Home Left

ହୋଇପାରେ ଆଇପିଏଲ ନ ଖେଳିପାରନ୍ତି କୋହଲି, ପରିହାସ କଲେ ଗାଭାସ୍କର

ରାଞ୍ଚି,୨୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରୁ ବିରାଟ କୋହଲି ବାହାରେ ଅଛନ୍ତି। ପ୍ରଥମେ ସେ ଏହି ୫ ମ୍ୟାଚ ଟେଷ୍ଟ ସିରିଜର ଦୁଇଟି ମ୍ୟାଚ ମଧ୍ୟରୁ ବାଦ ପଡିଥିଲେ ଏବଂ ପରେ ଶେଷ ତିନୋଟି ମ୍ୟାଚ ପାଇଁ…

ସନ୍ୟାସ ଘୋଷଣା କଲେ ଏହି ଖେଳଳି

ନୂଆଦିଲ୍ଲୀ,୨୭।୨: ୨୯ ଫେବୃଆରୀରୁ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ଲେ-୧୧ ଘୋଷଣା କରିଛି। କିନ୍ତୁ ଏଥିରେ ନିଲ ୱାଗନର୍‌ଙ୍କୁ ସାମିଲ କରାଯାଇନାହିଁ। ୱାଗନର୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।…

ମହିଳାମାନେ ଯାହା ପିନ୍ଧିବାକୁ ଚାହୁଁଛନ୍ତି ସେମାନେ ତାହା ସ୍ଥିର କରନ୍ତୁ, ହିଜାବ ବିବାଦକୁ ନେଇ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୭।୨: ୱାୟାନାଡ ଏମପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରାଯାଇଛି। ଇତି ମଧ୍ୟରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶ ଗସ୍ତ ସମୟରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ଭେଟିଥିଲେ। ଏହି ସମୟରେ ରାହୁଲ ଛାତ୍ରୀମାନଙ୍କ…

ମୁକ୍ତିକାନ୍ତ-ଅଭିମନ୍ୟୁ କଥା କଟାକଟି

ଭଦ୍ରକ,୨୭।୨(ସନାତନ ରାଉତ):ଅମୃତ ଭାରତ ଷ୍ଟେଶନ ଯୋଜନାରେ ରେଳ ଷ୍ଟେଶନଗୁଡ଼ିକର ପୁନର୍ବିକାଶ ପାଇଁ ସୋମବାର ଭର୍ଚୁଆଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଭଦ୍ରକ ରେଳଷ୍ଟେଶନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ହଟହଟା ହେବାକୁ ପଡ଼ିଛି। କାର୍ଯ୍ୟକ୍ରମ…

ନୂଆ ଏନ୍‌ଏସି ଘୋଷଣା କେବଳ ନିର୍ବାଚନୀ ଧୂଆଁବାଣ: ଭାଜପା

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ନୂଆ ଏନ୍‌ଏସି ଘୋଷଣା କେବଳ ଏକ ନିର୍ବାଚନୀ ଧୂଅଁାବାଣ। ଏହାର କୌଣସି ସାମ୍ବିଧାନିକ ବୈଧାନତା ନାହିଁ। ନୂଆ ଏନ୍‌ଏସି ଘୋଷଣା କରିବା ପାଇଁ ହେଲେ ସେହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ପାରିତ କରିବାକୁ ପଡ଼େ। କ୍ୟାବିନେଟ୍‌ ପ୍ରସ୍ତାବକୁ ବିଧାନସଭାରେ…

ପ୍ରାର୍ଥୀ ବଦଳାଇ ବିଜେଡି ଜିତୁଛି

ଆନନ୍ଦପୁର,୨୭।୨(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଗତ ତିନୋଟି ନିର୍ବାଚନକୁ ଦେଖିଲେ ବିଜେଡି ଏଠାରେ ପ୍ରତିଥର ପ୍ରାର୍ଥୀ ବଦଳାଉଥିବାବେଳେ ଭାଜପା ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥତ୍ତ୍ୱକୁ ପ୍ରାୟ ସ୍ଥିର…

ମୋ ବସ୍‌ ଇଞ୍ଜିନରେ ଲାଗିଗଲା ନିଆଁ

ଭୁବନେଶ୍ୱର,୨୭।୨(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଷ୍ଟୁଡିଓ ଛକରେ ଏକ ମୋ ବସ୍‌ ଇଞ୍ଜିନରେ ସୋମବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡି ଷ୍ଟାର୍ଟ ବନ୍ଦ କରି ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଥିଲେ। ଷ୍ଟାର୍ଟ ବନ୍ଦ ହେବା ପରେ ନିଆଁ…

ଆର୍‌ଟିଇ ସୁବିଧାରୁ ବଞ୍ଚିତ ହେବେ ୩୫ ହଜାର ପିଲା

ଭୁବନେଶ୍ୱର, ୨୭।୨(ଅସମାପିକା ସାହୁ):ରାଜ୍ୟରେ ୩୫ହଜାରରୁ ଊର୍ଦ୍ଧ୍ୱ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ର ଚଳିତବର୍ଷ ଶିକ୍ଷା ଅଧିକାର ଆଇନ(ଆର୍‌ଟିଇ) ଅନୁସାରେ ୨୫% ମାଗଣା ସିଟ୍‌ରେ ନାମ ଲେଖାରୁ ବଞ୍ଚତ୍ତ ହେବେ। ଗତବର୍ଷ ୪,୨୬୪ଟି ବେସରକାରୀ ବିଦ୍ୟାଳୟ ଆର୍‌ଟିଇରେ ପଞ୍ଜୀକରଣ କରିଥିବାବେଳେ ପ୍ରାୟ ୬୦ହଜାରରୁ…

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବିଧାୟକ ହଟହଟା

ରଣପୁର,୨୭ା୨(ସୁକାନ୍ତ କିଶୋର ଡାକୁଆ):ନୟାଗଡ଼ ଜିଲା ରଣପୁରସ୍ଥିତ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଅତିଥି ଥିଲେ। ହେଲେ ସେ ଗୋପାଳପୁର ପଞ୍ଚାୟତର ବିଜେଡି ସଭାପତିଙ୍କୁ…

ସମ୍ପତ୍ତି ପାଇଁ ମାରିଦେଲେ:ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ

ବାଲିକୁଦା,୨୭ା୨(ତାପସ ସ୍ବାଇଁ):ଓଗରପୁର ଗାଁରେ ଗତ ସୋମବାର ବିଳମ୍ବିତ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ହେଲେ…

ଯେଉଁ ଜାତିର ଜନସଂଖ୍ୟା ଯେତେ, ସେମାନଙ୍କୁ ଭାଗ ମିଳୁ ସେତେ:ରାମ ମୂର୍ତ୍ତି

ଭୁବନେଶ୍ୱର,୨୭ା୨(ସୁନିତ୍‌ ମିଶ୍ର):ଓଡ଼ିଶାର ବିଭିନ୍ନ ଜିଲାରୁ ଆସିଥିବା ଦଳିତ ବର୍ଗର ପ୍ରତିନିଧିଙ୍କୁ ନେଇ ସୋମବାର ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ୟ ସମ୍ମିଳନୀ ସ୍ଥାନୀୟ ଭଗତୀ ଭବନ ସମ୍ମିଳନୀ କକ୍ଷରେ କେଏମୟୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଉଲଗ୍ନ ହୋଇ ରାସ୍ତାରେ ଖଣ୍ଡା ବୁଲାଇଲେ

ବାରଙ୍ଗ,୨୭ା୨(ଲିଙ୍ଗରାଜ ରାଉତ):ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଗୋଡ଼ିସାହି ବଜାର ପାଖରେ ସୋମବାର ଉଲଗ୍ନ ଅବସ୍ଥାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଖଣ୍ଡା ଧରି ପ୍ରାୟ ଅଧଘଣ୍ଟା କାଳ ଆତଙ୍କ ଖେଳାଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ଉକ୍ତ ବ୍ୟକ୍ତିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?