Home Left

ଆଠ ଫୁଟ ଉଚ୍ଚ ସୁବର୍ଣ୍ଣ ସିଂହାସନରେ ବସିବେ ପ୍ରଭୁ ଶ୍ରୀରାମ: ୧୫ ଡିସେମ୍ବର ସୁଦ୍ଧା ଶେଷ ହେବ ସିଂହାସନ କାର୍ଯ୍ୟ

ଅଯୋଧ୍ୟା,୩୧।୧୦: ନୂତନ ମନ୍ଦିରରେ ଭଗବାନ ଶ୍ରୀ ରାମ ଆଠ ଫୁଟ ଉଚ୍ଚ ସୁବର୍ଣ୍ଣ ସିଂହାସନରେ ବସିବେ। ଏଥିପାଇଁ ରାଜସ୍ଥାନରେ ଏକ ମାର୍ବଲ ସିଂହାସନ ପ୍ରସ୍ତୁତ କରାଯାଉଛି। ଏହି ସିଂହାସନ ସୁନାରେ ଆବୃତ ହେବ। ଏହା ୧୫ ଡିସେମ୍ବର ସୁଦ୍ଧା ଅଯୋଧ୍ୟାରେ ପହଞ୍ଚିବ।…

କଙ୍ଗନାଙ୍କ ସହ ଫିଲ୍ମ‘ତେଜସ’ ଦେଖିବେ ଯୋଗୀ ଆଦିତ୍ୟନାଥ

ମୁମ୍ବାଇ/ଲକ୍ଷ୍ନୌ,୩୧।୧୦: ଅକ୍ଟୋବର ୩୧, ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ ‘ତେଜସ’ ଦେଖିବେ। ଏହି ସମୟରେ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଉପସ୍ଥିତ ରହିବେ। କଙ୍ଗନାଙ୍କ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ ଲୋକ ଭବନ ଅଡିଟୋରିୟମରେ…

କନ୍ଦାଇଲାଣି ପିଆଜ, ଦିଲ୍ଲୀ ରିଟେଲ ମାର୍କେଟରେ କିଲୋ ପ୍ରତି ଦାମ ୭୮ ଟଙ୍କା

ନୂଆଦିଲ୍ଲୀ,୩୧।୧୦: ପିଆଜ ଦର ଏବେ ଲୋକଙ୍କ ଆଖିରୁ ଲୁହ ଆଣିଲାଣି। ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀ ଏନସିଆରର ଖୁଚୁରା ବଜାରରେ ପିଆଜର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୭୮ ଟଙ୍କାରେ ପହଞ୍ଚିଛି। ଉପଭୋକ୍ତା ବ୍ୟାପାର ବିଭାଗର ମୂଲ୍ୟ ମନିଟରିଂ ଡିଭିଜନ ଅନୁଯାୟୀ,…

କ୍ୟାପିଟାଲ ହସ୍ପିଟାଲରୁ ଚୋରି କରି ରଙ୍ଗ ମିସ୍ତ୍ରୀ ଗିରଫ

ଭୁବନେଶ୍ୱର,୩୦।୧୦: କ୍ୟାପିଟାଲ ହସ୍ପିଟାଲ ପରିସରରୁ ତମ୍ବା ତାର ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ରଙ୍ଗମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ୟୁନିଟ-୬ରେ ରହୁଥିବା ବୌଦ୍ଧର ପ୍ରତାପ ସେଠୀ। ତାଙ୍କଠାରୁ ୪୦ ଚୋରି ତାର ଜବତ ହୋଇଛି।…

୩୧ରେ ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର, ୨୯।୧୦: ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଆଗାମୀ ୩୧ ତାରିଖରେ ଶପଥ ଗ୍ରହଣ କରିବେ। ସୂଚନାନୁସାରେ, ନୂଆ ରାଜ୍ୟପାଳ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଶପଥ ନେବେ। ରବିବାରରେ ସେ ଝାଡ଼ଖଣ୍ଡରୁ…

ନାଚ ଓଡ଼ିଶା ନାଚରେ ଗଞ୍ଜାମର ଆଦ୍ୟାଶା ପ୍ରଥମ

ଗଞ୍ଜାମ,୩୦ା୧୦(ବିଦ୍ୟାଧର ସାହୁ): ସିଦ୍ଧାର୍ଥ ଟିଭିରେ ଚାଲିଥିବା ନାଚ ଓଡ଼ିଶା ନାଚ ଜୁନିୟର ସିଜନ୍‌ -୨ ନୃତ୍ୟ ପ୍ରତିଯୋଗିତାରେ ଗଞ୍ଜାମର ଆଦ୍ୟାଶା ପ୍ରିୟଦର୍ଶୀନୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗଞ୍ଜାମ ବ୍ଲକ ସୁବଳୟା ଗ୍ରାମର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ବିଭୁ ପ୍ରସାଦ…

ବିଡ୍‌ ଜିଲାରେ ଧାରା ୧୪୪ ଲାଗୁ, ମରାଠା ସଂରକ୍ଷଣକୁ ନେଇ ଉତ୍ତେଜନା ମଧ୍ୟରେ ନିଆଗଲା ନିଷ୍ପତ୍ତି

ମୁମ୍ବାଇ,୩୦।୧୦: ବିଡ୍‌ ଜିଲାରେ ମରାଠା ସଂରକ୍ଷଣକୁ ନେଇ ତୀବ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଧାରା ୧୪୪ ଲାଗୁ କରାଯାଇଛି। ସୋମବାର ବିକ୍ଷୋଭକାରୀଙ୍କ ବିରୋଧ ହିଂସାତ୍ମକ ରୂପ ନେଇଛି। ପୋଲିସ କହିଛି ଯେ ବିକ୍ଷୋଭକାରୀମାନେ ମହାରାଷ୍ଟ୍ରର ତିନିଜଣ ବିଧାୟକଙ୍କ ଘର, କାର୍ଯ୍ୟାଳୟରେ ନିଆଁ…

ମାସକ ଭିତରେ ଜିଏସ୍‌ଏସ୍‌ଓ୍ବାଇ ମେଧାବୃତ୍ତି ଆବେଦନ ପଠାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୩୦।୧୦(ଅସମାପିକା ସାହୁ): ଗତ ଦୁଇବର୍ଷ ହେଲା ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା(ଜିଏସ୍‌ଏସ୍‌ଓ୍ବାଇ) ମେଧାବୃତ୍ତି ଆବେଦନ ଜିଲାସ୍ତରରେ ପଡ଼ିରହିଛି। ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ଏକମାସ ଭିତରେ ୨୦୨୧-୨୨ ଏବଂ ୨୦୨୨-୨୩ ଶିକ୍ଷାବର୍ଷର ଆବେଦନକୁ ବିଭାଗ ନିକଟକୁ…

ବିଆରଏସ୍‌ ଏମ୍‌ପିଙ୍କ ଉପରେ ଆକମ୍ରଣକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଓୱାଇସି

ନୂଆଦିଲ୍ଲୀ,୩୦।୧୦: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ଏମ୍‌ପି କେ. ପ୍ରଭାକର ରେଡ୍ଡୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବୟାନବାଜି ଜାରି ରହିଛି। ଏହି ସମୟରେ ଅଲ ଇଣ୍ଡିଆ ମଜଲିସ-ଇ-ମୁସଲିମିନ(ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ସୋମବାର ଅଭିଯୋଗ କରିଛନ୍ତି, ଏହା ପଛରେ କଂଗ୍ରେସ…

‘ଦି ଲେଡି କିଲର’ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡେନକର ଏବଂ ଅଭିନେତା ଅର୍ଜୁନ କପୁର ତାଙ୍କ ଆଗାମୀ ଫିଲ୍ମ ‘ଦି ଲେଡି କିଲର’କୁ ନେଇ କିଛିଦିନ ହେବ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସୋମବାର ଦୁହିଁଙ୍କ ଅଭିନୀତ ଏହି ସିନେମାର ଟ୍ରେଲର ରିଲିଜ୍‌ ହୋଇଛି। ଏହାକୁ…

ଡାର୍କ ୱେବରେ ବିକ୍ରି ହୋଇଗଲା ୮୧.୫ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ: ରିପୋର୍ଟ

ନୂଆଦିଲ୍ଲୀ,୩୦/୧୦: ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ପାଖରେ ଥିବା ୮୧.୫ କୋଟି ଭାରତୀୟଙ୍କର ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବରେ ବିକ୍ରି ହୋଇଯାଇଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେପରିକି ଆଧାରକାର୍ଡ଼, ପାସପୋର୍ଟ ତଥ୍ୟ, ଫୋନ୍ ନମ୍ବର ଏବଂ ଠିକଣା ଆଦି ତଥ୍ୟ ବିକ୍ରି…

ଅନାଥାଶ୍ରମରୁ ଆଣିଥିବା ପୁଅକୁ ବିବାହ କଲେ ମା’

ମସ୍କୋ: ଭଲପାଇବା କେତେବେଳେ କାହା ସହିତ ହେବ ତାହା କହିବା କଷ୍ଟ। ନିକଟରେ ଏପରି ଏକ ଭଲପାଇବା ଦେଖିବାକୁ ମିଳିଛି, ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏଭଳି ଘଟିଛି। ଜଣେ ମହିଳା ତାଙ୍କ ୩୧ ବର୍ଷର ପାଳିତ ପୁଅକୁ ବିବାହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri