Home Left

ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ ବ୍ରିଟେନର ନାଗରିକ

ଲଣ୍ଡନ,୨୨।୧୦: ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ମାଷ୍ଟର ମାଇଣ୍ଡ ତଥା ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ମୁଖ୍ୟ ଆତଙ୍କବାଦୀ ମହମ୍ମଦ କାଶିମ ସଓ୍ବାଲହା ଲଣ୍ଡନରେ ଏକ ଫ୍ଲାଟରେ ରହୁଛନ୍ତି। ଯାହାକି ସେ କିଛି ବର୍ଷ ପୂର୍ବେ ସ୍ଥାନୀୟ ବର୍ଣ୍ଣେଟ କାଉନସିଲରୁ କିଣିଥିଲେ।…

ଏସିଆନ ଗେମ୍ସ ରୌପ୍ୟ ପଦକ ବିଜେତା ରାମକୁମାର ଚାମ୍ପିୟନ

ଧରଓ୍ବାଦ,୨୨ା୧୦: ଏସିଆନ ଗେମ୍ସ ରୌପ୍ୟ ପଦକ ବିଜେତା ରାମକୁମାର ରମାନାଥନ ଆଇଟିଏଫ୍‌ ଧରଓ୍ବାଦ ପୁରୁଷ ଓ୍ବାଲର୍‌ଡ ଟେନିସ ଟୁର୍‌ ଚାମ୍ପିୟନ ହୋଇଛନ୍ତି। ଏକ ଅଲ୍‌ ଇଣ୍ଡିଆନ ଫାଇନାଲରେ ଚତୁର୍ଥ ସିଡ୍‌ ରମାନାଥନ ତୃତୀୟ ସିଡ୍‌ ଦିଗବିଜୟ ପ୍ରତାପ ସିଂଙ୍କଠାରୁ କଡ଼ା ଚ୍ୟାଲେଞ୍ଜର…

ଭାରତର ବିଜୟ ପାକିସ୍ତାନ ପାଇଁ ବିପଦ

ଧର୍ମଶାଳା,୨୨।୧୦: ଆଇସିସି ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦ ବର୍ଷିଆ ମରୁଡ଼ି ଶେଷ କରି ଭାରତୀୟ ଦଳ ଧର୍ମଶାଳାରେ ଚାଲିଥିବା ବିଶ୍ୱକପ ୨୦୨୩ର ୨୧ତମ ମ୍ୟାଚରେ କିୱି ଦଳକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ…

ଭଉଣୀ ପାଳିଲେ ଭାଇ ଜିଉନ୍ତିଆ

କର୍ଲାମୁଣ୍ଡା,୨୨।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପାରେଡ଼ ପଡ଼ିଆରେ କର୍ଲାମୁଣ୍ଡା ଦୁର୍ଗାପୂଜା ବ୍ଲକ କମିଟି ପକ୍ଷରୁ ଧୁମ୍‌ଧାମରେ ପୂଜାର୍ଚ୍ଚନା କରାଯାଉଛି। ପଡ଼ାର ଶତାଧିକ ଭଉଣୀ ଭାଇଙ୍କ ଶୁଭ କାମନା କରି ଭାଇଜିଉନ୍ତିଆ ବ୍ରତ ପାଳନ କରିଥିଲେ।…

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ମୃତ

ମାଲକାନଗିରି,୨୨ା୧୦ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲାରେ ଡିଆର୍‌ଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। କାଙ୍କେର ଜିଲା ପୋଲିସ କାର୍ଯ୍ୟାଳୟରୁ ଡିଆର୍‌ଜି, ବସ୍ତର ଫାଇଟର ଓ…

ଇସ୍ରଏଲ ଟ୍ୟାଙ୍କରୁ ହେଲା ‘ମିସଫାୟାର’, ଟାର୍ଗେଟ ହେଲା ଇଜିପ୍ଟର ସେନା ପୋଷ୍ଟ

ଜେରୁଜେଲମ,୨୨।୧୦: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ରବିବାର ଇସ୍ରାଏଲ ସେନା ଏହାର ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ କହିଥିଲେ ଯେ, ଏହାର ଟ୍ୟାଙ୍କର ହଠାତ୍‌ କେରେମ ଶାଲୋମ ଅଞ୍ଚଳରେ ସୀମା ନିକଟରେ ଥିବା ଏକ ଇଜିପ୍ଟ…

ସମୁଦ୍ରରେ ବୁଡିଗଲେ ରଶ୍ମିକା!

ମୁମ୍ବାଇ: ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ ବଲିଉଡରେ ବେଶ ଲୋକପ୍ରିୟ। ହିନ୍ଦୀ ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ତାଙ୍କର ବହୁତ ପ୍ରଶଂସକ ରହିଛନ୍ତି। ଏହି ଅଭିନେତ୍ରୀ ନ୍ୟାସନାଲ କ୍ରସ ନାମରେ ମଧ୍ୟ ଜଣାଶୁଣା। ‘ଗୀତା ଗୋବିନ୍ଦମ’, ‘ଡିୟର କମରେଡ’ ଏବଂ ‘ପୁଷ୍ପା’…

୩ ମହଲା କୋଠାରୁ ଖସିପଡ଼ିଲେ ୪ ଶ୍ରମିକ

ଗୁଣପୁର,୨୨।୧୦(ପ୍ରଦୀପ କୁମାର ପାଢ଼ୀ ): ରାୟଗଡ଼ା ଜିଲା ଗୁଣପୁର ସହର ମରାଠୀଗୁଡା ଅଞ୍ଚଳରେ ନିର୍ମାଣାଧୀନ ଏକ ୩ ମହଲା କୋଠାରୁ ଖସିପଡି ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା…

ବଡ଼ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ପୂର୍ବରୁ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଏପରି କରିପାରି ନ ଥିଲେ

ଧର୍ମଶାଳା,୨୨।୧୦: ଭାରତୀୟ ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ୪୦ ବଲରେ ୪୬ ରନ ଖେଳିଥିଲେ। ସେ ନିଜ ଇନିଂସରେ ୪ ଚୌକା ଓ ୪ ଛକା ମାରିଥିଲେ। ଏଥି ସହିତ ରୋହିତ ଶର୍ମା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି।…

ଛତିଶଗଡ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ରାୟପୁର,୨୨।୧୦: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ତୃତୀୟ ତାଲିକା ପ୍ରକାଶ କରିଛି, ଏହି ତାଲିକା ପରେ କଂଗ୍ରେସ ନିଜର ୯୦ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ତୃତୀୟ ତାଲିକାରେ ସାତଜଣ ପ୍ରାର୍ଥୀଙ୍କ ନାମ ରହିଛି, ଯେଉଁଥିରେ…

ବଣଭୋଜି ହେଲା କାଳ: ଗଣ୍ଡରେ ପଡ଼ି ଚାଲିଗଲା ଡାକ୍ତରୀ ଛାତ୍ରଙ୍କ ଜୀବନ

ସୋରଡ଼ା,୨୨ା୧୦(ଲମ୍ବୋଦର ପାଣିଗ୍ରାହୀ): ସୋରଡ଼ା ବ୍ଳକ ଭଗବାନପୁର ଗ୍ରାମ ନିକଟ ହୁଳୁହୁଳା ଜଳ ଗଣ୍ଡସ୍ଥଳକୁ ବଣଭୋଜି ପାଇଁ ଆସିଥିବା ବ୍ରହ୍ମପୁର ବିଜିପୁର ଅଞ୍ଚଳର ଡାକ୍ତରୀ ଛାତ୍ର ରାକେଶ କୁମାର ପାଢ଼ୀଙ୍କ ଅକାଳ ମୃତ୍ୟୁ ହୋଇଛି। ରାକେଶ ଓ ଅନ୍ୟ ୩ ଜଣ ସାଙ୍ଗ…

ମହାଷ୍ଟମୀରେ ମହାନିଶା ପୂଜା କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଗୋରକ୍ଷପିଠାଧିଶ୍ୱର ଯୋଗୀ ଆଦିତ୍ୟନାଥ ଶାରଦୀୟ ନବରାତ୍ରୀର ମହା ମହାଷ୍ଟମୀ ଅବସରରେ ଗୋରଖପୁରରେ ପହଞ୍ଚିଥିଲେ। ଏହି ସମୟରେ ସେ ଗୋରକ୍ଷପୀଠଙ୍କ ପରମ୍ପରା ଅନୁଯାୟୀ ମହାନିଶା ପୂଜା ଏବଂ ହବନ କରିଥିଲେ। ଏହି ସମୟ ମଧ୍ୟରେ ଗୋରଖନାଥ ମନ୍ଦିରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri