ପ୍ରିୟଙ୍କା-ଏନ୍ସିଡବ୍ଲ୍ୟୁ ମୁଖ୍ୟ ବାକ୍ଯୁଦ୍ଧ
ମୁମ୍ବାଇ,୯ା୧୧: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନାରୀଶିକ୍ଷାର ଗୁରୁତ୍ୱ ସମ୍ପର୍କିତ ନୀତୀଶ କୁମାରଙ୍କ ମନ୍ତବ୍ୟକୁ ନେଇ ଶିବସେନା (ୟୁବିଟି) ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ଏବଂ ଏନ୍ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ଶର୍ମାଙ୍କ ମଧ୍ୟରେ ବାକ୍ଯୁଦ୍ଧ ହୋଇଛି। ଜଣେ ଶିକ୍ଷିତ ମହିଳା ନିଜ…
ରୁଷୀୟ କଳାକାରଙ୍କୁ ୮ ବର୍ଷ ଜେଲ
ମସ୍କୋ,୯ା୧୧: ମସ୍କୋର ୟୁକ୍ରେନ୍ ଯୁଦ୍ଧକୁ ବିରୋଧ କରିଥିବା ଜଣେ ରୁଷୀୟ କଳାକାରଙ୍କୁ ବୁଧବାର ୮ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ୩୩ ବର୍ଷୀୟା ରୁଷୀୟ କଳାକାର ତଥା ମ୍ୟୁଜିସିଆନ୍ ଆଲେକ୍ଜାଣ୍ଡ୍ରା (ସାଶା) ସ୍କୋଚିଲେଙ୍କୋ ୨୦୨୨ ମାର୍ଚ୍ଚ ୩୧ରେ ଯୁଦ୍ଧ ବିରୋଧୀ ବିକ୍ଷୋଭ…
ରାଉରକେଲାରେ ବୃଦ୍ଧି ହେଉଛି ଆବର୍ଜନାଜନିତ ପ୍ରଦୂଷଣ
ରାଉରକେଲା, ୯ା୧୧(ବିପ୍ଳବରଞ୍ଜନ ଦାଶ): ଦିନକୁ ଦିନ ସ୍ମାର୍ଟସିଟି ରାଉରକେଲାରେ ଜନବସତି ବଢି ଚାଲିଛି। ଜନସଂଖ୍ୟା ବୃଦ୍ଧି ସହ ଅଳିଆ ଆବର୍ଜନା ମାତ୍ରା ବି ବୃଦ୍ଧି ପାଇବାକୁ ଲାଗିଛି। ସହରକୁ ଆବର୍ଜନା ଜନିତ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଆର୍ଏମ୍ସି ତରଫରୁ ବାର୍ଷିକ…
ବିଶ୍ୱରେ ୭୫ ଲକ୍ଷ ଟିବି ଆକ୍ରାନ୍ତ : ନିରାକରଣରେ ଓଡ଼ିଶା ଦ୍ବିତୀୟ
ଜେନେଭା,୯ା୧୧: ୨୦୨୨ରେ ବିଶ୍ୱର ପ୍ରାୟ ୭.୫ ନିୟୁତ (୭୫ ଲକ୍ଷ) ଲୋକ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇଥିଲେ। ଟ୍ୟୁବରକୁଲୋସିସ୍ (ଟିବି)କୁ ନେଇ ୧୯୯୫ରେ ତଥ୍ୟ ସଂଗ୍ରହ ଆରମ୍ଭ ହେବା ପରଠୁ ଏହା ସର୍ବାଧିକ ବୋଲି ବୁଧବାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ…
ପରବ ଉତ୍ସବ ସ୍ଥାନକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କୋରାପୁଟ, ୯ା୧୧ (ଅମିତାଭ ବେହେରା): ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ କୋରାପୁଟ ଜିଲାର ଆଦିବାସୀ ଉତ୍ସବ ‘ପରବ’ ପାଳନକୁ ନେଇ ବୁଧବାର ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଗତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିଥିବା ଏହି…
ଧାନ ଥୋଡ଼ ସମୟରେ ଜମି ଶୁଖିଲା
ଜଟଣୀ, ୯।୧୧(ରବୀନ୍ଦ୍ର ନାଥ ମହାକୁଡ଼)ଚଳିତବର୍ଷ କମ୍ ପରିମାଣର ବର୍ଷା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ଚାଷୀକୂଳ ଉପରେ ପଡ଼ିଛି। ଜଟଣୀ ବ୍ଲକ ଅଧୀନ ବେଣାପଞ୍ଜରୀ ଅଞ୍ଚଳରେ ଧାନକ୍ଷେତରେ ପାଣି ଅଭାବରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଧାନଥୋଡ଼ ବାହାରି…
ପରିବେଶ, ପକ୍ଷୀ ସୁରକ୍ଷା ବାର୍ତ୍ତା ଦେଉଛନ୍ତି ଗୋପାଳକୃଷ୍ଣ
ଖୋର୍ଦ୍ଧା, ୯ା୧୧(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଶ୍ରୀରାମନଗର ହାଉସିଂବୋର୍ଡ କଲୋନିର ଗୋପାଳକୃଷ୍ଣ ଦାସ ଜଣେ ପକ୍ଷୀପ୍ରେମୀ ଓ ପରିବେଶ ସୁରକ୍ଷା ପ୍ରତି ସମର୍ପିତ ବ୍ୟକ୍ତିତ୍ୱ। ସେ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ଦେବା ସହ ପକ୍ଷୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଘର ଛାତ…
ସଫେଇ କାର୍ଯ୍ୟରେ ଛାତ୍ର ନିୟୋଜିତ, ଭିଡିଓ ଭାଇରାଲ
ଯୋଡ଼ା,୯ା୧୧(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଭୂୟାଁ ରୋଇଡ଼ା ପଞ୍ଚାୟତ ଅନ୍ତର୍ଗତ କୋଲରୋଇଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ରମାନଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟର…
ନାଇଟ ପାର୍ଟିରେ ଓ୍ବାଇଫ୍ ସ୍ବାପିଂ, ସୋସିଆଲ ମିଡିଆ ବିଜ୍ଞାପନରେ କମିଶନ ନେଇ ଚାଲିଥିଲା କାରବାର, ୮ ଗିରଫ…
ଚେନ୍ନାଇ,୯।୧୧ : ଚେନ୍ନାଇ ପୋଲିସ ଏକ ବଡ଼ ଅପରାଧ ରାକେଟର ପର୍ଦ୍ଦାଫାଶ କରିଛି। ଏଠାରେ ସୋସିଆଲ ମିଡିଆରେ ବିଜ୍ଞାପନ ମାଧ୍ୟମରେ ଓ୍ବାଇଫ୍ ସ୍ବାପିଂ କାର୍ଯ୍ୟ କରାଯାଉଥିଲା। ଚେନ୍ନାଇ ସମେତ କୋଏମ୍ବାଟୁର, ମଦୁରାଇ, ସାଲେମ ଏବଂ ଏରୋଡ ଅଞ୍ଚଳରେ ଗତ ଆଠ ବର୍ଷ…
ଅବଧି ପରେ ବି କାମ ସରୁନି
ବ୍ରହ୍ମପୁର,୯ା୧୧(ସ୍ମୃତି ରଞ୍ଜନ ମହାଲିକ)ସହରର ବିଭିନ୍ନ ୱାର୍ଡରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟ ୧୦୦ ଦିନ ମଧ୍ୟରେ ସାରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିିଇଏମ୍ସି) ପକ୍ଷରୁ କାଉନସିଲ ବୈଠକରେ ଯନ୍ତ୍ରୀଙ୍କୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି। ଏହି ମର୍ମରେ ନିଗମର ୱାର୍ଡଗୁଡିକରେ ଯୁଦ୍ଧକାଳୀନ…
ମାଟି ବଦଳରେ ଇଲେକ୍ଟ୍ରି ଦୀପ,ଚିନ୍ତାରେ କୁମ୍ଭକାର ପରିବାର
ପାରଳାଖେମୁଣ୍ଡି, ୯ା୧୧ (ଗିରିଧାରୀ ପରିଛା):ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକର ସଜା ସହିତ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଜାଳି ଶୁଭକାମନା କରନ୍ତି ଲୋକେ। ସମୟ ବଦଳିବା ସହ ଗ୍ରାହକଙ୍କ ଚାହିଦା ମଧ୍ୟ ବଦଳୁଛି। ଏବେ ମାଟି ଦୀପର…
ଢେଙ୍କାନାଳରୁ ମେଲାଣି ନେଲେ ମା’
ଢେଙ୍କାନାଳ,୯ା୧୧(ରତନ ନାୟାର)ଢେଙ୍କାନାଳରୁ ବୁଧବାର ମେଲାଣି ନେଇଛନ୍ତି ମା’ ଲକ୍ଷ୍ମୀ। ସକାଳୁ ଆରମ୍ଭ ହୋଇଥିବା ମା’ଙ୍କ ଏହି ବିଦାୟ ପର୍ବ ବିଳମ୍ବିତ ରାତି ଯାଏ ଚାଲିଥିଲା। ପ୍ରସିଦ୍ଧ ଲକ୍ଷ୍ମୀପୂଜାର ଏହି ଅନ୍ତିମ ଉତ୍ସବ ଭସାଣି ଶୋଭାଯାତ୍ରା ବେଶ୍ ଆନନ୍ଦ ଉଲ୍ଲାସ ଓ ଆଡ଼ମ୍ବର…
Archives


