Home Left

ପାଲେଷ୍ଟାଇନ୍‌କୁ ସହାୟତାର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ,୨୨ା୧୦: ଯୁଦ୍ଧ କ୍ଷତିଗ୍ରସ୍ତ ପାଲେଷ୍ଟାଇନ୍‌କୁ ସହାୟତାର ହାତ ବଢାଇଛି ଭାରତ। ଭାରତ ରବିବାର ୬.୫ ଟନ୍‌ ଡାକ୍ତରୀ ସହାୟତା ଏବଂ ୩୨ ଟନ୍‌ ରିଲିଫ୍‌ ସାମଗ୍ରୀ ପାଲେଷ୍ଟାଇନ୍‌ ପଠାଇଛି। ବାୟୁସେନାର ସି-୧୭ ପରିବହନ ବିମାନରେ ଏହିସବୁ ସହାୟତା ପଠାଯାଇଛି। ବିମାନ ଇଜିପ୍ଟର…

୯୦୦୦ ଶିକ୍ଷକଙ୍କର କଟିବ ଦରମା

ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ସରକାରୀ ବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତା ଯାଞ୍ଚ କରିବା ପାଇଁ କରାଯାଇଥିବା ଏକ ସ୍ବତନ୍ତ୍ର ଯାଞ୍ଚ ଅଭିଯାନରେ ୯୦୦୦ ଶିକ୍ଷକ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ସେମାନଙ୍କଠାରୁ…

ସେନାଙ୍କ ସହ ଦଶହରା ପାଳିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଅରୁଣାଚଳ ପ୍ରଦେଶର ତୱାଙ୍ଗର ଏକ ଫରୱାର୍ଡ ବେସରେ ସେନା କର୍ମଚାରୀଙ୍କ ସହ ଦଶହରା ପାଳନ କରିବେ। ସୁରକ୍ଷା ପ୍ରତିଷ୍ଠାନର ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ…

ଇତିହାସ ରଚିଲେ ଶାମି, ଏମିତି କରିବାରେ ହେଲେ ପ୍ରଥମ ଭାରତୀୟ

ଧର୍ମଶାଳା,୨୨।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ୨୦୨୩ ମ୍ୟାଚରେ ମହମ୍ମଦ ଶାମି ୫ ୱିକେଟ ନେଇଥିଲେ। ଏହି ସମୟ ମଧ୍ୟରେ ସେ ଏକଦିବସୀୟ ବିଶ୍ୱକପର ଦ୍ୱିତୀୟ ହ୍ୟାଟ୍ରିକ ମଧ୍ୟ ହରାଇଥିଲେ। କିନ୍ତୁ ସେ ୫୦ ଓଭର ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ପାଇଁ ୫…

ସିଆଚେନ୍‌ରେ ଅଗ୍ନିବୀରଙ୍କ ମୃତ୍ୟୁ: ଶୋକବ୍ୟକ୍ତ କଲେ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୨ା୧୦: କର୍ତ୍ତବ୍ୟରେ ଥିବା ଜଣେ ଅଗ୍ନିବୀରଙ୍କ ସିଆଚେନ୍‌ରେ ମୃତ୍ୟୁ ଘଟିଥିବା ସେନାର ଲେହ ମୁଖ୍ୟାଳୟ ପକ୍ଷରୁ ରବିବାର କୁହାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଗଓ୍ବାତେ ଅକ୍ଷୟ ଲକ୍ଷ୍ମଣ ନାମକ ଏହି ଅଗ୍ନିବୀରଙ୍କ ମୃତ୍ୟୁରେ ସେନା ମୁଖ୍ୟ ଜେନେରାଲ ମନୋଜ…

ଇଂଲଣ୍ଡକୁ ଝଟ୍‌କା, ଓ୍ବାର୍ଲଡ କପରୁ ବାହାରିଲେ ରିସ ଟପଲୋ

ଧର୍ମଶାଳା,୨୨।୧୦: ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡର ସମସ୍ୟା କମ ହେବାର ନାଁ ନେଉନାହିଁ। ବର୍ତ୍ତମାନ ଇଂଲଣ୍ଡର ଦ୍ରୁତ ବୋଲର ରିସ ଟୋପଲୋ ଆହତ କାରଣରୁ ବିଶ୍ୱକପରୁ ବାହାରିଯାଇଛନ୍ତି। ଘଟଣାହେଲା ଦକ୍ଷିଣ ଆଫ୍ରିକା ବିପକ୍ଷରେ ରିସ ଟୋପଲୋଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା, ଏହା…

ଭାଜପା ଉପରେ ବର୍ଷିଲେ କେ କବିତା

ହାଇଦ୍ରାବାଦ,୨୨।୧୦: ଆସନ୍ତା ମାସରେ ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଆରଏସ ଏମଏଲସି ଏବଂ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ଭାଜପାକୁ ଟାର୍ଗେଟ କରିଛନ୍ତି। ଏଥର ତେଲଙ୍ଗାନାରେ ଭାଜପାର ସମସ୍ତ ଆସନ ଜବରଦଖଲ କରାଯିବ…

ବାଇକ୍‌କୁ ପଛପଟୁ ଧକ୍କା ଦେଲା ହାଇଓ୍ବା: ଚାଲିଗଲା ଯୁବକଙ୍କ ଜୀବନ

ନିରାକାରପୁର,୨୨।୧୦(ମାନାସ ଚନ୍ଦ୍ର ପଟ୍ଟନାୟକ): ବାଇକ୍‌ରେ ଯାଉଥିବା ବେଳେ ଏକ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡ଼ା ପଞ୍ଚାୟତ ମୋଟା ଗ୍ରାମର ପଙ୍କଜ ପ୍ରଧାନ(୨୧)। ଏନେଇ ମୃତକଙ୍କ ଦାଦା ପୁଅ…

ମହୁଆଙ୍କ ମାମଲାରେ ନିଶିକାନ୍ତ କହିଲେ ୨୪ ଅକ୍ଟୋବର ପର୍ଯ୍ୟନ୍ତ ସଂଘର୍ଷ ବିରାମ

ନୂଆଦିଲ୍ଲୀ,୨୨।୧୦: ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ କରିବା ଘଟଣାରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ର ଏବେ ଭାଜପାର ଟାର୍ଗେଟରେ ଅଛନ୍ତି। ଏହି ସମୟରେ,ଭାଜପା ଏମପି ନିଶିକାନ୍ତ ଦୁବେ ରବିବାର କହିଛନ୍ତି ଯେ ଅକ୍ଟୋବର ୨୪ରେ ଦଶହରା ପର୍ଯ୍ୟନ୍ତ ସେମାନେ…

‘ହାପି ବାର୍ଥ ଡେ ପାରୁ’, ପରିଣିତିଙ୍କ ପାଇଁ ଏମିତି ଲେଖିଲେ ରାଘବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ରବିବାର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କ ସ୍ବାମୀ ରାଘବ ଚଢା ତାଙ୍କୁ ଏକ ଖାସ୍‌ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରାଘବ ତାଙ୍କ ପତ୍ନୀଙ୍କ ସହ ଅନେକ ଅଦେଖଶ ଫଟୋ…

ଭାରତ ଜିତିପାରେ ୨୦୨୩ ବିଶ୍ୱକପ୍‌: ରସ୍‌ ଟେଲର

ନୂଆଦିଲ୍ଳୀ,୨୨ା୧୦: ଭାରତରେ ଅନୁଷ୍ଠିତ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ ଭାରତ ପାଇଁ ଫେଭରାଇଟ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟର ରସ୍‌ ଟେଲର। ଘରୋଇ ପିଚ୍‌ରେ ବିଶ୍ୱକପ ଖେଳୁଥିବା ଭାରତକୁ ହରାଇବା ଅନ୍ୟ ଦଳମାନଙ୍କ ପାଇଁ ଏତେ ସହଜ ହେବ ନାହିଁ।…

ଭତ୍ତା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିଲେ ଯୁବକ

ଘସିପୁରା,୨୨।୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଶାଳଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ବଣ୍ଟାଯିବା ସମୟରେ ଜଣେ ଯୁବକ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଥାନାରେ ଏକ ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri