Home Left

ମଙ୍ଗଳବାରଠାରୁ ୧୭ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକିସ୍ତାନରୁ କରାଯିବ ବିତାଡିତ

ଇସଲାମାବାଦ,୩୦।୧୦: ପାକିସ୍ତାନରେ ଅବୈଧ ଭାବେ ବାସ କରୁଥିବା ପ୍ରାୟ ୧୭ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ସମେତ ସମସ୍ତ ଶରଣାର୍ଥୀଙ୍କୁ ସ୍ବେଚ୍ଛାକୃତ ଭାବେ ଛାଡ଼ିବାର ସମୟସୀମା ମଙ୍ଗଳବାର (ଅକ୍ଟୋବର ୩୧ ଶେଷ ହୋଇଛି। ବୁଧବାରରୁ ଏଭଳି ଲୋକଙ୍କୁ ଦେଶରୁ ବିତାଡିତ କରାଯିବ। ଏକ୍ସପ୍ରେସ…

ବନ୍ଧୁଙ୍କ ସ୍ତ୍ରୀଙ୍କୁ ବଳାତ୍କାର କରି ୧୦ ବର୍ଷ ଜେଲ

କେନ୍ଦ୍ରାପଡ଼ା,୩୦ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଫାଷ୍ଟ ଟ୍ରାକ୍‌ କୋର୍ଟ ଏକ ବଳାତ୍କାର ମାମଲାର ବିଚାର କରି ସୋମବାର ରାୟ ପ୍ରକାଶ କରିଛନ୍ତି। ଜଜ୍‌ ତ୍ରିବିକ୍ରମ କେଶରୀ ଚିନ୍ନରା ମାମଲାର ଶୁଣାଣି କରି ଅଭିଯୁକ୍ତ ଖୋର୍ଦ୍ଧା ଜିଲା ମଞ୍ଚେଶ୍ୱର ଥାନା ଓସ୍ତପଡ଼ା ଗ୍ରାମର ତପନ…

ପାଣି ପାଇଁ ରାସ୍ତାରେ ବସିଲେ ମହିଳା

ବାସୁଦେବପୁର,୩୦।୧୦(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଦେଇପୁର ଗ୍ରାମକୁ ପ୍ରାୟ ୧ ସପ୍ତାହ ଧରି ପାନୀୟ ଜଳ ଠିକ୍‌ ଭାବେ ମିଳୁ ନ ଥିବା ନେଇ ଜନଅସନ୍ତୋଷ ଦେଖାଦେଇଛି। ସୋମବାର ଶତାଧିକ ମହିଳାଙ୍କ ସମେତ ଗ୍ରାମବାସୀ ସମସ୍ୟା ଦୂର…

ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ, ମୁଖ୍ୟ ଚୟନକର୍ତ୍ତା ପଦବୀରୁ ଇସ୍ତଫା ଦେଲେ ଇଞ୍ଜାମାମ

ନୂଆଦିଲ୍ଲୀ,୩୦।୧୦: ଚଳିତ ଆଇସିସି ଦିନିକିଆ ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଖେଳାଳି ଇଞ୍ଜାମାମ୍-ଉଲ୍-ହକ୍। ବିଶ୍ୱକପରେ ଦଳ ଆଶାଜନକ ପ୍ରଦର୍ଶନ କରିବାରେ ବିଫଳ ହେବା ପରେ ଅନେକ ଦିଗରୁ ସମାଲୋଚନାର ଶିକାର ହେବାକୁ…

ଆପଲ୍ ଉତ୍ପାଦଗୁଡିକ ପାଇଁ ଚେତାବନୀ ଜାରି କଲେ ସରକାର, ଜାଣନ୍ତୁ କ’ଣ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୩୦/୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ସାଇବର ସୁରକ୍ଷା ଏଜେନ୍ସି କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପପନ୍ସ ଟିମ୍(ସିଇଆରଟି) ଆପଲ୍ ଉତ୍ପାଦଗୁଡିକ ପାଇଁ ଚେତାବନୀ ଜାରି କରିଛି। ଏହି ତାଲିକାରେ ଆପଲର ଆଇଫୋନ, ଆଇପ୍ୟାଡ, ଏବଂ ସ୍ମାର୍ଟ ୱାଚ୍ ସାମିଲ ରହିଛି।…

ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ

ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ବିଶ୍ବକପର ୩୦ତମ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୧ ରନରେ ସୀମିତ ରହିଛି। ଫଳରେ ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୪୨…

ଯୋଡ଼ା ପୌରପାଳିକା: ନଭେମ୍ବର ୨୯ରେ କାଉନ୍‌ସିଲର ଉପ ନିର୍ବାଚନ

ଯୋଡ଼ା,୩୦ା୧୦(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅଧୀନ ୮ ନଂ. ୱାର୍ଡରେ ଖାଲି ପଡ଼ିଥିବା କାଉନ୍‌ସିଲର ଆସନ ପାଇଁ ନଭେମ୍ବର ୨୯ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। ନଭେମ୍ବର…

ଏଣିକି ନୂଆ ଉପାୟରେ ହମାସଙ୍କ ଉପରେ ଆକ୍ରମଣ କରିବ ଇସ୍ରାଏଲ୍‌: ଜାଣନ୍ତୁ କ’ଣ ରହିଛି ଯୋଜନା

ଜେରୁଜେଲମ୍‌,୩୦।୧।୦: ହମାସ ସହ ଇସ୍ରାଏଲର ସଂଘର୍ଷ ଇତି ମଧ୍ୟରେ ୨୧ ଦିନ ବିତି ଯାଇଛି। ଏହି କ୍ରମରେ ଇସ୍ରାଏଲ ହମାସଙ୍କ ଉପରେ ନୂଆ ଉପାୟରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତି କରିଛି। ଏପରିକି ଇସ୍ରାଏଲ ତାର ସୃଜନଶୀଳ ଅସ୍ତ୍ରଶସ୍ତ୍ର ପାଇଁ ବିଶ୍ବରେ…

ରଶିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେବେ କି ରତନ ଟାଟା ? ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୩୦।୧୦: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଖବର ଖୁବ ଭାଇରାଲ ହେଉଛି ଯେ, ବରିଷ୍ଠ ଭାରତୀୟ ବ୍ୟବସାୟୀ ରତନ ଟାଟା ଆଫଗାନିସ୍ତାନର କ୍ରିକେଟର ରଶିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଖବର…

ପଗଡ଼ି ଆତଙ୍କବାଦୀଙ୍କ ପ୍ରତୀକ ନୁହେଁ, କାହିଁକି ଏମିତି କହିଲେ ନ୍ୟୁୟର୍କ ମେୟର

ନ୍ୟୁୟର୍କ,୩୦।୧୦:ନିକଟରେ ଆମେରିକାରେ ଶିଖ ସମ୍ପ୍ରଦାୟ ବିରୋଧରେ ଚାଲିଥିବା ହିଂସ୍ରକ ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି ନ୍ୟୁୟର୍କ ମେୟର ଏରିକ ଆଡାମ୍ସ। ଶିଖ ପଗଡ଼ିର ଅର୍ଥ ଆତଙ୍କବାଦ ନୁହେଁ, ବରଂ ଆସ୍ଥାର ପ୍ରତୀକ ବୋଲି ସେ କହିଛନ୍ତି। ନ୍ୟୁୟର୍କରେ ଅକ୍ଟୋବର ୧୫ରେ ୧୯…

ଦିଲ୍ଲୀ ମେଟୋ ଟ୍ରେନ୍‌ରେ ଭୟଙ୍କର ଝଗଡା, ଯୁବକଙ୍କୁ ଶକ୍ତ ଚାପୁଡା ମାରିଲେ ଯୁବତୀ 

ଦିଲ୍ଲୀ ମେଟୋ ଟ୍ରେନ୍‌ ପୁଣି ଥରେ ତାହାର ଯାତ୍ରୀଙ୍କୁ ନେଇ  ଚର୍ଚ୍ଚାକୁ ଆସିଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଆପଣ ଭାବୁଥିବେ ଯାତ୍ରୀମାନେ ଏପରି କ’ଣ ଚମତ୍କାର କରିଛନ୍ତି। ତେବେ ସୋନେ କୌଣସି ଚମତ୍କାର କରି ନାହାନ୍ତି। ବଂର…

ଆତ୍ମହତ୍ୟା କଲେ ଅଭିନେତ୍ରୀ

ମାଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନ ଆତ୍ମହତ୍ୟା କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଥିବା ତାଙ୍କ ଫ୍ଲାଟରେ ସେ ଫାଶୀ ଲଗାଇଥିବା ଜଣାପଡିଛି। ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ରେଞ୍ଜୁଶା ସ୍ବାମୀ ମନୋଜଙ୍କ ସହ ସେହି ଫ୍ଲାଟରେ ରହୁଥିଲେ। ମନୋଜ ମଧ୍ୟ ଜଣେ ଅଭିନେତା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri