Home Left

ହାତରେ ବନ୍ଧୁକ ଧରି ନଜର ଆସିଲେ କରୀନା

ମୁମ୍ବାଇ: ଅଜୟ ଦେବଗନ, ଦୀପିକା ପାଦୁକୋନ, ଅକ୍ଷୟ କୁମାର ଏବଂ ରଣବୀର ସିଂଙ୍କ ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛି। ଗତ ମାସରେ ଏହି ଷ୍ଟାର୍‌ମାନେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ ଶୁଟିଂ ଆରମ୍ଭ କରିଥିଲେ। ଯାହାର…

ନେଦରଲାଣ୍ଡ୍ସକୁ ବିଶାଳ ଟାର୍ଗେଟ୍‌ ଦେଲା ଇଂଲଣ୍ଡ

ପୁଣେ,୮।୧୧: ବିଶ୍ୱକପ ୨୦୨୩ର ୪୦ତମ ମ୍ୟାଚରେ ଇଂଲଣ୍ଡ ଏବଂ ନେଦରଲାଣ୍ଡ୍ସ ମଧ୍ୟରେ ପୁଣେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୫୦ ଓଭରରେ ୯ ଉଇକେଟ…

ମାକ୍ସଓ୍ବେଲ୍‌ଙ୍କ ସଫଳତାର ରାଜ୍‌ ଖୋଲିଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୮।୧୧:ଆଫଗାନିସ୍ତାନ ବିପକ୍ଷରେ ଗ୍ଲେନ ମ୍ୟାକ୍ସୱେଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୧୨୮ ବଲରେ ୨୦୧ ରନ ସଂଗ୍ରହ କରିଥିଲେ। ସେ ନିଜ ଇନିଂସରେ ୨୧ ଚୌକା ଓ ୧୦ ଛକା ମାରିଥିଲେ। ଏହି ଇନିଂସକୁ ଅନେକ ମହାନ କ୍ରିକେଟର ପ୍ରଶଂସା…

କପାଳରେ ପ୍ରେମିକଙ୍କ ନାଁରେ ଟାଟୁ କଲେ ଯୁବତୀ, କହିଲେ ଏହା ପଛର କାରଣ…

ଆଜିକାଲି ପ୍ରେମିକା-ପ୍ରେମିକ ପ୍ରେମ ପାଇଁ କିଛି ବି କରିବାକୁ ପଛାଉ ନାହାନ୍ତି। ପ୍ରେମିକା ହୁଅନ୍ତୁ କି ପ୍ରେମିକ ସେମାନଙ୍କର ସ୍ନେହ ଏବଂ ପ୍ରେମ ପ୍ରକାଶ କରିବାକୁ ଅନନ୍ୟ ଉପାୟ ଖୋଜନ୍ତି। ବ୍ରିଟେନର ଜଣେ ଯୁବତୀ ପ୍ରେମିକଙ୍କ ନାମକୁ ତାଙ୍କ କପାଳରେ ସ୍ଥାୟୀ…

କଲମ କାଢି ଲେଖନ୍ତୁ, କୃଷକଙ୍କ ଋଣ ହେବ ଛାଡ଼: ରାହୁଲ ଦେଲେ ପ୍ରତିଶ୍ରୁତି

ରାୟପୁର,୮।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଛତିଶଗଡର ସୁରଗୁଜାଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଛତିଶଗଡର ଚାଷୀଙ୍କୁ ଋଣ ଛାଡ ପ୍ରତିଶ୍ରୁତି ଦେବା ସହ ସେ କେନ୍ଦ୍ର ଭାଜପା ସରକାରଙ୍କୁ ନିନ୍ଦା କରିଛନ୍ତି। ରାହୁଲ ଗାନ୍ଧୀ…

ଜନ୍ମ ନିୟନ୍ତ୍ରଣ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟାର୍ଗେଟରେ ନୀତୀଶ କୁମାର, କହିଲେ-‘କେତେ ତଳକୁ ଖସିଯିବେ’

ମଧ୍ୟପ୍ରଦେଶ,୮।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ଜନ୍ମ ନିୟନ୍ତ୍ରଣ ମନ୍ତବ୍ୟ ଉପରେ ଆକ୍ରମଣ କରି ଲଜ୍ଜିତ ହେବା ଉଚିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଅହଂକାରୀ ଗଠବନ୍ଧନର ଜଣେ ବଡ ନେତା, ଯିଏ…

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ, ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୮।୧୧: ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ। ବୁଧବାର ସେ ବାଚସ୍ପତିଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ରଜନୀକାନ୍ତ ଅନୁଗୋଳରୁ ବିଧାୟକ ଥିବା ବେଳେ ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିବା କହିଛନ୍ତି। ଆସନ୍ତା ବର୍ଷ ସାଧାରଣ…

ଗୋଟିଏ ଘଣ୍ଟାରେ ଏହି ମହିଳା କମାନ୍ତି ୪ ଲକ୍ଷ ଟଙ୍କା, ଜାଣନ୍ତୁ ରୋଜଗାରର ତରିକା

ଆଜିର ସମୟରେ ସମସ୍ତେ ଅଧିକ ଟଙ୍କା ରୋଜଗାର କରିବାକୁ ଆଶା କରୁଛନ୍ତି। ଟଙ୍କା ରୋଜଗାର କରିବା ସହଜ, କିନ୍ତୁ ଏଥିପାଇଁ ଅନେକ ମୁଣ୍ଡ ଖର୍ଚ୍ଚ କରିବାକୁ ପଡ଼େ। ଗୋଟିଏ ପଟେ ଲୋକମାନେ କଠିନ ଅଧ୍ୟୟନ କରନ୍ତି, ପରୀକ୍ଷା ଦିଅନ୍ତି ଏବଂ ତା’ପରେ…

ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ଭାରତର ଦବ୍‌ଦବା: ବ୍ୟାଟିଂରେ ଶୁଭମନ, ବୋଲିଂରେ ସିରାଜ ନମ୍ବର-୧

ନୂଆଦିଲ୍ଲୀ,୮।୧୧: ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ବହୁତ ଭଲ ଫର୍ମରେ ଅଛି। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଭାରତ ସମସ୍ତ ମ୍ୟାଚ ଜିତିଛି। ଦଳର ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି। ଲଗାତର ୮ଟି ମ୍ୟାଚ ଜିତିବା ପରେ ଟିମ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ…

ଶିକାର ବଦଳରେ ସାମ୍ନାକୁ ଆସିଗଲା ବିଶାଳକାୟ ସାପ, ଭୟରେ ଥରହର ହେଲା କୁମ୍ଭୀର; ଭାଇରାଲ ଭିଡିଓ ଦେଖିଲେ…

ଜନ୍ତୁ ମଧ୍ୟରେ କୁମ୍ଭୀରକୁ ସବୁଠାରୁ ଘାତକ ଶିକାରୀ ଭାବେ ଗଣାଯାଏ। ଏହା ସମ୍ମୁଖକୁ ଆସିବାକୁ ଜଙ୍ଗଲର ରାଜା ସିଂହଠାରୁ ଆରମ୍ଭ କରି ବଡ଼ ବଡ଼ ଜନ୍ତୁ ଆସିବାକୁ ସାହସ କରି ନ ଥାନ୍ତି। ବିଶେଷକରି ପାଣିରେ କୁମ୍ଭୀରର ଶକ୍ତି ଅଧିକ ବଢ଼ିଯାଇଥାଏ।…

ମହାପ୍ରୟାଣ ଗାଡ଼ିକୁ ଫେରାଇ ନେଉଥିଲା ପ୍ରଶାସନ, ବିରୋଧ କଲେ ଲୋକେ

ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରୁ ଏକ ମହାପ୍ରୟାଣ ଗାଡ଼ିକୁ ଜିଲା ମୁଖ୍ୟାଳୟକୁ ବୁଧବାର ଅପରାହ୍ନରେ ଫେରାଇ ନେଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରି ଗାଡ଼ି ସମ୍ମୁଖରେ ଛିଡ଼ା ହୋଇଥିଲେ। ଖବର ପାଇ ପାଟଣା…

ଏଠାକାର ମହିଳା କରନ୍ତି ଅତ୍ୟଧିକ ମଦ୍ୟପାନ, ଥରକେ ୬ ପେଗ୍‌…

ଲଣ୍ଡନ,୮।୧୧ : ମଦ୍ୟପାନ ବିଷୟରେ ସବୁବେଳେ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ବାହାରକୁ ଆସୁଛି । ବେଳେବେଳେ ଏହା ନୂଆ ବର୍ଷ ଏବଂ ବେଳେବେଳେ ଏହା ଉତ୍ସବର ଋତୁରେ ହେଉଛି। ଲୋକମାନେ କୋଟି କୋଟି ଟଙ୍କା ମୂଲ୍ୟର ମଦ୍ୟପାନ କରିଥାନ୍ତି। ବର୍ତ୍ତମାନ ଏକ ରିପୋର୍ଟରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri