ହାଡ଼ ଖାଉଛି ଜିରାଫ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭିଡିଓ ଶେୟାର ହେଉଛି। ଯେଉଁଥିରେ ପ୍ରାଣୀମାନଙ୍କ ଅନେକ ଭିଡିଓ ରହିଛି। ଶାକାହାରୀ ପ୍ରାଣୀ ଅନେକ ସମୟରେ ସାପ ଖାଉଥିବା ନଜର ଆସିଛି। ପୂବରୁ ଆଇଏଫଏସ୍ ସୁଶାନ୍ତ ନନ୍ଦା ଏକ ଭିଡିଓ…
କେବେ ଭାବିଛନ୍ତି ଉଡ଼ନ୍ତା ବିମାନରୁ ଇନ୍ଧନ ଶେଷ ହୋଇଗଲେ କ’ଣ ହୁଏ ପରିସ୍ଥିତି, ଜାଣନ୍ତୁ ଏ ସମ୍ପର୍କରେ…
ଓଟାଓ୍ବା,୧୬ା୧୦(୦୫): କୁହାଯାଏ, ଭଲ ଜିନିଷ ସହିତ କିଛି ଖରାପ ମଧ୍ୟ ରହିଥାଏ। ଯଦି ସୁବିଧା ଉପଲବ୍ଧ ଅଛି, ତେବେ ଏହା ସହିତ ବିପଦ ମଧ୍ୟ ଅଛି। ଟେକ୍ନୋଲୋଜି ଆମର ଲାଭ ପାଇଁ ସୃଷ୍ଟି ହୋଇଛି କିନ୍ତୁ ଭୁଲ୍ କରିବାର ସମ୍ଭାବନା ସବୁଠାରେ…
ପ୍ରତ୍ୟେକ ମ୍ୟାଚ୍କୁ ଫାଇନାଲ ଭଳି ଖେଳିବାକୁ ପଡ଼ିବ: ଅଷ୍ଟ୍ରେଲିଆ ଅଧିନାୟକ
ଲକ୍ଷ୍ନୌ,୧୫।୧୦: (୦୩) ପ୍ରଥମ ଦୁଇ ମ୍ୟାଚ୍ ପରାଜିତ ହେବା ପରେ ସମସ୍ତ ମ୍ୟାଚ୍ ଆମ ପାଇଁ ଫାଇନାଲ ସଦୃଶ ରହିଛି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କୁମିନ୍ସ। ଏହି ପରିସ୍ଥିତିରୁ ଦଳ ଆଉ ଗୋଟିଏ ବି ପରାଜୟ ଚାହିଁବ ନାହିଁ।…
ଗାଜାରେ ମେଡିକାଲ ସପ୍ଲାଇ ବନ୍ଦ ହେଲେ ଯିବ ହଜାର ହଜାର ରୋଗୀଙ୍କ ଜୀବନ
ଜେରୁଜେଲମ,୧୫।୧୦: ଗାଜାର ଡାକ୍ତରମାନେ ରବିବାର ଚେତାବନୀ ଦେଇଛନ୍ତି ଯେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ପୂର୍ବରୁ ଆହତ ବ୍ୟକ୍ତିଙ୍କ ସହ ଭର୍ତ୍ତି ହୋଇଥିବା ଡାକ୍ତରଖାନାଗୁଡ଼ିକ ଇନ୍ଧନ ଏବଂ ଚିକିତ୍ସା ସାମଗ୍ରୀର ଅଭାବର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ହଜାର ହଜାର ରୋଗୀ ପ୍ରାଣ…
ଦୁର୍ଘଟଣାରେ ଚାଲିଗଲା ୨୦ ଜୀବନ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ
ମୁମ୍ବାଇ/ତିରୁଭନ୍ନାମଲାଇ,୧୫ା୧୦: (୦୩) ରବିବାର ମହାରାଷ୍ଟ୍ର ଓ ତାମିଲନାଡୁରେ ଘଟିଥିବା ୨ଟି ପୃଥକ୍ ସଡ଼କ ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲାରେ ସମୃଦ୍ଧି ଏକ୍ସପ୍ରେସ୍ଓ୍ବେରେ ଏକ ଟ୍ରକ୍କୁ ମିନିବସ୍ ଧକ୍କା ଦେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା…
‘ଅଗ୍ନିବୀର’ଙ୍କୁ ମିଳିଲାନି ଗାର୍ଡ ଅଫ ଅନର,କେନ୍ଦ୍ରକୁ ଟାର୍ଗେଟ କଲେ ରାଘବ ଚଢା
ନୂଆଦିଲ୍ଲୀ,୧୫।୧୦: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି(ଏଏପି) ଏମପି ରାଘବ ଚଢା। ତେବେ ଜଣେ ଅଗ୍ନିବୀର ଜବାନଙ୍କ ଶେଷକୃତ୍ୟ ସମୟରେ ତାଙ୍କୁ ଗାର୍ଡ ଅଫ ଅନର ନ ମିଳିବାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ,…
ପ୍ରତିଦିନ ମା’ଙ୍କଠାରେ ଲାଗି ହେବ ଅନ୍ନଭୋଗ
କୋକସରା,୧୫।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): (୦୩) ଧରାପୃଷ୍ଠକୁ ଆସିଛନ୍ତି ମା’ଦୁର୍ଗା। ମା’ଙ୍କ ଆଗମନରେ ସହରଠୁ ଗାଁ ଚଳଚଞ୍ଚଳ ହୋଇପଡିଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ଓଲମା ଗ୍ରାମରେ ଚଳିତ ବର୍ଷ ନବଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ହେଉଥିବା ବେଳେ ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଛି।…
ପାଲେଷ୍ଟାଇନ୍କୁ ସମର୍ଥନ କଲେ ଶରଦ ପାଓ୍ବାର
ମୁମ୍ବାଇ,୧୫।୧୦(୦୭): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ନିଜ ପ୍ରତିକ୍ରିୟା ଦେଇଛନ୍ତି। ମୁମ୍ବାଇର ଆଞ୍ଚଳିକ କାର୍ଯ୍ୟାଳୟରେ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସେ ପାଲେଷ୍ଟାଇନ ପ୍ରତି ନିଜର ସମର୍ଥନ…
ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ, ଜିନ୍ନା ନୁହେଁ ହିନ୍ଦୁ ମହାସଭା ଯୋଗୁ ହୋଇଥିଲା ଭାରତ-ପାକିସ୍ତାନ ବିଭାଜନ
ନୂଆଦିଲ୍ଲୀ,୧୫।୧୦: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଅନେକ ସମୟରେ ନିଜର ବୟାନବାଜିକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ପୁଣିଥରେ ଏସପି ନେତା ମୌର୍ଯ୍ୟ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତର ପ୍ରଦେଶର ବାନ୍ଦାରେ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିବା ସ୍ବାମୀ…
ନବରାତ୍ର ପୂଜା ଆରମ୍ଭ
ବାଲିଗୁଡ଼ା,୧୫।୧୦(ସଞ୍ଜୟ ପାଣିଗ୍ରାହୀ): (୦୩) କନ୍ଧମାଳ ଜିଲା ବାଲିଗୁଡ଼ା ମା’ ପାଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ରବିବାର ସୂର୍ଯ୍ୟପୂଜା ସାଙ୍ଗକୁ ମା’ ଶୈଳପୁତ୍ରୀଙ୍କ ପୂଜା ହୋଇଥିଲା। ପରେ ମୃଣ୍ମୟୀ ଦେବୀଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିଲା। ମା’ଙ୍କ ଦର୍ଶନ ପାଇଁ…
ପାଲେଷ୍ଟାଇନକୁ ସମର୍ଥନ କଲେ ଶରଦ ପାଓ୍ବାର
ମୁମ୍ବାଇ,୧୫।୧୦: ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର ରବିବାର ମୁମ୍ବାଇ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ପଦାଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ସେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହି ବୈଠକରେ…
ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ଟ୍ରକ: ଡ୍ରାଇଭର ଫେରାର
ବାଲିଗୁଡ଼ା,୧୫।୧୦(ସଞ୍ଜୟ ପାଣିଗ୍ରାହୀ): (୦୩) କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମୋହନିରି ଘାଟିରେ ଏକ ଟ୍ରକ ଦ୍ରୁତ ଗତିରେ ଯାଉଥିଲା।…
Archives


