲି,୧୮ା୨(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନସ୍ଥ ଚରଦିଆ ପଞ୍ଚାୟତ ତ୍ରିନାଥ ଜାର ସାର୍ବଜନୀକ ସରସ୍ବତୀ ପଡ଼ିଆରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଚରଦିଆ ସାର୍ବଜନୀନ ସରସ୍ବତୀ ପଡ଼ିଆରେ ଯାତ୍ରା ହେଉଥିବା ବେଳେ ଶନିବାର ରାତିରେ ଯାତ୍ରା ପଡ଼ିଆରେ ପୂର୍ବ…

ତହସିଲଦାରଙ୍କ ଗୋଡ଼ ଧରିଲେ ସରପଞ୍ଚ, ପଞ୍ଚାୟତରେ ବିକାଶମୂଳକ କାମ ପାଇଁ କଲେ ଅନୁରୋଧ

କେନ୍ଦୁଝର,୧୮।୨: ପଞ୍ଚାୟତରେ ହେଉନି ବିକାଶମୂଳକ କାର୍ଯ୍ୟ, ତହସିଲଦାରଙ୍କ ଗୋଡ଼ ଧରି ନେହୁରା ହେଲେ ସରପଞ୍ଚ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ହାତିଡିହି ତହସିଲରେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି। ସରକାରୀ…

ସୁନାଚେନ୍‌ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୧୮ା୨(କାର୍ତ୍ତିକ ସାହୁ): ପୁରୀଘାଟ ଥାନା ପୋଲିସ ଏକ ସୁନାଚେନ୍‌ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆର ଦୀପକ ପ୍ରଧାନ (୧୯), ଭୋଳା ପ୍ରଧାନ (୨୪)…

୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ: ପ୍ରସବ ଯନ୍ତ୍ରଣା ସହି ନ ପାରି

କନ୍ଧମାଳ,୧୮।୨: କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟରରୁ ଅଧିକ ରାସ୍ତା ଖଟିଆରେ ବୁହା ହୋଇଛି। ମହିଳା ଜଣକ ପ୍ରସବ ବେଦନା ସହ୍ୟ କରି ନ…

ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡ଼ିଗୋବା ଗ୍ରାମରେ ଗୁଳିମାଡ଼ରେ ସ୍ବପ୍ନା ସାହୁ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁଳିମାଡ଼ର ସଠିକ କାରଣ ଜଣାପଡ଼ିନାହିଁ। ଆହତ ମହିଳାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏଠାରେ…

ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ, ଜାଣନ୍ତୁ କେବେଠୁ ଆବେଦନ

ପୁରୀ,୧୮।୨: ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ଦିଆଯାଇଛି। ଏ ନେଇ ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ। ଅନ୍ୟପକ୍ଷେ ଫେବୃଆରୀ ୨୧ ତାରିଖରୁ ଅନ୍‌ଲାଇନ୍‌ରେ ଟେଣ୍ଡର ଆବେଦନ କରାଯିବ। ବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ପାଇଁ…

ଚଢ଼ିଗଲା ଟ୍ରକ୍‌: ମା’ଙ୍କ ଜୀବନ ଗଲା, ବାପ-ଝିଅ ଗୁରୁତର

କଟକ,୧୮ା୨(କାର୍ତ୍ତିକ ସାହୁ): କଟକର ନୂଆବଜାର ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଚଢ଼ିଯିବାରୁ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ବାପ-ଝିଅ ଗୁରୁତର ଅଛନ୍ତି। ଉଭୟ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି। ତେବେ ମୃତାହତ କନ୍ଦରପୁରର କୋରପଦା…

୫୦ ଯାତ୍ରୀଙ୍କୁ ନେଇ ବ୍ରିଜ୍‌ ଉପରେ ଯାଉଥିଲା ବସ୍‌: ଧକ୍କା ଦେଲା ଡମ୍ଫର

ଢେଙ୍କାନାଳ,୧୮।୨: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ବ୍ରିଜ ଉପରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌କୁ ବିପରୀତ ଦିଗରୁ ଆସୁଥିବା ଏକ ଡମ୍ଫର ଧକ୍କା ଦେଇଥିଲା । ଏଥିରେ…

ମଝି ରାସ୍ତାରେ  ଚଳନ୍ତା କାର ଉପରକୁ ଦୁର୍ବୃତ୍ତ ଚଳାଇଲେ ଗୁଳି, ପରେ କାର ଭିତରେ ପଶି… 

ପାଟଣା,୧୮।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥ ଖିରେଇଟାଙ୍ଗିରି ଟୋଲ ଗେଟ୍‌ ନିକଟରେ ରବିବାର ଗୁଳିମାଡ଼ ହୋଇଛି। ସକାଳୁ ଏକ ଚଳନ୍ତା କାର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରି ଟଙ୍କା ଲୁଟିନେଇଛନ୍ତି।…

ନାତିକୁ ଦେଖି କ୍ୟାନସରରେ ପୀଡ଼ିତ ଜେଜେମା ହେଲେ ଭାବୁକ, ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ…

ଆମ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ପର୍କ, ମଣିଷ ସାରା ଜୀବନ କାଟିଥାଏ। ଥରେ ଭାବିଲେ ଆମର ସମ୍ପର୍କ ଯଦି ଆମ ଜୀବନରୁ ଚାଲିଯାଏ, ତେବେ ଜୀବନ କେତେ ଅର୍ଥହୀନ ଦେଖା ନ ଯିବ। ଏହି କାରଣରୁ ଜଣେ ବ୍ୟକ୍ତି…

ସ୍ତ୍ରୀ କାଟିଦେଲେ ସ୍ବାମୀଙ୍କ ବେକ

ଧରାକୋଟ,୧୮।୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସ୍ତ୍ରୀ କାଟିଦେଲେ ସ୍ବାମୀର ବେକ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ। ଆହତ ସ୍ବାମୀ ହେଲେ ରୋହିତ ପାତ୍ର(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର…

ଲୁହା ରେଲିଂରେ ଫସିଗଲା ହଂସର ବେକ, ଏମିତି ଜୀବନ ବଞ୍ଚାଇଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ଭଗବାନ ମନୁଷ୍ୟକୁ ସବୁଠାରୁ ସ୍ବତନ୍ତ୍ର କରି ଗଢ଼ିଛନ୍ତି। ମଣିଷକୁ ହାତ, ଗୋଡ଼ ଏବଂ ତୀକ୍ଷ୍ଣ ବୁଦ୍ଧି ମଧ୍ୟ ଦେଇଛନ୍ତି। ଭଗବାନ ଏଥିପାଇଁ ମଣିଷକୁ ବୁଦ୍ଧି ଦେଇଛନ୍ତି କି, ଯେଉଁମାନେ ମଣିଷ ପରି ଶକ୍ତିଶାଳୀ ନୁହନ୍ତି, ସେମାନଙ୍କୁ ମାନବିକତା ଦେଖାଇ ସାହାଯ୍ୟ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?