ମଧ୍ୟ ପ୍ରଦେଶର ଝଗଡା ରାୟବରେଲି, ଅମେଠିରେ ବିଗାଡିପାରେ କଂଗ୍ରେସର ଖେଳ
ନୂଆଦିଲ୍ଲୀ,୨୩।୧୦: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ଅଟକାଇବା ପାଇଁ ୨୮ ବିରୋଧୀ ଦଳ କିଛି ମାସ ପୂର୍ବରୁ I.N.D.I.A ଗଠନ କରିଥିଲେ। କିନ୍ତୁ ଆସନ୍ତା ମାସରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଘୋଷଣା ପରେ ଏହି ମିଳିତ…
ଭାଜପା ହାତ ଛାଡିଲେ ଅଭିନେତ୍ରୀ ତାଡିମାଲା
ଭୋପାଳ,୨୨।୧୦: ତାମିଲ ଅଭିନେତ୍ରୀ ଗୌତମୀ ତାଡିମାଲା ୨୫ ବର୍ଷ ଧରି ଭାଜପା ସଦସ୍ୟ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ତରଫରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ ସେ ଇସ୍ତଫା ଦେବାର କାରଣ ଦର୍ଶାଇଛନ୍ତି। ଗୌତମୀ କହିଛନ୍ତି ଯେ,…
ଉଜ୍ଜୀବିତ ରହିଛି ପରମ୍ପରା
ଭୁବନ,୨୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନର ଏକ ଅନନ୍ୟ ପର୍ବ ହେଉଛି ବଳଦଯାତ୍ରା। ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ଏହା ପାଳନ କରାଯାଏ। ଇତିହାସ ଅନୁଯାୟୀ, ଏଠାକାର ଥୋରିଆ, ବଣିଆ ଓ କାଚରା ସମ୍ପ୍ରଦାୟର ଲୋକମାନେ ଦେଶ ବାହାରକୁ ବ୍ୟବସାୟ କରିବାକୁ…
ମୁଣ୍ଡରେ ୩୧୯ କାଚଗ୍ଲାସ୍ ରଖି ଡ୍ୟାନ୍ସ କଲେ ଏହି ବ୍ୟକ୍ତି, ସୃଷ୍ଟି କଲେ ବିଶ୍ୱ ରେକର୍ଡ, ଭିଡିଓ ଦେଖିଲେ…
ଜଣେ ବ୍ୟକ୍ତି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ସେ ତାଙ୍କ ମୁଣ୍ଡରେ ୩୧୯ କାଚଗ୍ଲାସ୍ ରଖି ଭାରସାମ୍ୟ ରକ୍ଷା କରି ନାଚୁଥିବାର ଦେଖିବାକୁ ମିଳିଛି। ଏପରି କରି ସେ ତାଙ୍କ ନାମରେ ଗିନିଜ ଓ୍ବାଲର୍ଡ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ବ୍ୟକ୍ତିଙ୍କ…
ବଞ୍ଚାଇବାକୁ ଚେଷ୍ଟା କରି ପାରିଲାନି ମା’ ହାତୀ, ଆଖି ବୁଜିଲା ଛୁଆ
କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅନ୍ତର୍ଗତ ନୟାକୋଟ ବିଟ ଭେଜିଡ଼ିହି ଗ୍ରାମରେ ରବିବାର ଆହତ ହୋଇ ଚିକିତ୍ସାଧୀନ ଥିବା ଦୁଇ ବର୍ଷର ମାଈ ହାତୀ ଛୁଆର ସୋମବାର ସକାଳେ ମୃତ୍ୟୁ ଘଟିଛି। ଗତକାଲି…
ହାଶିମ ଅମ୍ଲାଙ୍କ ରେକର୍ଡ ଭାଙ୍ଗି ଗିଲ୍ ହେଲେ ଦ୍ରୁତତମ ଖେଳାଳି
ଧର୍ମଶାଳା,୨୨ା୧୦: ଭାରତର ଓପନର ଶୁବମନ ଗିଲ୍ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୨୦୦୦ ରନ୍ ପୂରଣ କରିଛନ୍ତି। ଏପରିକି ସେ ୨୦୦୦ ରନ୍ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଛନ୍ତି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଶୁବମନ୍ ଏହି ସଫଳତା ହାସଲ…
୧୦ ମାସରେ ଗଡ଼ିଲାଣି ୮୭ ମୁଣ୍ଡ
ବ୍ରହ୍ମପୁର,୨୩ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଦିନକୁ ଦିନ ହତ୍ୟା ଘଟଣା ବଢ଼ିବାରେ ଲାଗିଛି। କେଉଁଠି ରାଜନୈତିକ ଶତ୍ରୁତା ତ ଆଉ କେଉଁଠି ପୂର୍ବ ଶତ୍ରୁତାରୁ ମୁଣ୍ଡ ଗଡ଼ୁଛି। ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଘଟି ଲୋକଙ୍କ ଜୀବନ ଯାଇଥାଏ। ୨୦୨୪ ସାଧାରଣ…
ଅନନ୍ୟ ପ୍ରତିଭାର ଅଧିକାରୀ ପ୍ରସନ୍ନ
କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମଣିଷ ଏକ କିନ୍ତୁ ପ୍ରତିଭା ଅନେକ। ମାନବ ସେବା ଓ ଭଗବାନଙ୍କ ପ୍ରଚାର ପ୍ରସାରରେ ଜୀବନ ଅତିବାହିତ କରିଚାଲିଛନ୍ତି। ବୟସର ଅପରାହ୍ନରେ ମଧ୍ୟ ନିଜର ବୃତ୍ତି ଓ ବ୍ରତକୁ ଜାରି ରଖିଛନ୍ତି। ଏକାଧାରରେ ସେ ଜଣେ ପାଲା…
ବର୍ନିଲଙ୍କୁ ୧୫ ବର୍ଷରୁ କମ୍ରେ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୨୩ା୧୦ (ପି.ଟି.): ଯୁବ ବ୍ୟାଡ୍ମିଣ୍ଟନ ଖେଳାଳି ବର୍ନିଲ ଆକାଶ ଚାଙ୍ଗମାଇ ଏଠାରେ ଚାଲିଥିବା ବ୍ୟାଡ୍ମିଣ୍ଟନ ଏସିଆ ଜୁନିୟର ଚାମ୍ପିୟନଶିପ୍ ୧୫ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ ବିଭାଗରେ ସ୍ବର୍ଣ୍ଣ ଜିତିଛନ୍ତି। ୧୩ ବର୍ଷୀୟ ବର୍ନିଲ ଫାଇନାଲରେ ଫାନ୍ ହଙ୍ଗ୍ ଜୁଆନଙ୍କୁ…
ଓଡ଼ିଶା ସେଭେନ୍ ଏ ସାଇଡ୍ ରଗ୍ବୀ ଦଳ ଘୋଷିତ
ଭୁବନେଶ୍ୱର,୨୩ା୧୦, (ସରୋଜ ଜେନା): ଆସନ୍ତା ଅକ୍ଟୋବର ୨୬ ତାରିଖରେ ଗୋଆରେ ହେବାକୁ ଥିବା ୩୭ ତମ ଜାତୀୟ କ୍ରୀଡା ପାଇଁ ଓଡ଼ିଶା ସେଭେନ୍ ଏ ସାଇଡ୍ ପୁରୁଷ ଓ ମହିଳା ରଗ୍ବୀ ଦଳ ରବିବାର ଘୋଷଣା କରାଯାଇଛି। ଉଭୟ ଦଳରେ ୧୨…
ସୁପାରି କିଲରଙ୍କୁ ଧରିଲା ପୋଲିସ: ପୂର୍ବରୁ ଗିରଫ ହୋଇଥିଲେ ମହିଳାଙ୍କ ସ୍ବାମୀ
କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳ ବୈତରଣୀ ନଦୀରୁ ମହିଳାଙ୍କ ମୃତଦେହ ଜବତ ଘଟଣାରେ ଟାଉନ ଥାନା ପୋଲିସ ଆଉ ଜଣେ ସୁପାରି କିଲରଙ୍କୁ ଗିରଫ କରିଛି। ହତ୍ୟା ବେଳେ ବ୍ୟବହୃତ ଏକ ବାଇକ୍କୁ ପୋଲିସ ଜବତ…
ମୌଳିକ ସୁବିଧାରୁ ବଞ୍ଚିତ ୨ ଗ୍ରାମବାସୀ
ପୋଟେରୁ, ୨୩।୧୦(ସୌରଭ ମଣ୍ଡଳ): ପଛୁଆ ଅଞ୍ଚଳର ବିକାଶ ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେଉଁଥିପାଇଁ ରାଜ୍ୟର ଅନେକ ଗ୍ରାମ ବିକାଶ ଦେଖିପାରିଛି। ତେବେ ରାଜ୍ୟ ସରକାର ପଛୁଆ ଅଞ୍ଚଳର ବିକାଶ ପାଇଁ ଯେତିକି ତତ୍ପରତା ଦେଖାଉଛନ୍ତି, କେତେକ ସ୍ଥାନରେ…
Archives


