ଟାଙ୍ଗୀ ବନାଞ୍ଚଳରେ ୨୬ ହାତୀ, ଭୟରେ ଚାଷୀ
ନିରାକାରପୁର,୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ବର୍ଷା ଶୀଘ୍ର ଉଭାନ ଯୋଗୁ ଚାଷୀ ଭିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଧାନଚାଷ କରିଥିବା ବେଳେ ଠିକ୍ ଧାନ ହେବା ସମୟକୁ ହାତୀଙ୍କ ଉତ୍ପାତ ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା…
ଜଳିଗଲା ବସ୍: ଦୁଇ ମୃତ, ଝରକା ଡେଇଁ ଜୀବନ ବଞ୍ଚାଇଲେ ଅନେକ ଯାତ୍ରୀ
ନୂଆଦିଲ୍ଲୀ,୮ା୧୧: ଦିଲ୍ଲୀକୁ ଲାଗିଥିବା ସାଇବର ସିଟି ଗୁରୁଗ୍ରାମରେ ଏକ ଚଳନ୍ତା ବସରେ ନିଆଁ ଲାଗି ଯାଇଛି। ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ଦୁଇ ଜଣ ଲୋକେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ତୁରନ୍ତ…
ନେଦରଲାଣ୍ଡକୁ ହରାଇ ସପ୍ତମ ସ୍ଥାନରେ ପହଞ୍ଚିଲା ଇଂଲଣ୍ଡ
ପୁଣେ,୮।୧୧: ବିଶ୍ୱକପ୍ର ଏକ ମ୍ୟାଚ୍ରେ ଇଂଲଣ୍ଡ ୧୬୦ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୮ଟି ମ୍ୟାଚ୍ରେ ୨ଟି ମ୍ୟାଚ୍ ଜିତି ଚାରି ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡ ଦଳ…
ଛତିଶଗଡ଼ ନିର୍ବାଚନ ପାଇଁ ବରଗଡ଼ରେ ବନ୍ଦ ହେବ ମଦ ଦୋକାନ
ବରଗଡ଼,୮ା୧୧(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ ତାରିଖ ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ଅନୁଯାୟୀ, ମତଦାନର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ଆସନ୍ତା ୧୫ ତାରିଖ ସନ୍ଧ୍ୟା ୫ଟାରୁ ୧୭ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ସୀମାନ୍ତ…
ଦିଲ୍ଲୀରେ ହେବ କୃତ୍ରିମ ବର୍ଷା!
ନୂଆଦିଲ୍ଲୀ,୮।୧୧: ଦିଲ୍ଲୀରେ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି। କୃତ୍ରିମ ବର୍ଷା ସମ୍ପର୍କରେ ଦିଲ୍ଲୀ ସରକାର ଆଇଆଇଟି କାନପୁରରୁ ବିସ୍ତୃତ ପ୍ରସ୍ତାବ ଲୋଡିଛନ୍ତି। ଦିଲ୍ଲୀ ସରକାର ଆଇଆଇଟି କାନପୁରରୁ ପ୍ରାପ୍ତ ପ୍ରସ୍ତାବକୁ ଶୁକ୍ରବାର ସୁପ୍ରିମକୋର୍ଟରେ ଉପସ୍ଥାପନ କରିବେ…
କଂଗ୍ରେସ ଜିତିଲେ ବାବର-ଔରଙ୍ଗଜେବ ନିର୍ଯାତନା ଦେବା ଆରମ୍ଭ କରିବେ: ହିମନ୍ତ
ଭୋପାଳ,୮।୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଅନୁଷ୍ଠିତ ହେବ। ଏହାପୂର୍ବରୁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ମଧ୍ୟ ମଧ୍ୟପ୍ରଦେଶରେ ପହଞ୍ଚି ଖଣ୍ଡୱା ଲୋକଙ୍କୁ ସମ୍ବୋଧିତ…
ଲାଲକୃଷ୍ଣ ଆଡଭାଣୀଙ୍କ ବାସଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଜନ୍ମଦିନକୁ ନେଇ ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା, ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ବୁଧବାର ୯୬ ବର୍ଷରେ ପାଦ ରଖିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ପହଞ୍ଚି ଆଡଭାଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।…
ଭିଡିଓକୁ ନେଇ ଜୋର୍ରେ ରାଗିଗଲେ ରଶ୍ମିକାଙ୍କ ପ୍ରେମିକ, କହିଲେ ଏମିତି କଥା…
ମୁମ୍ବାଇ: ଦୀର୍ଘଦିନ ଧରି ସୋସିଆଲ ମିଡିଆରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଚର୍ଚ୍ଚାରେ ରହିଆସୁଛନ୍ତି। ତାଙ୍କର ଡିପ୍ଫେକ୍ ଭିଡିଓ ଦେଖିବା ପରେ ଷ୍ଟାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ସମସ୍ତେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ରଶ୍ମିକାଙ୍କର ଏକ…
କରୋନାର ନୂଆ ଭାରିଆଣ୍ଟ ବଢ଼ାଇଲା ବୈଜ୍ଞାନିକଙ୍କ ଚିନ୍ତା, ଟୀକା ଫେଲ୍ ମାରିବା ଆଶଙ୍କା
ନୂଆଦିଲ୍ଲୀ,୮।୧୧: ଆମେରିକା ଏବଂ ବିଶ୍ୱର ଅନ୍ୟ ୧୧ ଦେଶରେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ବୈଜ୍ଞାନିକ ମାନଙ୍କ ଚିନ୍ତା ବଢ଼େଇ ଦେଇଛି। ଏନେଇ ଆମେରିକାର ରୋଗ ନିୟନ୍ତ୍ରକ ଏବଂ ପ୍ରତିରୋଧକ କେନ୍ଦ୍ର(ସିଡିସି) ସୂଚନା ଦେଇଛି। ଚିହ୍ନଟ ହୋଇଥିବା ଏହି ଜେଏନ.୧…
ଡଙ୍ଗା ଉପରେ କଳା ଚଷମା ପିନ୍ଧି ଏଭଳି ଗୀତ ଗାଉଥିଲେ ବ୍ୟକ୍ତି, ହଠାତ ଚାଲିଆସିଲା ବିଶାଳକାୟ ସାପ; ଆଉ ତା’ ପରେ…
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓକୁ ଦେଖି ହସ ରୋକି ହୁଏନା। ଏବେ ସେଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯେକେହି ହସିହସି ଗଡ଼ିବେ। ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ନଜର ଆସୁଛନ୍ତି। ସେ ଡଙ୍ଗା…
ଘରେ ପଶି ଦୁର୍ବୃତ୍ତ ଲୁଟି ନେଲେ ସମସ୍ତ ସୁନା ଅଳଙ୍କାର ସହ ନଗଦ ଟଙ୍କା
ଗୋପାଳପୁର,୮ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ସାନକୁସ୍ଥଳୀ ଗ୍ରାମରେ ଦୁର୍ବୃତ୍ତମାନେ କବାଟ ତାଡ଼ି ଘରେ ପଶି ଚୋରି କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…
‘ଫେଷ୍ଟିଭ୍ ସିଜନ୍ ସେଲ୍’ ଆରମ୍ଭ କଲା Vistara; ୧,୯୯୯ ଟଙ୍କାରେ କରନ୍ତୁ ବିମାନ ଯାତ୍ରା…
ନୂଆଦିଲ୍ଲୀ,୮।୧୧: ପ୍ରମୁଖ ବିମାନ କମ୍ପାନୀ ‘ବିସ୍ତାରା’ ପାର୍ବଣ ଋତୁକୁ ଆଖି ଆଗରେ ରଖି ଏକ ସ୍ବତନ୍ତ୍ର ‘ସେଲ୍’ ଆରମ୍ଭ କରିଛି। ଏହାର ଲାଭ ଉଠାଇ ଯେକେହି ନିଜର ଆଗାମୀ ବିମାନ ଯାତ୍ରା ଲାଗି ଏବେଠାରୁ ଶସ୍ତାରେ ଟିକେଟ କିଣିପାରିବେ। ବିମାନ କମ୍ପାନୀ…
Archives


