‘ଜୀବନସାଥୀ ସହିତ ରିଲ ପାର୍ଟନର ଆବଶ୍ୟକ’
ନୂଆଦିଲ୍ଲୀ: ଆଗକୁ ବିବାହ ଋତୁ ଆସୁଛି। ଯେଉଁଥିପାଇଁ ବିବାହ ସମ୍ବନ୍ଧୀୟ ବିଭିନ୍ନ ବିଜ୍ଞାପନ ମଧ୍ୟ ଦେଖିବାକୁ ମିଳିବ। ତେବେ ନିକଟରେ ଏକ ବିଜ୍ଞାପନକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି; ଯେଉଁଥିରେ ଜଣେ ଯୁବତୀ ତାଙ୍କ ପାଇଁ ଉପଯୁକ୍ତ ପୁଅର ତଲାସରେ ଅଛନ୍ତି।…
ଇଡି ଅଫିସରେ ଗେହଲଟ୍ଙ୍କ ପୁଅ
ନୂଆଦିଲ୍ଲୀ,୩୧ା୧୦ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ପୁଅ ବୈଭବ ଗେହଲଟ୍ଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ଏକ ବିଦେଶୀ ବିନିମୟ ପରିଚାଳନା ଆଇନ (ଏଫ୍ଇଏମ୍ଏ) ଉଲ୍ଲଂଘନ ମାମଲାରେ ହାଜର ହେବା ପାଇଁ ବୈଭବଙ୍କୁ ସଂଘୀୟ ଏଜେନ୍ସି…
ଛୋଟା ପଣ୍ଡିତ ହେବା ଉର୍ଫିଙ୍କୁ ପଡ଼ିଲା ମହଙ୍ଗା, ମିଳିଲା ହତ୍ୟା ଧମକ
ସୋସିଆଲ ମିଡିଆ ଷ୍ଟାର୍ ଉର୍ଫି ଜାଭେଦ ନିଆରା ଶୈଳୀ ପାଇଁ ଜଣାଶୁଣା। ତାଙ୍କର ଅସାଧାରଣ ଶୈଳୀ ଯୋଗୁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଛନ୍ତି। ପ୍ରତ୍ୟେକ ଥର ଉର୍ଫି ନିଜ ଡ୍ରେସ୍କୁ ନେଇ ଟ୍ରୋଲ ହୁଅନ୍ତି। ଏଥର ଉର୍ଫି ଫିଲ୍ମ ଭୁଲ ଭୁଲେୟାର…
ପୁଅ ଜନ୍ମଦିନରେ ପୁଣି ସ୍ବାମୀଙ୍କ ସହ ନଜର ଆସିଲେ ସାନିଆ
ନୂଆଦିଲ୍ଲୀ,୩୧।୧୦: ଗତ କିଛି ବର୍ଷ ହେବ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଏବଂ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ମଧ୍ୟରେ ଡିଭୋର୍ସ ଖବର କ୍ରମାଗତଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ମଧ୍ୟରେ ଛାଡପତ୍ର…
ରୋଚକ ସ୍ଥିତିରେ ସେମିଫାଇନାଲ୍ ରେସ୍: ଆଫଗାନିସ୍ତାନର ବି ଅଛି ସୁଯୋଗ
ନୂଆଦିଲ୍ଲୀ,୩୧।୧୦: ବିଶ୍ୱକପ୍ର ସେମିଫାଇନାଲ ରେସ୍ ରୋଚକ ପରିସ୍ଥିତିରେ ପହଞ୍ଚିଛି। ଆଫଗାନିସ୍ତାନ ଏବେ ଏହି ରେସ୍ରେ ଅଛି। ବିଶ୍ୱକପ୍ ୨୦୨୩ ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣ କରୁଛି। ଏହି ବିଶ୍ୱକପରେ ଆଫଗାନିସ୍ତାନ ଦଳ ତିନିଟି ପୂର୍ବତନ ବିଶ୍ୱକପ ଚାମ୍ପିୟନ ଦଳକୁ ପରାସ୍ତ…
ଅନୁଷ୍କାଙ୍କ ଯୋଗୁ ମୋ ଜୀବନରେ ଆସିଛି ବଡ ପରିବର୍ତ୍ତନ: ବିରାଟ
ମୁମ୍ବାଇ/ନୂଆଦିଲ୍ଲୀ,୩୧।୧୦: ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁଷ୍କା ଶର୍ମାଙ୍କଠାରୁ ସେ କ’ଣ ଶିଖିଛନ୍ତି। ବିରାଟ କୋହଲି କହିଛନ୍ତି ଯେ ମୁଁ ପତ୍ନୀ ଅନୁଷ୍କା ଶର୍ମାଙ୍କଠାରୁ ବହୁତ କିଛି…
ଗଛକୁ ପିଟିଲା କାର୍: ଗୋଟିଏ ପରିବାର ସଫା
ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶର ହାରଦୋଇରେ ଏକ ଅଭାବନୀୟ ଘଟଣା ଘଟିଛି। ହାରଦୋଇର ସାୟାଜପୁର କୋଟୱାଲୀ ଅନ୍ତର୍ଗତ ବିଲହୌର-କାଟ୍ରା ରାସ୍ତାରେ ଏକ ଅନିୟନ୍ତ୍ରିତ କାର ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଚାରି ବର୍ଷର ଶିଶୁ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ…
ଗୀତ ଗାଇଲେ ଧୋନି
ନୂଆଦିଲ୍ଲୀ,୩୧।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି, କିନ୍ତୁ ପ୍ରଶଂସକଙ୍କ ମଧ୍ୟରେ ଏହି କ୍ରିକେଟରଙ୍କ କ୍ରେଜ କମିନାହିଁ। ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ପ୍ରଶଂସକଙ୍କ କ୍ରେଜ ବହୁ ଉଚ୍ଚରେ ରହିଛି। ତେବେ ମହେନ୍ଦ୍ର ସିଂ…
ଆୟରଙ୍କ ସ୍ଥାନ ସଙ୍କଟରେ
ନୂଆଦିଲ୍ଲୀ,୩୦ା୧୦: ଭାରତର ଦିନିକିଆ କ୍ରିକେଟ ବିଶ୍ୱକପ ଦଳରେ ଶ୍ରେୟସ ଆୟରଙ୍କ ସ୍ଥାନ ସଙ୍କଟରେ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ପ୍ରଥମ ମ୍ୟାଚ୍ରେ ସେ ଦୁର୍ଭାଗ୍ୟ ଜନକ ଭାବରେ ରନ୍ଆଉଟ ହୋଇଥିବା ବେଳେ…
କୋଚି ବିସ୍ଫୋରଣ: ହମାସ୍ ନେତାଙ୍କ ମନ୍ତବ୍ୟର ତଦନ୍ତ ହେବ
କୋଚି,୩୧ା୧୦: କେରଳର ଏର୍ନାକୁଲମ୍ ଜିଲା କୋଚି ନିକଟସ୍ଥ କଲାମସେରିରେ ଥିବା ଜମ୍ରା ଇଣ୍ଟରନ୍ୟାଶନାଲ କନ୍ଭେନ୍ଶନ ସେଣ୍ଟରରେ ସୋମବାର ସିରିଏଲ ବ୍ଲାଷ୍ଟ ପାଇଁ ନିଜକୁ ଦାୟୀ କରିଥିବା ଡୋମିନିକ୍ ମାର୍ଟିନ୍ଙ୍କୁ ସୋମବାର ଆନୁଷ୍ଠାନିକ ଭାବେ ଗିରଫ କରାଯାଇଛି। ଜେହୋଭା ଓ୍ବିଟ୍ନେସ୍ ସମ୍ମିଳନୀର ତୃତୀୟ…
‘କେଜ୍ରିୱାଲଙ୍କୁ ଭୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି’
ନୂଆଦିଲ୍ଲୀ,୩୧।୧୦: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରିବା ପରେ ଜାତୀୟ ରାଜଧାନୀରେ ରାଜନୀତି ଚରମ ସୀମାରେ ପହଞ୍ଚିଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନୋଟିସ ମିଳିଛି।…
ହମାସ କବଳରୁ ମହିଳା ସେନାଙ୍କୁ ଉଦ୍ଧାର କଲେ ଇସ୍ରାଏଲ ସେନା
ଜେରୁଜେଲମ,୩୧।୧୦: ଇସ୍ରାଏଲ ସୈନ୍ୟବାହିନୀ ଗାଜା ଭିତରକୁ ପ୍ରବେଶ କରିଛନ୍ତି। ଏହି ଅପରେସନ ସମୟରେ ସେ ତାଙ୍କର ଜଣେ ବନ୍ଦୀ ଥିବା ମହିଳା ସେନାଙ୍କୁ ମୁକ୍ତ କରିଥିଲେ। ଏହି ମହିଳା ସେନାଙ୍କୁ ଅକ୍ଟୋବର ୭ରେ ହାମାସ ଯୋଦ୍ଧାମାନେ ଇସ୍ରାଏଲରୁ ଅପହରଣ କରି ନେଇଥିଲେ…
Archives


