ପୁଣି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚା, ସ୍ପଷ୍ଟ କରୁନି ଶିକ୍ଷା ବିଭାଗ

କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ସୋମବାର ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁଝର ଜିଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହେଉଛି। ଏହି ପ୍ରଶ୍ନପତ୍ରର ସଠିକତା ପରୀକ୍ଷା ପରେ ଏବଂ ଯାଞ୍ଚ ପରେ ଜଣାପଡ଼ିବ। ମୋବାଇଲରୁ ମୋବାଇଲକୁ ଘୂରି ବୁଲିଛି ପ୍ରଶ୍ନପତ୍ର ଓ ଉତ୍ତର ସିଟ୍‌। ପୂର୍ବରୁ ମଧ୍ୟ ଏଭଳି ପ୍ରଶ୍ନପତ୍ର ବିଭ୍ରାଟ ନେଇ ଅଭିଯୋଗ ହୋଇଥିଲା ଏବଂ ଏହାକୁ ବୋର୍ଡ ପକ୍ଷରୁ ଅସ୍ବୀକାର କରାଯାଇଥିଲା। ତେବେ ଏ ନେଇ ବୋର୍ଡ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ହେଁ ପୁଣି ଭାଇରାଲ ଅଭିଯୋଗ ବୋର୍ଡ ପାଇଁ ଚିନ୍ତାର ବିଷୟ ହୋଇଛ। କଡ଼ା ନିୟମ ସତ୍ତ୍ୱେ ପ୍ରଶ୍ନପତ୍ର କିଭଳି ଓ କେଉଁଠୁ ପ୍ରଶ୍ନପତ୍ର ଭାଇରାଲ ହେଉଛି ତାହା ସଠିକ୍‌ ଜଣାପଡ଼ିନାହିଁ । ତେବେ ପରୀକ୍ଷା ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ବୋର୍ଡ ପାଖରେ କୌଣସି ଖବର ନାହିଁ। ଏନେଇ କେହି ବୋର୍ଡ ପାଖରେ ଅଭିଯୋଗ ମଧ୍ୟ କରିନାହାନ୍ତି ବୋଲି ବୋର୍ଡ ପକ୍ଷରୁ କୁହାଯାଉଥିଲେ ହେଁ ଯାଞ୍ଚ ହେଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମତ ପ୍ରକାଶ ପାଉଛି। ଏନେଇ କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀ ମଧ୍ୟ ସୂଚନା ଦେଇ ନ ଥିବାରୁ ଅଭିଭାବକଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ୫୯ନଂ ଜାତୀୟ ରାଜପଥ: ପେଭରବ୍ଲକକୁ ଖୋଳି ବିଛାଯାଉଛି ଓଏଫସି କେବୁଲ

ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଛି। ଉକ୍ତ ରାସ୍ତାର...

ପାକିସ୍ତାନୀଙ୍କୁ ନେଇ ଭାରତ ଆସିଲା ଇରାକ ଜାହାଜ, କଡ଼ା ଆକ୍ସନ ନେଲା ଭାରତ

ନୂଆଦିଲ୍ଲୀ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି, କିନ୍ତୁ ତଥାପି ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ସେମାନଙ୍କ ପକ୍ଷରୁ ଆତଙ୍କବାଦୀମାନଙ୍କୁ...

ଗୋଟିଏ ଲେମ୍ବୁ ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା, ବୁଲିଲା ଖଣ୍ଡା

ଉଦୟପୁର,୧୬।୫: ରାଜସ୍ଥାନ ଉଦୟପୁରର ଧାନମଣ୍ଡି ଥାନା ଅଞ୍ଚଳରେ ଏକ ସାମାନ୍ୟ ଝଗଡ଼ା ହିଂସାର ରୂପ ନେଇଛି। ଉଦୟପୁରରେ ଏକ ଲେମ୍ବୁକୁ ନେଇ ବିବାଦ ଆରମ୍ଭ ହୋଇଥିଲା।...

ପୁରୀରେ ଚାଞ୍ଚଲ୍ୟ: ପଇଡ଼ ତୋଳାକୁ ନେଇ ଘରେ ପଶି ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପୁରୀ, ୧୬।୫( ଅଜିତ୍‌ କୁମାର ମହାନ୍ତି): ପୁରୀ ସହରରେ ଗୁରୁବାର ବିଳମ୍ବିତ ହତ୍ୟାକାଣ୍ଡ ଘଟିଛି। କାହାକୁ ନେଇ ପୁରୀରେ ଏକ ଆଲୋଡ଼ିନ ସୃଷ୍ଟି କରିଛି ।...

ପଦାରେ ପଡ଼ିଲା ଟ୍ରମ୍ପଙ୍କ ଦୋମୁହାଁ ନୀତି: ପାକିସ୍ତାନ ବନ୍ଧୁ ତୁର୍କୀକୁ ଯୋଗାଇବେ ବିପଜ୍ଜନକ ମିଶାଇଲ୍‌

ଓ୍ବାଶିଂଟନ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା। ତୁର୍କୀ ଶହ ଶହ ଡ୍ରୋନ ଏବଂ...

ବିରାଟଙ୍କ ସନ୍ୟାସକୁ ନେଇ କାହିଁକି ଏମିତି କହିଲେ ରବି ଶାସ୍ତ୍ରୀ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୬।୫: ପୂର୍ବତନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି ଯେ ବିରାଟ କୋହଲି ତାଙ୍କ ଟେଷ୍ଟ ଅବସର ପୂର୍ବରୁ ତାଙ୍କ ସହ...

ସଂସଦରେ ମିଛ କହୁଥିଲେ ପାକିସ୍ତାନ ମନ୍ତ୍ରୀ, ପୋଲ ଖୋଲିଦେଲା ନିଜ ଦେଶର ମିଡିଆ

ଇସଲାମାବାଦ,୧୬।୫: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ପାକିସ୍ତାନୀ ସିନେଟରେ ଏକ ବିଦେଶୀ ଖବରକାଗଜର ଏକ ନକଲି ଚିତ୍ର ଦେଖାଇ ଦାବି କରିଥିଲେ...

ବାଇକ୍‌ ଦୁର୍ଘଟଣା: କକା, ପୁତୁରାଙ୍କ ଚାଲିଗଲା ଜୀବନ

ନୂଆପଡ଼ା,୧୬ା୫ (ମକାରୁ ବେମାଲ)::ନୂଆପଡ଼ା ସଦର ବ୍ଲକ କୋଟେନଚୂଆଁ ପଞ୍ଚାୟତ ତିଲେଇଝର ଗାଁ ପାଖରେ ଏକ ବାଇକ୍‌ ଦୁର୍ଘଟଣା ଘଟି କାକା ଓ ପୁତୁରାଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri