Home Left

ଆଜିଠୁ ଆରମ୍ଭ ବିଗ୍‌ବସ୍‌-୧୭

ମୁମ୍ବାଇ: ପ୍ରସିଦ୍ଧ ରିୟାଲିଟି ଶୋ’ ବିଗ୍‌ବସ୍‌ ସିଜନ-୧୭ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗୀମାନେ ନୂତନ ସିଜନରେ ମୋବାଇଲ ବ୍ୟବହାର ପାଇଁ ରିହାତି ପାଇବେ। ଯେଉଁ ମୁହୂର୍ତ୍ତରେ ଲୋକମାନେ ବିଗ୍‌ବସ୍‌ ୧୭ ଆରମ୍ଭ ହେବାକୁ ଅପେକ୍ଷା କରିଥିଲେ, ସେହି ମୁହୂର୍ତ୍ତରେ ପହଞ୍ଚିଛି। ବିଗ୍‌ବସ୍‌…

ବିନା ହେଲମେଟରେ ଗାଡ଼ି ଚଳାଇଲେ ଅଧୀର ରଂଜନ: ପଚାରିବାରୁ କହିଲେ, ପୋଲିସ ଦଣ୍ଡ ଦେଲେ ଅସୁବିଧା ନାହିଁ

ନୂଆଦିଲ୍ଲୀ,୧୫।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ବ୍ରହ୍ମପୁର ନିକଟରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ବିନା ହେଲମେଟରେ ବାଇକ ଚଲାଇବାର ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ ହୋଇଥିବା ଏହି ଭିଡିଓରେ କଂଗ୍ରେସ ନେତାମାନେ କାର୍ଯ୍ୟକର୍ତ୍ତାଙ୍କ…

ପର୍ଯ୍ୟଟନରେ ‘ଅନନ୍ୟ ଦୁର୍ଗ ଖିମସର୍‌’

ରାଜସ୍ଥାନର ନାଗାଉର୍‌ ଜିଲା ଅନ୍ତର୍ଗତ ଖିଓଁସର୍‌ ଗାଁ ନିକଟରେ ରହିଛି ଏହି ଐତିହାସିକ ଦୁର୍ଗ ଖିମସର୍‌; ଯାହାର ଅପରୂପ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଅଦ୍ଭୁତ ବାସ୍ତୁକଳା ଓ ଭବ୍ୟତା ପାଇଁ ଏହା ରାଜସ୍ଥାନର ସବୁଠାରୁ ସୁନ୍ଦର ଦୁର୍ଗର ମାନ୍ୟତା…

ସେଲିବ୍ରିଟି ସିକ୍ରେଟ୍‌: ଏଥର ଜାଣନ୍ତୁ ପ୍ରିୟ ଗାୟିକା ଗୀତା ଦାଶଙ୍କ ଜୀବନର କିଛି ଫର୍ଦ୍ଦ..

‘ଆ ମୋ ପାଖକୁ ଆ ଧନମଣୀ…’, ‘ଆରେ ସପନ ପକ୍ଷୀ..’ ଆଦି ଗୀତ ଗାଇ ସେ କୁନି କୁନି ପିଲାଙ୍କ ଆଖିରେ ନିଦ ଭରି ଦିଅନ୍ତି। ରୋମାଣ୍ଟିକ ଗୀତ ଗାଇ ଯୁବପିଢିଙ୍କୁ ମତୁଆଲା କରି ଦିଅନ୍ତି। ଆଉ ଯେବେ ଭଜନ ଗାଆନ୍ତି…

କଥାର ନାଁ କାଶତଣ୍ଡୀ

ନା ପ୍ରବଳ ବର୍ଷା, ନା ପ୍ରଚଣ୍ଡ ଖରା, ନା ଥାଏ ବି ଛାତିଥରା ଶୀତ। ଏଇମାତ୍ର ଯାଇ ସାରିଥାଏ ବର୍ଷା ଆଉ ତା’ ଯିବା ପରେ ପରେ ଧରାପୃଷ୍ଠକୁ ଆସିିସାରିଥାଏ ଶରତ। ସବୁଜ ରଙ୍ଗର ପାଟଶାଢ଼ି ପିନ୍ଧି ଚିକ୍‌ ଚିକ୍‌ କରୁଥାଏ…

ସୋନାଲିଙ୍କ ସୌନ୍ଦର୍ଯ୍ୟରେ ପାଗଳ ଥିଲେ ଏହି ପାକିସ୍ତାନୀ କ୍ରିକେଟର, ପର୍ସରେ ରଖୁଥିଲେ ଅଭିନେତ୍ରୀଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ର ଦକ୍ଷ ତଥା ସୁନ୍ଦର ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ୯୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ସେ ତାଙ୍କ ସମୟରେ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଅଜୟଙ୍କ ସହ ତାଙ୍କର କେମିଷ୍ଟ୍ରି ବହୁତ ପସନ୍ଦ ଆସିଥିଲା। ଜଣେ…

ସ୍ବପ୍ନରେ ଭଗବାନ ଦେଖିଲେ ମିଳିଥାଏ ଈଶ୍ୱରୀୟ ସଙ୍କେତ, ଜାଣନ୍ତୁ…

ଯାହା ଆମେ ଚିନ୍ତା କରୁ କିମ୍ବା ମନ ଭିତରେ ଯେଉଁ କଥାକୁ ନେଇ ସବୁବେଳେ ଭାବୁଥାଉ, ତାହା ହିଁ ସ୍ବପ୍ନ ମାଧ୍ୟମରେ ଆମେ ଦେଖିଥାଉ ବୋଲି ଅନେକଙ୍କ ବିଶ୍ୱାସ ରହିଛି। କିନ୍ତୁ ଏହା କେତେ ଦୂର ସତ ତାହା କହିବା ସମସ୍ତଙ୍କ…

ଦୁଇଦିନ ହେଲା ନିଖୋଜ ଥିଲେ ଯୁବକ, ଆଜି ମିଳିଲା ମୃତଦେହ

ଚାନ୍ଦବାଲି,୧୫ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଞ୍ଚଳର ଜଣେ ଯୁବକ ଦୁଇଦିନ ହେଲା ନିଖୋଜ ଥିବା ବୋଳେ ରବିବାର ମୃତଦେହ ସାଳନ୍ଦୀ ଶାଖା ନଟିଆ ଜୋରରୁ ଜବତ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ଚନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର…

ପ୍ରଭାସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌ ନେଇ ଚର୍ଚ୍ଚା…

ମୁମ୍ବାଇ,୧୫।୧୦ : (୦୧) ଦକ୍ଷିଣ ମେଗା ଷ୍ଟାର ପ୍ରଭାସ ସମସ୍ୟାରେ ପଡ଼ିଛନ୍ତି। ଏକ ବଡ ଖବର ସାମ୍ନାକୁ ଆସିଛି । ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଛି। ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଅଭିନେତା ତାଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ କରିଛନ୍ତି…

ସ୍ନାନ ପରେ କରନ୍ତୁ ଏସବୁ କାମ, ଘରେ ସୁଖଶାନ୍ତି ସହ ଧନ ବଢ଼ିବ…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ସକାଳେ ସ୍ନାନ କରି ସାରିବା ପରେ ଏମିତି କିଛି ବିଶେଷ କାମ ରହିଛି; ଯାହାକୁ କରିବା ଦ୍ୱାରା ଘରେ ସୁଖଶାନ୍ତି ବଢ଼ିବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ। ଯେମିତିକି: * ପ୍ରତିଦିନ ସ୍ନାନ କରି ସାରିବା ପରେ…

କମ୍‌ ଦରମାକୁ ଋଣ ବଢ଼ୁଛି କି? ଶୁକ୍ରବାର ଦିନ କରନ୍ତୁ ଏହି ୫ କାମ; ଆପଣା ଛାଏଁ ଦୂର ହେବ ସମସ୍ୟା…

ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ତାଙ୍କୁ ପୂଜା କରିବା ଦ୍ୱାରା ଆର୍ଥିକସ୍ତରରେ ସମସ୍ତ ଅସୁବିଧା ଦୂର ହୋଇଥାଏ। ଏହାଛଡ଼ା କୁବେର ଏବଂ ଶୁକ୍ର ଗ୍ରହରୁ ମଧ୍ୟ ଲାଭ ମିଳିଥାଏ। କୁହାଯାଏ ଶୁକ୍ରବାର ବିଶେଷ ଉପାୟ କରିବା ଦ୍ୱାରା ସହଜରେ ଧନ…

ତିହିଡି  ଛକରୁ ମିଳିଲା ଯୁବକଙ୍କ ମୃତଦେହ

ଭଦ୍ରକ,୧୫।୧୦(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଆରଡ଼ି ଛକ ନିକଟରୁ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ତିହିଡି ଗ୍ରାମର ଦୀପକ ଓଝା (୩୦)। ଘଟଣାସ୍ଥଳରୁ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri