ଓ୍ବାର୍ନର-ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଶତକ: ନେଦରଲାଣ୍ଡକୁ ୪୦୦ ରନ୍ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ,୨୫।୧୦: ୨୦୨୩ ବିଶ୍ୱକପ୍ର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ନେଦରଲାଣ୍ଡକୁ ୪୦୦ ରନ୍ର ଟାର୍ଗେଟ ଦେଇଛି। ଦଳ ୫୦ ଓଭରରେ ୮ ଉଇକେଟ ହରାଇ ୩୯୯ ରନ ସଂଗ୍ରହ କରିଛି। କଙ୍ଗାରୁ ଦଳ ପାଇଁ ଡେଭିଡ ୱାର୍ନର ଏବଂ ଗ୍ଲେନ ମ୍ୟାକ୍ସୱେଲ ରେକର୍ଡ…
ଏକ୍ସପ୍ରେସ୍ ଟ୍ରେନ୍ରେ ଲାଗିଲା ନିଆଁ
ଆଗ୍ରା,୨୫।୧୦:ଆଗ୍ରା-ଝାନସୀ ରେଲଓ୍ବେ ଟ୍ରାକରେ ପାତାଲକୋଟ ଏକ୍ସପ୍ରେସରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସ ଟ୍ରେନ୍ଟି ଫିରୋଜପୁର ପଞ୍ଜାବରୁ ଛିନ୍ଦାୱାଡା ଯାଉଥିଲା। ଏହି ସମୟ ମଧ୍ୟରେ ଟ୍ରେନର ଦୁଇଟି ବଗି ପାଉଁଶ ହୋଇଯାଇଥିଲା। ନିଆଁ ଲାଗିବା ପରେ ଲୋକେ ଚିତ୍କାର କରିଥିଲେ। ଟ୍ରେନରେ ନିଆଁ…
ନୃଶଂସର ସୀମା ଟପିଲା: ପରିବାର ଆଗରେ ଯୁବକଙ୍କ ଉପରେ ୮ ଥର ଟ୍ରାକ୍ଟର ଚଢାଇ ମାରିଲେ
ଜୟପୁର,୨୫।୧୦: ଭରତପୁରରେ ବୟନାର ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ଥିବା ଆଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଜମି ବିବାଦ ପୁଣି ଥରେ ହତ୍ୟା ହେବାର କାରଣ ପାଲଟିଛି। ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ…
ନିଖୋଜ ଥିଲେ ବୃଦ୍ଧା, ଆଜି ପୋଖରୀରୁ ମିଳିଲା ମୃତଦେହ
ଘସିପୁରା,୨୫ା୧୦(ନିରଞ୍ଜନ ସାହୁ): ଦୁଇଦିନ ଧରି ନିଖୋଜ ଥିବା ବୃଦ୍ଧା ଆନନ୍ଦପୁର ପୌରପାଳିକା ୧୪ ନଂ ଓ୍ବାର୍ଡର ସରସ୍ବତୀ ସାହୁଙ୍କ ମୃତଦେହ ଗାଁ ପୋଖରୀରୁ ମିଳିଛି। ବୁଧବାର ସକାଳେ ନୂଆଗଡ଼ିଆରେ ଏକ ମୃତଦେହ ଭାସୁଥିବା କିଛି ଲୋକ ଦେଖିବା ପରେ ମୃତଦେହକୁ ପାଣି…
ଇସ୍ରାଏଲ-ହମାସ ଯୁଦ୍ଧ: ମନ ପସନ୍ଦ ଖେଳନା ସହିତ ମା’ ପାଖରେ ସମାଧି ନେଲା ପୁଅ, ଯୁଦ୍ଧରେ ଗୋଡ଼ ହରାଇଲେ ବାପା
ନୂଆଦିଲ୍ଲୀ,୨୫/୧୦: ଇସ୍ରାଏଲ ଏହାର ୭୫ ବର୍ଷର ଇତିହାସରେ ବର୍ତ୍ତମାନ ଭୟଙ୍କର ସ୍ଥିତି ଦେଇ ଗତି କରୁଛି। ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ସହିତ ୧୯ ଦିନ ଧରି ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ଅନେକ ପରିବାର ଶେଷ ହୋଇଯାଉଥିବା ବେଳେ…
କୁମ୍ଭୀରକୁ ଏମିତି ଆକ୍ରମଣ କଲା କୁକୁର, ଭିଡିଓ ଦେଖିଲେ…
କୁମ୍ଭୀରମାନେ ଅତ୍ୟନ୍ତ ବିପଜ୍ଜନକ ପ୍ରାଣୀ। ଏପରିକି ମଣିଷ ଏବଂ ଅନ୍ୟ ପ୍ରାଣୀମାନେ ମଧ୍ୟ କୁମ୍ଭୀରଙ୍କ ସାମ୍ନାରେ ଠିଆ ହେବାକୁ ସାହସ ଜୁଟାଇ ପାରନ୍ତି ନାହିଁ। କୁମ୍ଭୀର ମୁହଁରେ ଯେକେହି ପଡ଼ିଲେ ବଞ୍ଚିବା ଅସମ୍ଭବ। ମାତ୍ର ଏକ କୁକୁର କୁମ୍ଭୀରକୁ ଆକ୍ରମଣ କରିବା…
ପ୍ରଥମ ଦେଖାରେ ପ୍ରେମ ନେଇ ଏସବୁ କୁହେ ସର୍ଭେ ରିପୋର୍ଟ, ଜାଣନ୍ତୁ…
ଓ୍ବାଶିଂଟନ,୨୫।୧୦ : ପ୍ରେମ ପ୍ରଥମ ଦେଖାରେ ମଧ୍ୟ ଘଟେ। କିଛି ଲୋକ ଏହାକୁ ସତ ବୋଲି ବିବେଚନା କରୁଥିବାବେଳେ କିଛି ଲୋକ କୁହନ୍ତି ଏହା ମିଛ। ତେବେ ପ୍ରଥମ ଦେଖାରେ ପ୍ରେମ ବାସ୍ତବ ଅଟେ। ଆମେରିକାର ନ୍ୟାସଶନାଲ ଲୁଇସ ୟୁନିଭରସିଟି ଦ୍ୱାରା…
ଆଫଗାନିସ୍ତାନଠାରୁ ପରାସ୍ତ ହେବାପରେ ପ୍ରବଳ କାନ୍ଦିଥିଲେ ପାକିସ୍ତାନ ଅଧିନାୟକ
ନୂଆଦିଲ୍ଲୀ,୨୫।୧୦: ୨୦୨୩ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନର ପରାଜୟ ଯୋଗୁ ଅଧିନାୟକ ବାବର ଆଜମଙ୍କୁ ସବୁ ଦିଗରୁ ସମାଲୋଚନା କରାଯାଉଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର ପର୍ଯ୍ୟନ୍ତ ସମସ୍ତେ ବାବର ଆଜାମଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ପାକିସ୍ତାନ…
ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା
ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ୍ ୨୦୨୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବା ମୁସ୍କିଲ। ସମ୍ପୂର୍ଣ୍ଣ ଫିଟ୍ ହୋଇ ନ ଥିବା କାରଣରୁ ଇକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ତାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି…
ଚୋରି କରି ଧରାପଡିଲେ ଭୋଜପୁରୀ ଅଭିନେତ୍ରୀ, ମାଗୁଛନ୍ତି ଭିକ,ଦିନେ ଥିଲେ ନିର୍ଦ୍ଦେଶକଙ୍କ ପ୍ରଥମ ପ୍ରସନ୍ଦ…
ମୁମ୍ବାଇ : ଲୋକମାନେ ନିଜ କ୍ୟାରିୟର କରିବାକୁ ଚଳଚ୍ଚିତ୍ର ଜଗତକୁ ଆସନ୍ତି, କିନ୍ତୁ କିଛି ଲୋକ ସଫଳ ହୁଅନ୍ତି ଏବଂ କିଛି ଲୋକ ନିରାଶ ହୁଅନ୍ତି। ବଲିଉଡ ଠାରୁ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହା ଘଟେ। ଭୋଜପୁରୀ…
ଟ୍ରେନ୍ ଧକ୍କାରେ ଚାଲିଗଲା ମାଈ ହାତୀ ଜୀବନ
ଯୋଡ଼ା,୨୫।୧୦(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଅନ୍ତର୍ଗତ ପଳସା ଗ୍ରାମ ନିକଟ ଟ୍ରେନ୍ ଲାଇନ ଉପରେ ବୁଧବାର ଏକ ମାଲବାହୀ ଟ୍ରେନ ଧକ୍କାରେ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ହାତୀପଲ…
ଭାଜପାକୁ ବଡ଼ ଝଟ୍କା: ଦଳ ଛାଡିଲେ ବରିଷ୍ଠ ନେତା
ହାଇଦ୍ରାବାଦ୍,୨୫।୧୦: ପୂର୍ବତନ ବିଧାୟକ ରାଜ ଗୋପାଳ ରେଡ୍ଡୀ ଭାରତୀୟ ଜନତା ପାର୍ଟି (ଭାଜପା) ଛାଡିଛନ୍ତି। ସେ ପୁଣି କଂଗ୍ରେସରେ ଯୋଗଦେବେ। ନିକଟରେ ଶେଷ ହୋଇଥିବା ଉପ-ନିର୍ବାଚନରେ ସେ ମୁନୁଗୋଡେ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତଥାପି ସେ ସଫଳତା ପାଇଲେ ନାହିଁ।…
Archives


