ପିଆଜର ମୂଲ୍ୟ ବୃଦ୍ଧି ମଧ୍ୟରେ ସରକାର ନେଇଛନ୍ତି ଆଉ ଏକ ପଦକ୍ଷେପ, ହ୍ରାସ ପାଇବ ମୂଲ୍ୟ!
ନୂଆଦିଲ୍ଲୀ,୩୧।୧୦: ଦେଶର ଅନେକ ରାଜ୍ୟରେ ପିଆଜ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀ ଏନସିଆର ସମେତ ଅନେକ ସହରରେ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୮୦ ଟଙ୍କାରେ ବିକ୍ରି ହେଉଛି। ଗତ ସପ୍ତାହରୁ ପିଆଜର ମୂଲ୍ୟ ଦ୍ୱିଗୁଣିତ ହୋଇଛି।…
ଡିଜେ ପଛରେ ନାଚୁଥିଲେ ଲୋକେ ହଠାତ ଗଳିପଡ଼ିଲା ସବୁ ସ୍ପିକର
ବିବାହ ହେଉ କିମ୍ବା ପାର୍ଟି, ପୂଜା ହେଉ ଅବା ପାର୍ବଣ ଏ ସବୁ କାର୍ଯ୍ୟରେ ଡିଜେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି। ଯେ କୌଣସି ଶୋଭାଯାତ୍ରା ସମୟରେ ପିଲା ଡିଜେ ପଛରେ ନାଚନ୍ତି। ଉତ୍ତରପ୍ରଦେଶର ଆଜମଗଡର ଏକ ଅଞ୍ଚଳ ଦେଇ…
ଷ୍ଟାଚ୍ୟୁ ଅଫ ୟୁନିଟିରେ ପହଞ୍ଚି ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ଭୋପାଳ,୩୧।୧୦: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଜୁରାଟ ଗସ୍ତର ଦ୍ୱିତୀୟ ଦିନ। ମଙ୍ଗଳବାର ସକାଳେ ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ସେ କେବାଡିଆରେ ଷ୍ଟାଚ୍ୟୁ ଅଫ ୟୁନିଟିରେ ପହଞ୍ଚିଛନ୍ତି। ଏଠାରେ ସେ ଦେଶର ପ୍ରଥମ ଗୃହମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।…
ମନୋଜଙ୍କ ଉପରୁ ବାସନ୍ଦ ଉଠିବନି
ଭୁବନେଶ୍ୱର, ୩୧।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦକୁ ନେଇ ଓଲିଉଡ଼ରେ ବଢୁଥିବା ବିବାଦ ସମାଧାନର କୌଣସି ବାଟ ବାହାରିପାରୁନି। ଆଲୋଚନା ବଦଳରେ କେବଳ ବୟାନବାଜି ଚାଲୁଥିବାରୁ ସ୍ଥିତି ଆହୁରି ବିଗିଡି ଯାଉଛି। ଏପରିସ୍ଥିତିରେ ସୋମବାର କୋଶଲ ରାଏଜ୍ ମିଲିତ୍ କ୍ରିୟାନୁଷ୍ଠାନ କମିଟି…
୨ ହହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ସାଧାରଣ ଲୋକଙ୍କୁ ଢାଲ
ଭୁବନେଶ୍ୱର,୩୧।୧୦(ସତ୍ୟଜିତ୍ ରାଉତ):୨ ହଜାର ଟଙ୍କିଆ ନୋଟ୍କୁ ପ୍ରତ୍ୟାହାର କରିବା ପାଇଁ ମେ’୧୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ନିଷ୍ପତ୍ତି ନେଇଥିଲା। ଏହି ବଡ଼ ନୋଟ୍କୁ ମେ’୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ଦେଇ ଅନ୍ୟ ନୋଟ୍ଗୁଡ଼ିକୁ ନିଆଯାଇପାରିବ ବୋଲି କୁହାଯାଇଥିଲା। ପରବର୍ତ୍ତୀ…
ରହସ୍ୟରେ ଲିଭ୍ ଇନ୍ ପାର୍ଟନରଙ୍କ ଆତ୍ମହତ୍ୟା
ଭୁବନେଶ୍ୱର,୩୧।୧୦(ସତ୍ୟଜିତ୍ ରାଉତ):ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀନଗର ମୁସଲିମ୍ ବସ୍ତିର ଏକ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଲିଭ୍ ଇନ୍ ପାର୍ଟନରଙ୍କ ମୃତଦେହକୁ ସୋମବାର ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ପୋଲିସ ଜବତ କରିଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଶୁଭସ୍ମିତା ନାୟକ…
ସାବତମା’ ମାଡ଼ରେ ଝିଅ, ପୁଅ ଗୁରୁତର
ଆଠଗଡ଼,୩୧।୧୦(ସତ୍ୟ ପ୍ରସାଦ ରଥ):କଟକ ଜିଲା ଆଠଗଡ଼ରେ ସାବତମା’ ମାଡ଼ରେ ପୁଅ, ଝିଅ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ଭାଇ,ଭଉଣୀଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ସାବତମା’ଙ୍କୁ ନେଇ ଆଠଗଡ଼ ଥାନାରେ ଅଟକ ରଖିଛି। ୪…
ଲିଓନ୍ ଫୁଟବଲ୍ ଟିମ୍ ବସ୍ ଉପରେ ଆକ୍ରମଣ
ପ୍ୟାରିସ୍,୩୧ା୧୦: ଫ୍ରାନ୍ସର ଫୁଟବଲ୍ କ୍ଲବ୍ ଲିଓନ୍ର ଟିମ୍ ବସ୍ ଉପରେ ଆକ୍ରମଣ ଘଟଣାରେ ପୋଲିସ୍ ୯ ଜଣଙ୍କୁ ଅଟକ ରଖିଛି। ଏହା ସହିତ ଅନ୍ୟ ଆକ୍ରମଣକାରୀଙ୍କ ସନ୍ଧାନରେ ରହିଛି ପୋଲିସ୍। ଏହି ଆକ୍ରମଣରେ କୋଚ୍ ଫାବିଓ ଗ୍ରୋସୋଙ୍କ ମୁଣ୍ଡ ଫାଟି ଯାଇଥିବା…
ନୂଆ ରାଜ୍ୟପାଳଙ୍କୁ ସ୍ବାଗତ, ଆଜି ଶପଥ
ଭୁବନେଶ୍ୱର, ୩୧ା୧୦(ଅସମାପିକା ସାହୁ):ଶପଥ ନେବାର ଦିନକ ପୂର୍ବରୁ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ସୋମବାର ଭୁବନେଶ୍ୱରସ୍ଥିତ ରାଜଭବନରେ ପହଞ୍ଚତ୍ଛନ୍ତି। ରାଜ୍ୟପାଳଙ୍କ ସମେତ ୧୦୦ରୁ ଅଧିକ ଅତିଥି ଆସିଛନ୍ତି। ରାଜଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କୁ…
ଭୁବନେଶ୍ୱର ଦଳଗତ ଚାମ୍ପିୟନ
ଭୁବନେଶ୍ୱର, ୩୧।୧୦(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ସବ୍ଜୁନିୟର କରାଟେ ପ୍ରତିଯୋଗିତା ଶେଷ ହୋଇଛି। ଉତ୍କଳ କରାଟେ ସ୍କୁଲ ପରିସରରେ ଗତ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ଭୁବନେଶ୍ୱର ଦଳଗତ ଚାମ୍ପିୟନ ହୋଇଛି।…
ସିମ୍ଫୋନି ଲିମିଟେଡ୍ର ଦ୍ୱିତୀୟ ତ୍ରୈମାସ ଫଳାଫଳ
ଭୁବନେଶ୍ୱର,୩୧।୧୦ : ପ୍ରମୁଖ ଏୟାରକୁଲର କମ୍ପାନି ସିମ୍ଫୋନି ଲିମିଟେଡ୍ ପକ୍ଷରୁ ଦ୍ୱିତୀୟ ତ୍ରୈମାସ ଫଳାଫଳ ଘୋଷଣା କରାଯାଇଛି। କମ୍ପାନି ୨୭୫ କୋଟି ଟଙ୍କାର ମୋଟ ପରିଚାଳନା ରାଜସ୍ବ ହାସଲ କରିଛି। ମୋଟ ମାର୍ଜିନ୍ ୧୫.୫ ପ୍ରତିଶତ ରହିଛି। ଘରୋଇ ବଜାରରେ ଏହାର ବିକ୍ରି…
ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ହିନ୍ଦୀ ପକ୍ଷ ସମାରୋହ
ଭୁବନେଶ୍ୱର,୩୧।୧୦ : ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ହଲ୍ଠାରେ ହିନ୍ଦୀ ପକ୍ଷ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର କ୍ଷେତ୍ରର ବିଭିନ୍ନ ଶାଖା ଓ କାର୍ଯ୍ୟାଳୟଗୁଡିକର କର୍ମଚାରୀମାନେ ନିଜ ନିଜର ପରିବାର…
Archives


