Home Left

ମାମୁଙ୍କୁ ଟକ୍କର ଦେବେ କଂଗ୍ରେସର ‘ହନୁମାନ’!

ଭୋପାଳ,୧୫।୧୦:  କଂଗ୍ରେସ ରବିବାର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ସେ ତାଙ୍କ ଗଡ଼ ଛିନ୍ଦୱାଡାରୁ ନିର୍ବାଚନ ଲଢିବେ। ଏହା…

ସ୍ବତନ୍ତ୍ର ଉପଲବ୍ଧି ହାସଲ କଲେ ହିଟ୍‌ମ୍ୟାନ୍‌

ଅହମ୍ମଦାବାଦ,୧୫।୧୦: ଦିନିକିଆ କ୍ରିକେଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୩୦୦ ଛକା ପୂରଣ କରିଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚରେ ହିଟମ୍ୟାନ ଏହି ବିଶେଷ ସଫଳତା ହାସଲ କରିଛନ୍ତି। ଦିନିକିଆ କ୍ରିକେଟରେ ୩୦୦ ରୁ…

ଇସ୍ତଫା ଦେଲେ ଦିଗବିଜୟ

ନୂଆଦିଲ୍ଲୀ,୧୫।୧୦: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମପି ଦିଗବିଜୟ ସିଂ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଏହାର ସୂଚନା ସେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ଥରିଲା ରାଜଧାନୀ

ନୂଆଦିଲ୍ଲୀ,୧୫।୧୦: ରାଜଧାନୀ ଦିଲ୍ଲୀରେ ରବିବାର ଅପରାହ୍ନ ୪.୮ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦ ଥିଲା। କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇ…

ବିଆରଏସଙ୍କ ମନିଫେଷ୍ଟୋରେ ଉପହାର ବର୍ଷା, ୨ ବିଏଚକେ ଘର, ୪୦୦ ଟଙ୍କାରେ ସିଲିଣ୍ଡର, ୫ ଲକ୍ଷର ବୀମା

ହାଇଦ୍ରାବାଦ,୧୫।୧୦:  ତେଲଙ୍ଗାନାରେ ଘୋଷଣା ହୋଇ ସାରିଛି ବିଧାନସଭା ନିର୍ବାଚନ ତାରିଖ। ଏହି ତାରିଖ ଘୋଷଣା ହେବା ପରେ ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରବିବାର ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ବିଆରଏସ ମନିଫେଷ୍ଟୋରେ ଜନସାଧାରଣଙ୍କୁ ଅନେକ ଜନପ୍ରିୟ…

କିଲର ଲୁକ୍‌ରେ ଦୀପିକା

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଖୁବ୍‌ଶୀଘ୍ର ତାଙ୍କର ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ଆଣୁଛନ୍ତି। କିଛି ସମୟ ପୂର୍ବରୁ ସେ ଏହା ଘୋଷଣା କରିବା ସହ ଶୁଟିଂସେଟ୍‌ରୁ ପୂଜା କରିବା ସମୟରେ ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେବେଠାରୁ ପ୍ରଶଂସକମାନେ ଉତ୍ସାହର…

ସହଜରେ କେମିତି ମାରିପାରୁଛ ଲମ୍ବା ଲମ୍ବା ଛକା,ଅମ୍ପାୟର୍‌ଙ୍କ ପ୍ରଶ୍ନରେ ଏମିତି ଜବାବ ଦେଲେ ହିଟ୍‌ମ୍ୟାନ୍‌

ଅହମ୍ମଦାବାଦ୍‌,୧୫।୧୦: ଭାରତୀୟ ଦଳ ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରିଛି। ଭାରତୀୟ ବୋଲରମାନେ ୧୯୧ ରନରେ ପାକିସ୍ତାନକୁ ଅଲଆଉଟ କରିଛନ୍ତି। ଏହା ପରେ ଟିମ ଇଣ୍ଡିଆ ୩୦.୩ ଓଭରରେ ୩ ଉଇକେଟ ପାଇଁ ୧୯୨ ରନ ସ୍କୋର କରି ମ୍ୟାଚ ଜିତିଥିଲା।…

ମାଆ ହେବେ ସୁଗନ୍ଧା

ମୁମ୍ବାଇ:  ସିଙ୍ଗର ତଥା କମେଡିଆନ ସୁଗନ୍ଧା ମିଶ୍ର ରବିବାର ତାଙ୍କ ଫ୍ୟାନ୍ସଙ୍କ ସହ ଏକ ଗୁଡ ନ୍ୟୁଜ ଶେୟାର କରିଛନ୍ତି। ଅସଲ କଥା ହେଲା ଏହି ଅଭିନେତ୍ରୀ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଆଜିକାଲି ସେ ତାଙ୍କ ପ୍ରେଗ୍ନେସିକୁ…

ଟୁ ଇନ୍‌ ଓ୍ବାନ ବ୍ୟାକ୍‌ପ୍ୟାକ୍‌

ସ୍କୁଲ, କଲେଜ ହେଉ ଅବା ଅଫିସ୍‌ କିମ୍ବା ଆଉଟିଂ। ଯେଉଁଆଡେ ଗଲେ ବି ବ୍ୟାକ୍‌ପ୍ୟାକ୍‌ର ଆବଶ୍ୟକତା ପଡ଼େ। ଏଥିରେ ଅନେକ ଜରୁରୀ ଜିନିଷ ଆରାମରେ ରହିପାରେ। ଆଉ ଏହାକୁ ପିଠିପଟେ କ୍ୟାରି କଲେ ବିଶେଷ କଷ୍ଟ ବି ହୁଏନା। ତେଣୁ ଏହାର…

ଲମ୍ବା କେଶ ଦେଖି ଭାବିବେନି ଝିଅ

ସୁନ୍ଦର ଲମ୍ବା କେଶ ପାଇବା ସବୁ ଝିଅଙ୍କର ଇଛା ଥାଏ। ତେଣୁ ସେମାନେ କେଶର ବହୁତ ଯତ୍ନ ନିଅନ୍ତି। ତଥାପି ଅନେକ ସମୟରେ ସୁନ୍ଦର, ଘନ ଲମ୍ବା କେଶ ମିଳିବା ସମ୍ଭବ ହୋଇ ନ ଥାଏ। ଏମିତିରେ ଉତ୍ତର ପ୍ରଦେଶର ୧୫…

ହଜିଗଲା ଉର୍ବଶୀଙ୍କ ୨୪ କ୍ୟାରେଟ୍‌ ସୁନା ଆଇଫୋନ୍‌

ଅହମ୍ମଦାବାଦ,୧୫।୧୦: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବଲିଉଡର ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରଉତେଲା ପହଞ୍ଚିଥିଲେ। ଏହି ସମୟରେ ଅଭିନେତ୍ରୀଙ୍କ ଆଇଫୋନ୍‌ ହଜିଯାଇଥିଲା। ଏହା ସୂଚନା ସେ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି। ସେ ଅହମ୍ମଦାବାଦ ପୋଲିସକୁ ଟ୍ୟାଗ…

ସର୍ବଜାଣଙ୍କ ବଖାଣ

ଦୁନିଆରେ ଏକ ସ୍ବତନ୍ତ୍ର ପ୍ରକାରର ମାନବ ଜାତି ହେଲେ ସର୍ବଜାଣ। ଅନ୍ୟକୁ ଉପରେ ପଡ଼ି ଅନାବଶ୍ୟକ ଭାବେ ନିଜର ରାୟ ଅର୍ଥାତ୍‌ ଉପଦେଶ ଦେବାରେ ଏମାନେ କେବେ ହେଳା କରନ୍ତି ନାହିଁ। ଏମାନେ ପ୍ରାୟତଃ ସବୁ ଦେଶରେ ଦେଖିବାକୁ ମିଳନ୍ତି। କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri