Home Left

ଯଦି ନ୍ୟୁଜିଲାଣ୍ଡ-ପାକିସ୍ତାନ-ଆଫଗାନିସ୍ତାନ ହୁଅନ୍ତି ପରାଜିତ, କିଏ ଖେଳିବ ଭାରତ ସହ ସେମିଫାଇନାଲ ?…

ନୂଆଦିଲ୍ଲୀ,୯।୧୧ : ତିନି ଦଳ ଆଇସିସି ବିଶ୍ୱକପ ୨୦୨୩ର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମିଫାଇନାଲ ପାଇଁ ଗୋଟିଏ ସ୍ଥାନ ଖାଲି ଅଛି। ନ୍ୟୁଜିଲାଣ୍ଡ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଏହି ଗୋଟିଏ ସ୍ଥାନ ପାଇଁ ଦୌଡ଼ରେ ଅଛନ୍ତି। ପରବର୍ତ୍ତୀ ମ୍ୟାଚରେ…

ପୁଅଙ୍କୁ କ୍ରିକେଟର କରିବା ଲାଗି ଦୋକାନ ବିକିଥିଲେ ବାପା, ଟିମ୍‌ ଇଣ୍ଡିଆର ଏହି ଖେଳାଳି ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ…

ନୂଆଦିଲ୍ଲୀ,୯।୧୧: ୧୮ ବର୍ଷ ବୟସରେ ଟିମ୍‌ ଇଣ୍ଡିଆ ଲାଗି ଡେବ୍ୟୁ କରିଥିବା ପୃଥ୍ବୀ ଶ’ଙ୍କ ଆଜି ଅର୍ଥାତ ଗୁରୁବାର ହେଉଛି ଜନ୍ମଦିନ। ସେ ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରି ଇତିହାସ ରଚିଥିଲେ। ଶ’ ପାଲଟିଥିଲେ ଭାରତ ଲାଗି ସବୁଠାରୁ କମ୍‌…

୩ ମ୍ୟାଚ୍‌ ବଦଳାଇ ଦେବ ବିଶ୍ୱକପ୍‌ ସେମିଫାଇନାଲ୍‌ ସମୀକରଣ

ନୂଆଦିଲ୍ଲୀ,୯।୧୧: ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ତିନୋଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିରେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆର ନାମ ସାମିଲ ଅଛି। ଏଥି ସହିତ ସେମିଫାଇନାଲରେ ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ତିନି ଦଳ ମଧ୍ୟରେ ଲଢେଇ ଚାଲିଛି।…

ନୀତୀଶ କୁମାରଙ୍କ ବୟାନକୁ ବିଦେଶରେ ନିନ୍ଦା, ଇସ୍ତଫା ଦାବିକଲେ ଆମେରିକା ଗାୟିକା

ଓ୍ବାଶିଂଟନ୍‌,୯।୧୧:ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ବିବାଦୀୟ ବୟାନକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଏହି ମନ୍ତବ୍ୟକୁ ନେଇ ନିନ୍ଦା କରାଯାଉଛି। ଆଫ୍ରିକା-ଆମେରିକା ଅଭିନେତ୍ରୀ ମ୍ୟାରି ମିଲବେନ ମଧ୍ୟ ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି।…

୩୫ ବର୍ଷରେ ୨୩୬ ନିର୍ବାଚନ ଲଢିସାରିଛନ୍ତି ଏହି ବ୍ୟକ୍ତି: ଏଥର ବି ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢିବେ

ହାଇଦ୍ରାବାଦ୍‌,୮।୧୧: ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିକଟରେ ବିଜ୍ଞପ୍ତି ଜାରି କରାଯାଇଛି। ଏହା ସହିତ ନାମାଙ୍କନ ପ୍ରକ୍ରିୟା ମଧ୍ୟ ସେଠାରେ ଆରମ୍ଭ ହୋଇଛି। ଅନେକ ବଡ ନେତା ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି, କିନ୍ତୁ ଜଣେ ସ୍ବାଧୀନ ପ୍ରାର୍ଥୀ…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ-ହସ୍ପିଟାଲ ଅଧ୍ୟକ୍ଷ, ୬ସ୍ଥାନରେ ଚାଲିଛି ଚଢାଉ

ବଲାଙ୍ଗୀର,୯।୧୧:(ଖୋର୍ଦ୍ଧା ଅଫିସ) (ପ୍ରଭାତ ପାଣିଗ୍ରାହୀ/ସୁନୀଲ କୁମାର ମହାନ୍ତି) ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ। ଗୁରବାର ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଥିବା ସୂଚନା ମିଳିଛି।…

ଶାଜି ପ୍ରଭାକରନ୍‌ଙ୍କୁ ହଟାଇଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ,୯ା୧୧(ପି.ଟି.): ବୁଧବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଏହାର ମହାସଚିବ ଶାଜି ପ୍ରଭାକରନଙ୍କୁ ପଦରୁ ହଟାଇଛି। ଭରସା ଭାଙ୍ଗିଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଥିବା ଏଆଇଏଫ୍‌ଏଫ୍‌ ସ୍ପଷ୍ଟ କରିଛି। କିଭଳି ଭାବରେ ପ୍ରଭାକରନ ଭରସା ଭାଙ୍ଗିଛନ୍ତି ତାହାର କୌଣସି କାରଣ ଦର୍ଶାଯାଇ…

ସ୍ବସ୍ତିଙ୍କୁ ସ୍ବର୍ଣ୍ଣ, ଖୋ ଖୋରେ ୨ ରୌପ୍ୟ

ଭୁବନେଶ୍ୱର,୯ା୧୧(ସରୋଜ ଜେନା): ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ବୁଧବାର ଓଡ଼ିଆ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଶାର ପଦକ ସଂଖ୍ୟା ୫୦ ପାର କରିଛି।…

ଓକାୟା ଇଭିର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୯।୧୧: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରି ଭେଇକିଲ (ଇଭି) ନିର୍ମାତା ଓକାୟା ଇଭିର ନୂତନ ତଥା ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ନିକଟରେ ସମ୍ବଲପୁର (ବରେଇପାଲି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ,ସମ୍ବଲପୁର) ଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଇଭି ଗ୍ରାହକମାନେ…

ଦେହାତ ସହ ଓର୍‌ମାସ୍‌ର ବୁଝାମଣା

ଭୁବନେଶ୍ୱର, ୯।୧୧: ଦେଶର ସର୍ବବୃହତ୍‌ ଏଗ୍‌ଟେକ୍‌ କମ୍ପାନୀ ଦେହାତ ଏବଂ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ମାର୍କେଟିଂ ସୋସାଇଟି (ଓର୍‌ମାସ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ବିଶେଷକରି ଓଡ଼ିଶାରେ ମକା ମୂଲ୍ୟ ଶୃଙ୍ଖଳକୁ ସୁଦୃଢ କରିବା ପାଇଁ ଉଭୟ ଦେହାତ…

ମିଲେଟ୍‌ ଇନୋଭେଶନ ଚ୍ୟାଲେଞ୍ଜର ଶୁଭାରମ୍ଭ

ଭୁବନେଶ୍ୱର,୯।୧୧: ଓଡ଼ିଶା ସରକାର ଓ ଷ୍ଟାର୍ଟଅପ୍‌ ଓଡ଼ିଶା ମଧ୍ୟରେ ବିଭିନ୍ନ ପ୍ରକଳ୍ପକୁ ନେଇ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଇଛି। ମିଲେଟ ଉଦ୍ୟୋଗକୁ ଅଧିକ ପ୍ରସାରିତ ଓ ସଶକ୍ତ କରିବା ନେଇ ଷ୍ଟାର୍ଟଅପ୍‌ ଓଡ଼ିଶା ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ମିଲେଟ…

ସ୍ବଦେଶର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୯।୧୧ (ଅଭୟ ଦାଶ) ରିଲାଏନ୍ସ ରିଟେଲର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରତିଷ୍ଠାନ ସ୍ବଦେଶର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ବୁଧବାର ତେଲଙ୍ଗାନା (ହାଇଦ୍ରାବାଦ)ଠାରେ ଉଦ୍‌ଘାଟିତ ହୋଇଯାଇଛି। ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri