ଶାହଜାହାନ ଶେଖଙ୍କ ବିରୋଧରେ ଟିଏମସିର ବଡ କାର୍ଯ୍ୟାନୁଷ୍ଠାନ, ୬ ବର୍ଷ ପାଇଁ ଦଳରୁ ବହିସ୍କୃତ
ନୂଆଦିଲ୍ଲୀ,୨୯।୨: ପଶ୍ଚିମବଙ୍ଗର ସାନ୍ଦେଶଖାଲିରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ତଥା ଜମି ଦଖଲ ଅଭିଯୋଗରେ ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ଗୁରୁବାର ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ତାଙ୍କୁ ଦଳରୁ ବାହାରିବା ବାଟ ଦେଖାଇଛି। ସୂଚନାଯୋଗ୍ୟ, ଟିଏମସି ଶାହଜାହାନ ଶେଖଙ୍କୁ ଦଳରୁ…
ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ
ନୂଆଦିଲ୍ଲୀ,୨୯।୨: ହ୍ବିଲ ଚେୟାର ନ ମିଳିବା ଯୋଗୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆ ବିରୋଧରେ ବଡ଼ ପଦକ୍ଷେପ ନେଇଛି। ଡିଜି ଇଣ୍ଡିଆ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ…
ଭାଙ୍ଗି ଦିଆଗଲା ୪୧ ଲୋକଙ୍କ ଜୀବନ ବଞ୍ଚାଇଥିବା ରାଟ ମାଇନରଙ୍କ ଘର
ନୂଆଦିଲ୍ଲୀ,୨୯।୨: ଗତ ବର୍ଷ ଉତ୍ତରାଖଣ୍ଡରେ ଫସି ରହିଥିବା ୪୧ ଜଣଙ୍କ ଜୀବନ ରକ୍ଷା କରିଥିବା ରାଟ ମାଇନର ଓକିଲ ହାସନଙ୍କ ଘର ଦିଲ୍ଲୀ ବିକାଶ ପ୍ରାଧିକରଣ ଦ୍ୱାରା ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ…
ସହରବାସୀଙ୍କ ପାଇଁ ସୁବିଧା-ସେବା ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୨୯ା୨(ଦିଲ୍ଲୀପ ସାମଲ): ଲୋକଙ୍କ ସୁବିଧା ପାଇଁ ସହରାଞ୍ଚଳଗୁଡ଼ିକୁ ୫-ଟିରେ ରୂପାନ୍ତରଣ କରାଯାଇଛି। ସହରବାସୀଙ୍କ ନିମନ୍ତେ ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁରସ୍ଥିତ ଏନ୍ଏସି…
ମୃତବ୍ୟକ୍ତିଙ୍କ ଭସ୍ମକୁ ଗଙ୍ଗାରେ କାହିଁକି ଭସାଇ ଦିଆଯାଏ? ବୈଜ୍ଞାନିକ କାରଣ ଜାଣିଲେ ହୋଇଯିବେ ତାଜୁବ
ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ମୃତଦେହକୁ ପୋଡ଼ି ଅନ୍ତିମ ସଂସ୍କାର କରାଯାଏ। ଅନ୍ତିମ ସଂସ୍କାରର ୪ଦିନ ପରେ ମୃତଶରୀରର ଭସ୍ମକୁ ପବିତ୍ର ଗଙ୍ଗା କିମ୍ବା ନଦୀ ଜଳରେ ପ୍ରବାହିତ କରାଯାଏ। ତେବେ ଏପରି ପରମ୍ପରା…
ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ ପାଇଁ ଟିମ୍ ଘୋଷଣା କଲା ଭାରତ
ମୁମ୍ବାଇ,୨୯।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଷିଶ୍ଟ ଟେଷ୍ଟ ସିରିଜର ଶେଷ ତଥା ପଞ୍ଚମ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଭାରତ ଏହି ସିରିଜରେ ୩-୧ ଆଗୁଆ ଅଛି। ପଞ୍ଚମ…
କପାଳରେ କଲେ QR କୋଡ୍ ଟାଟୁ, କାରଣ ଜାଣିଲେ ହୋଇଯିବେ ତାଜୁବ
ଆଜିକାଲି ସବୁଠି ସୋସିଆଲ ମିଡିଆ ଫୋବିଆ । ଯାହାକୁ ଦେଖ କିଛିି ନା କିଛି କରି ଭାଇରାଲ ହେଉଛନ୍ତି। ଅନେକ ଲୋକ ଅଜବ ଜିନିଷ କରି ଟ୍ରୋଲ ବି ହେଉଛନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ…
PM KISAN: ଖାତାକୁ ଆସିଲା ଟଙ୍କା
ନୂଆଦିଲ୍ଲୀ,୨୯।୨: ଚାଷୀଙ୍କ ପାଇଁ ଖୁସି ଖବର । ଖାତାକୁ ଆସିଲା ଟଙ୍କା । PM KISAN ଯୋଜନାରେ କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧିନରେ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା…
ଲିପ୍ ଇୟରକୁ ନେଇ ଗୁଗ୍ଲ କଲା ସ୍ବତନ୍ତ୍ର ଡୁଡ୍ଲ
ଗୁଗ୍ଲର ଡୁଡ୍ଲରେ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ସହିତ ଜଡ଼ିତ ଏକ ସେଟିଂ ମଧ୍ୟରେ ଲିପ୍ ଡେ’ ସେଟ ସହିତ ଏକ ବେଙ୍ଗର ଫଟୋ ପ୍ରକାଶ କରାଯାଇଛି। ଏହି ସେଟିଂକୁ ଏକ ପୋଖରୀର ବ୍ୟାକ୍ଗ୍ରାଉଣ୍ଡ୍ରେ ପଥର ଏବଂ ପତ୍ର…
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର: ଆଇପିଏଲ୍ ପୂର୍ବରୁ ବିସ୍ପୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୯।୨: ଆଇପିଏଲ୍ ୨୦୨୪ ଆରମ୍ଭ ପାଇଁ କେବଳ କିଛି ଦିନ ବାକି ଅଛି। ଏହି ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ ଗୁଜରାଟ…
ଶେଷ ଟେଷ୍ଟରେ ଏହି କ୍ରିକେଟର୍ଙ୍କୁ ମିଳିପାରେ ଡେବ୍ୟୁ ସୁଯୋଗ
ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୭ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଧର୍ମଶାଳାରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ପାଇଁ ପ୍ଲେଇଙ୍ଗ୍-୧୧ରେ ଟିମ ଇଣ୍ଡିଆ ଦେବଦତ୍ତ ପଡିକ୍କଲଙ୍କୁ ସାମିଲ କରିବାର ସମ୍ଭାବନା…
ପ୍ରତି ୪ ବର୍ଷରେ ଫେବୃଆରୀ ୨୮ କାହିଁକି ହୁଏ ୨୯, ଜାଣନ୍ତୁ ଏହା ପଛର ରହସ୍ୟ
ପୂର୍ବ ହେଉ କି ପଶ୍ଚିମ, ଜ୍ୟୋତିର୍ବିଜ୍ଞାନୀମାନେ କ୍ୟାଲେଣ୍ଡରର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରନ୍ତି। ଭାରତର ହିନ୍ଦୁ ପାଞ୍ଜି କିମ୍ବା କ୍ୟାଲେଣ୍ଡରରେ ଏହା ଦାବି କରାଯାଇଛି ଯେ, ଏଥିରେ କୌଣସି ସଂସ୍କାରର ଆବଶ୍ୟକତା ନାହିଁ ଏବଂ ଆଗାମୀ ଅନେକ ହଜାର ବର୍ଷ…

