ବିଓବି ପକ୍ଷରୁ ନୋଟ୍ ଓ ମୁଦ୍ରା ବିନିମୟ ମେଳା
ଭୁବନେଶ୍ୱର,୩୧।୧୦ : ବ୍ୟାଙ୍କ ଅଫ୍ ବରୋଦା(ବିଓବି) ପକ୍ଷରୁ ବ୍ୟାଙ୍କ ଅଫ୍ ବରୋଦା ଜନପଥ ଶାଖା ଦ୍ୱାରା ନୋଟ୍ ଓ ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ଡ. ଦେବୀ ପ୍ରସାଦ ପଣ୍ଡା ଉଦ୍ଘାଟନ କରିଥିଲେ।…
ଟିପି ଓଡ଼ିଶା ଡିସ୍କମ୍ ପକ୍ଷରୁ ୫୩ ହଜାର ନିଯୁକ୍ତି
ଭୁବନେଶ୍ୱର,୩୧।୧୦ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଓଡ଼ିଶା ଡିସ୍କମ୍ଗୁଡ଼ିକ ପକ୍ଷରୁ ୫୩ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟକ୍ଷ ନିଯୁକ୍ତି କାର୍ଯ୍ୟକ୍ରମ ବ୍ୟତୀତ ରାଜ୍ୟରେ ଟାଟା ପାୱାର ଯୋଗାଣକାରୀଙ୍କଠାରୁ ଆରମ୍ଭକରି…
ଜିଓର ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା
ଭୁବନେଶ୍ୱର,୩୧।୧୦ : ବନ୍ୟା, ଅଗ୍ନିକାଣ୍ଡ, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୩ରେ ନିଜର ଜରୁରିକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥାକୁ…
ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କଲା ଫିଫା
ଜେନେଭା, ୩୧ା୧୦: ଫେଡେରେଶନ ଅଫ୍ ଇଣ୍ଟରନ୍ୟାଶନାଲ ଫୁଟ୍ବଲ ଆସୋସିଏଶନ୍ସ (ଫିଫା) ସୋମବାର ସ୍ପେନ ଫୁଟ୍ବଲ ମହାସଂଘର ପୂର୍ବତନ ସଭାପତି ଲୁଇସ ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କରିଛି। ମହିଳା ବିଶ୍ୱକପ୍ ଫାଇନାଲ ପରେ ଟ୍ରଫି ପ୍ରଦାନ ଉତ୍ସବ ବେଳେ ସେ ଜଣେ…
ହମାସ ଆଧୁନିକ ଯୁଗର ନାଜି, ଯୁଦ୍ଧର ସମାଧାନ ଚାହୁଁନାହିଁ: ୟୁଏନ୍ରେ ଅଭିଯୋଗ କଲା ଇସ୍ରାଏଲ
ନ୍ୟୁୟର୍କ,୩୧।୧୦: ମିଳିତ ଜାତିସଂଘରେ ଇସ୍ରାଏଲର ସ୍ଥାୟୀ ପ୍ରତିନିଧୀ ଗିଲାଦ ଏର୍ଡାନ ହମାସକୁ ତୀବ୍ର ସମାଲୋଚନା କରିଛନ୍ତି। ହମାସ ନୂତନ ଯୁଗର ନାଜି, ଏହି ଯୁଦ୍ଧର ସମାଧାନ ଚାହୁଁନାହିଁ। ବୋଲି ସେ ଅଭିଯୋଗ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକକୁ ସମ୍ବୋଧିତ…
ଲାଲ୍ଚାନ୍ଦର କୌନ ବନେଗା ଲକ୍ଷପତି କାର୍ଯ୍ୟକ୍ରମ
ଭୁବନେଶ୍ୱର,୩୧।୧୦ : ଲାଲ୍ଚାନ୍ଦର କୌନ ବନେଗା ଲକ୍ଷପତି ଲକି ଡ୍ରର ତୃତୀୟ ଦିିନରେ କଟକ ଷ୍ଟୋର୍ ପାଇଁ ଲକି ଡ୍ର କାର୍ଯ୍ୟକ୍ରମ କଟକ କ୍ଲବ୍ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେତା ଭାବେ ଜଣେ କାର୍, ଦୁଇ ଜଣ ବାଇକ୍ ଜିତିଥିବା ବେଳେ ୮…
ଭୁବନେଶ୍ୱରରେ ‘ଗୋଇଲା ବଟର ଚିକେନ୍’
ଭୁବନେଶ୍ୱର,୩୧।୧୦ : ପ୍ରସିଦ୍ଧ ମାଷ୍ଟର ସେଫ୍ ସାରାଂଶ ଗୋଇଲାଙ୍କ ସ୍ବତନ୍ତ୍ର ରେସିପିରେ ପ୍ରସ୍ତୁତ ଗୋଇଲା ବଟର ଚିକେନ୍ ଏଣିକି ଭୁବନେଶ୍ୱରରେ ମଧ୍ୟ ମିଳିବ। ସାରାଂଶ ଏବଂ ‘ଗୋଇଲା ଚିକେନ’ର ସହ ପ୍ରତିଷ୍ଠାତା ବିବେକ ସାହାଣୀଙ୍କ ଉଦ୍ୟମରେ ଏହା ରାଜଧାନୀବାସୀଙ୍କୁ ଏଣିକି ହାତପାଆନ୍ତାରେ ବିଭିନ୍ନ…
‘ଦୁର୍ନୀତିକୁ ନା କୁହନ୍ତୁ, ଦେଶ ପ୍ରତି ସମର୍ପିତ ରୁହନ୍ତୁ’
ଭୁବନେଶ୍ୱର,୩୧।୧୦ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ସତର୍କତା ସୋମବାର ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପ୍ୟାନ୍ ଇଣ୍ଡିଆ ରେଟିଂ ଆଧାରରେ ପାଳନ କରାଯିବ। ଚଳିତ…
ତନିଷ୍କର ‘ଧରୋହର କଲେକ୍ସନ’
ଭୁବନେଶ୍ୱର,୩୧।୧୦ (ଅନୁରାଧା ମହାରଣା): କାନଫୁଲ ହେଉ କି ହାର, ଚୁଡ଼ି ସବୁଥିରେ ଭାରତର ଐତିହ୍ୟ ଓ କାଳଜୟୀ ପରମ୍ପରା ଦେଖିବାକୁ ମିଳିବ। ଦୀପାବଳି ଅବସରରେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିଷ୍କ ଗ୍ରାହକଙ୍କ ପାଇଁ ‘ଧରୋହର’ କଲେକ୍ସନ ପ୍ରସ୍ତୁତ କରିଛି।…
ଟିଭିଏସ୍ ଆଇକ୍ୟୁବ୍ କିଣିଲେଣି ୨ ଲକ୍ଷ ଗ୍ରାହକ
ଭୁବନେଶ୍ୱର,୩୧।୧୦ : ଅଗ୍ରଣୀ ଟିଭିଏସ୍ ମୋଟର କମ୍ପାନୀ ପକ୍ଷରୁ ଭୁବନେଶ୍ୱରରେ ମେଗା ଡେଲିଭରି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିନକରେ ୨୦୦ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର ଗ୍ରାହକମାନଙ୍କୁ ହସ୍ତାନ୍ତର କରାଯାଇଛି। ୨୦୨୦ରେ ଟିଭିଏସ୍ ଆଇକ୍ୟୁବ୍ ଜରିଆରେ ଟିଭିଏସ୍…
ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରଶିପ ପୁରସ୍କାର
ନୂଆଦିଲ୍ଲୀ,୩୧।୧୦: ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରଶିପ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ ଫୋରମ (ୟୁଏସ୍ଆଇଏସ୍ପିଏଫ୍) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ଫୋରମ ଚେୟାରମ୍ୟାନ ଜନ ଚାମ୍ବର୍ସ ପୁରସ୍କାର…
‘ଅଙ୍କଲ ପର୍ସି’ଙ୍କୁ ଆଉ ପଡ଼ିଆରେ ଦେଖିବାକୁ ମିଳିବନି
କଲମ୍ବୋ, ୩୧ା୧୦ ଶ୍ରୀଲଙ୍କା କ୍ରିକେଟ ଦଳର ଜଣେ ଦୃଢ ସମର୍ଥକ ଭାବେ ପରିଚିତ ପର୍ସି ଆବେସେକରାଙ୍କ ପରଲୋକ ଘଟିଛି। ବିଶ୍ୱବ୍ୟାପୀ ଯେଉଁ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଖେଳିଥାଏ ତାଙ୍କର ଉପସ୍ଥିତି ଦେଖିବାକୁ ମିଳିଥାଏ। ଦେଶର ଜାତୀୟ ପତାକା ହଲାଇ ସେ ତାଙ୍କ ଖେଳାଳିମାନଙ୍କୁ…
Archives


