ପୁଣି ଓଡ଼ିଆ ଗୀତ ପ୍ରେମରେ ପଡ଼ିଲେ କିଲି ପଲ୍‌

ତାଞ୍ଜାନିଆର ସୋସିଆଲ ମିଡିଆ ସେନ୍ସେସନ ତଥା ୟୁଟ୍ୟୁବର କିଲି ପଲ୍‌ ପୁଣି ଥରେ
ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଓଲିଉଡ୍‌ ପ୍ରେମର ପ୍ରମାଣ ଦେଇଛନ୍ତି। ୟୁଜର୍ସମାନେ ତାଙ୍କର ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି। କିଲି ପଲ୍‌ ଓଡ଼ିଆ ଗୀତ ‘ଚାଲୁନି ଆଜି ମୁଁ ଚାଲେ ବାଟ, ଦୁନିଆ ଲାଗୁଛି ମୋତେ ଛୋଟ’ ଗୀତରେ ଲିପ୍ସିଂ କରୁଛନ୍ତି।

 

View this post on Instagram

 

A post shared by Kili Paul (@kili_paul)

ଯେଉଁଥିରେ ଲୋକମାନେ ରିଲ କରୁଛନ୍ତି। ଏବେ କିଲି ଏହି ଗୀତରେ ଲିପ୍ସିଂ ଦେବା ସହ ଗୋଟିଏ ସ୍ଥାନରେ ବସି ଅଭିନୟ କରିଛନ୍ତି। ତାଙ୍କର ଏହି ଲିପ୍ସିଂ ଷ୍ଟାଇଲ୍‌କୁ ବେଶ୍‌ ପସନ୍ଦ କରାଯାଇଛି। ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ୬୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

ଯଦିଓ କିଲି ଭାରତୀୟ ନୁହନ୍ତି, ତଥାପି ସେ ସବୁ ଭାଷାରେ ଗୀତ ଗାଇବା ସହ ଡ୍ୟାନ୍ସ ଏବଂ ଲିପ୍ସିଂ କରନ୍ତି। ସେ ହିନ୍ଦୀ, ବେଙ୍ଗଲୀ, ପଞ୍ଜାବୀ, ଛତିଶଗଡ଼, ମାଲାୟାଲାମ, ତାମିଲ, କନ୍ନଡ ଗୀତରେ ମଧ୍ୟ ଛୋଟ ଭିଡିଓ ଏବଂ ରିଲ୍‌ ତିଆରି କରୁଥିବା ଦେଖିବାକୁ ମିଳିଥାଏ।

କିଲିଙ୍କ ୟୁଟ୍ୟୁବଠାରୁ ଆରମ୍ଭ କରି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପର୍ଯ୍ୟନ୍ତ ସବୁଠି ଜଲ୍‌ଓ୍ବା ଦେଖାଉଛନ୍ତି। ୟୁଜରମାନେ ମଧ୍ୟ ତାଙ୍କ ଗୀତ ଚୟନ ଏବଂ ଡ୍ୟାନ୍ସ ଷ୍ଟାଇଲ୍‌କୁ ଖୁବ ପସନ୍ଦ କରନ୍ତି। ସେ ସବୁବେଳେ ତାଙ୍କର ପାରମ୍ପରିକ ପୋଷାକରେ ଡ୍ୟାନ୍ସ କରି ଲୋକଙ୍କ ହୃଦୟ ଜିଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭର୍ତ୍ତି ହେଲେ ଶକିରା

ବୋଗୋଟା: କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ତଥା ସଙ୍ଗ୍‌ ରାଇଟର ଶକିରା (୪୮) ରବିବାର ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫଳରେ ପେରୁର...

କାର୍ତ୍ତିକଙ୍କ ବିପକ୍ଷରେ ଶ୍ରୀଲୀଲା

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲୈୟା ୩’ ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ଏବେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା...

Anubhav Mohanty ବହିରେ ସବୁକଥା ଲେଖିଦେଲେ ଜାଗୃତି, ସମ୍ପର୍କରେ ଆସିଲା ନୂଆ ଟ୍ବିଷ୍ଟ!

ଭୁବନେଶ୍ୱର,୧୫।୨: ପ୍ରକାଶ ପାଇଛି ଓଡିଶାର ଲୋକପ୍ରିୟ ସୁପରଷ୍ଟାର ତଥା ରାଜନେତା Anubhav Mohanty ବାୟୋଗ୍ରାଫି। ତେବେ ଏହି ବାୟୋଗ୍ରାଫିର ରଚନା କରିଛନ୍ତି Jagrati Shukla।  ଏହାର...

Amitabh Bachchan ୬୩ ବର୍ଷରେ ରେଡ୍‌ ଲାଇଟ୍‌ ଏରିଆ ଯାଇଥିଲେ ବିଗ୍‌ ବି! କ୍ଲବରେ…ବଡ଼ ଖୁଲାସା

ମୁମ୍ବାଇ: ଫିଲ୍ମ ର୍ନିମାତା ଅପୂର୍ବ ଲାଖିଆ Amitabh Bachchan ଙ୍କ ସହ ଜଡିତ ଏକ ତାଜୁବ କରିଦେବା ଭଳି କାହାଣୀ ଶେୟାର କରିଛନ୍ତି। ଅପୂର୍ବା ୨୦୦୫ରେ...

ଭାଲେଣ୍ଟାଇନ୍ସ ଡେ’ରେ ଜ୍ୟାକ୍‌ଲିନ୍‌ଙ୍କୁ ଦାମୀ ଉପହାର ଦେଲେ ସୁକେଶ: ଲେଖିଲେ ଭାବପ୍ରବଣ ଚିଠି

ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପାଇଁ ନିଜ ପ୍ରେମ ପ୍ରକାଶ କରିଥିଲେ। ସୁକେଶ ଏବେ ମଣ୍ଡୋଲି...

ନିଜ ବିବାହରେ ପିତାଙ୍କୁ ନିମନ୍ତ୍ରଣ କଲେନି ଏହି ଅଭିନେତା

ଅଭିନେତା ପ୍ରତୀକ ବବର ଏବଂ ପ୍ରିୟା ବାନାର୍ଜୀ ଭାଲେଣ୍ଟାଇନ୍ସ ଡେ’ରେ ବିବାହ ବନ୍ଧନlରେ ଆବଦ୍ଧ ହୋଇଛନ୍ତି। ପ୍ରତୀକଙ୍କ ସ୍ବର୍ଗତ ମାଆ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ସ୍ମିତା...

ଓଡ଼ିଆ ସିନେ ପରଦାରେ ଢେଙ୍କାନାଳ ମାଟିର ମହକ

ଢେଙ୍କାନାଳ କଳା ସଂସ୍କୃତିର ଜିଲା ଭାବେ କେବଳ ରାଜ୍ୟ କାହିଁକି ଜାତୀୟସ୍ତରରେ ମଧ୍ୟ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ଢେଙ୍କାନାଳର ପ୍ରତିଭାବାନ କଳାକାରମାନେ କେବଳ ଶାସ୍ତ୍ରୀୟ...

ଅର୍ଜୁନ-ମଲାଇକାଙ୍କ ପ୍ୟାଚ୍‌ଅପ୍‌

ମୁମ୍ବାଇ: କେତେବେଳେ ବ୍ରେକ୍‌ଅପ୍‌ ତ କେତେବେଳେ ପ୍ୟାଚ୍‌ଅପ୍‌। ଖବରର ଶିରୋନାମାରେ ରହିବାକୁ ପସନ୍ଦ କରନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri