ଓକାୟା ଇଭିର ଏକ୍ସକ୍ଲୁସିଭ୍ ଆଉଟ୍ଲେଟ୍
ଭୁବନେଶ୍ୱର, ୯।୧୧: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରି ଭେଇକିଲ (ଇଭି) ନିର୍ମାତା ଓକାୟା ଇଭିର ନୂତନ ତଥା ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ନିକଟରେ ସମ୍ବଲପୁର (ବରେଇପାଲି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ,ସମ୍ବଲପୁର) ଠାରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ଇଭି ଗ୍ରାହକମାନେ…
ଦେହାତ ସହ ଓର୍ମାସ୍ର ବୁଝାମଣା
ଭୁବନେଶ୍ୱର, ୯।୧୧: ଦେଶର ସର୍ବବୃହତ୍ ଏଗ୍ଟେକ୍ କମ୍ପାନୀ ଦେହାତ ଏବଂ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ମାର୍କେଟିଂ ସୋସାଇଟି (ଓର୍ମାସ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ବିଶେଷକରି ଓଡ଼ିଶାରେ ମକା ମୂଲ୍ୟ ଶୃଙ୍ଖଳକୁ ସୁଦୃଢ କରିବା ପାଇଁ ଉଭୟ ଦେହାତ…
ମିଲେଟ୍ ଇନୋଭେଶନ ଚ୍ୟାଲେଞ୍ଜର ଶୁଭାରମ୍ଭ
ଭୁବନେଶ୍ୱର,୯।୧୧: ଓଡ଼ିଶା ସରକାର ଓ ଷ୍ଟାର୍ଟଅପ୍ ଓଡ଼ିଶା ମଧ୍ୟରେ ବିଭିନ୍ନ ପ୍ରକଳ୍ପକୁ ନେଇ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଇଛି। ମିଲେଟ ଉଦ୍ୟୋଗକୁ ଅଧିକ ପ୍ରସାରିତ ଓ ସଶକ୍ତ କରିବା ନେଇ ଷ୍ଟାର୍ଟଅପ୍ ଓଡ଼ିଶା ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ମିଲେଟ…
ସ୍ବଦେଶର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଉଦ୍ଘାଟିତ
ଭୁବନେଶ୍ୱର,୯।୧୧ (ଅଭୟ ଦାଶ) ରିଲାଏନ୍ସ ରିଟେଲର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରତିଷ୍ଠାନ ସ୍ବଦେଶର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ବୁଧବାର ତେଲଙ୍ଗାନା (ହାଇଦ୍ରାବାଦ)ଠାରେ ଉଦ୍ଘାଟିତ ହୋଇଯାଇଛି। ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଛନ୍ତି।…
ନିକନ୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୯।୧୧: ନିକନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ନିକନ୍ ଜେଡ୍ ଏଫ୍’କୁ ନିକଟରେ ଉନ୍ମୋଚନ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ନିକନ୍ ଇଣ୍ଡିଆ ମିରର ଲେସ୍ କ୍ୟାମେରା ଲାଇନ ଅପରେ…
ବଜାରରେ ଜିଓ ପ୍ରାଇମା ଫୋନ୍
ଭୁବନେଶ୍ୱର, ୯।୧୧: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଜିଓ ଫୋନ୍ ପ୍ରାଇମା ( ଜିଓ ପ୍ରାଇମା ଫୋନ୍)ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି କାଇ-ଓଏସ୍ ଆଧାରିତ ୪ଜି କି-ପ୍ୟାଡ୍ ସ୍ମାର୍ଟଫୋନ୍ ଜିଓ ପ୍ରାଇମ ଫୋନ୍ର…
ବେଦାନ୍ତ ଝାରସୁଗୁଡ଼ାକୁ ସର୍ବଶ୍ରେଷ୍ଠ ରପ୍ତାନି ପୁରସ୍କାର
ଭୁବନେଶ୍ୱର,୯ା୧୧(ଅନିଲ ଦାସ): ରାଜ୍ୟ ରପ୍ତାନି ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ରାଜ୍ୟ ରପ୍ତାନୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷ କରି ୨୦୨୦-୨୧ ଏବଂ ୨୦୨୧-୨୨ ପାଇଁ ଉକ୍ତ ପୁରସ୍କାର ରାଜ୍ୟର ୪୨ ପ୍ରମୁଖ ସଂସ୍ଥାକୁ ପ୍ରଦାନ କରାଯାଇଛିା ଏହି ପରିପ୍ରକ୍ଷୀରେ…
ଆଇନ ସଚେତନତା ଜରୁରୀ
ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ ସହାୟତା ସହଜରେ ପାଇପାରିବେ। ଆଉ ବିଚାର କାର୍ଯ୍ୟ ଶୀଘ୍ର ହେବା ଦ୍ୱାରା ବହୁ ଅର୍ଥ ଅପଚୟ…
ବସୁଧୈବ କୁଟୁମ୍ବକମ୍
ବିଶ୍ୱରେ ସମସ୍ତଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବ୍ୟବସ୍ଥା ସୃଷ୍ଟି ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ବସୁଧୈବ କୁଟୁମ୍ବକମ ଉଦ୍ଦେଶ୍ୟ ସଫଳ ହୋଇ ପାରିବ। ବିଶ୍ୱ ସ୍ବାଧୀନତା ଦିବସ ହେଉଛି ବର୍ଲିନ ପ୍ରାଚୀରର ପତନ ଏବଂ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପରେ…
ପ୍ରିୟଙ୍କା-ଏନ୍ସିଡବ୍ଲ୍ୟୁ ମୁଖ୍ୟ ବାକ୍ଯୁଦ୍ଧ
ମୁମ୍ବାଇ,୯ା୧୧: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନାରୀଶିକ୍ଷାର ଗୁରୁତ୍ୱ ସମ୍ପର୍କିତ ନୀତୀଶ କୁମାରଙ୍କ ମନ୍ତବ୍ୟକୁ ନେଇ ଶିବସେନା (ୟୁବିଟି) ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ଏବଂ ଏନ୍ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ଶର୍ମାଙ୍କ ମଧ୍ୟରେ ବାକ୍ଯୁଦ୍ଧ ହୋଇଛି। ଜଣେ ଶିକ୍ଷିତ ମହିଳା ନିଜ…
ରୁଷୀୟ କଳାକାରଙ୍କୁ ୮ ବର୍ଷ ଜେଲ
ମସ୍କୋ,୯ା୧୧: ମସ୍କୋର ୟୁକ୍ରେନ୍ ଯୁଦ୍ଧକୁ ବିରୋଧ କରିଥିବା ଜଣେ ରୁଷୀୟ କଳାକାରଙ୍କୁ ବୁଧବାର ୮ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ୩୩ ବର୍ଷୀୟା ରୁଷୀୟ କଳାକାର ତଥା ମ୍ୟୁଜିସିଆନ୍ ଆଲେକ୍ଜାଣ୍ଡ୍ରା (ସାଶା) ସ୍କୋଚିଲେଙ୍କୋ ୨୦୨୨ ମାର୍ଚ୍ଚ ୩୧ରେ ଯୁଦ୍ଧ ବିରୋଧୀ ବିକ୍ଷୋଭ…
ରାଉରକେଲାରେ ବୃଦ୍ଧି ହେଉଛି ଆବର୍ଜନାଜନିତ ପ୍ରଦୂଷଣ
ରାଉରକେଲା, ୯ା୧୧(ବିପ୍ଳବରଞ୍ଜନ ଦାଶ): ଦିନକୁ ଦିନ ସ୍ମାର୍ଟସିଟି ରାଉରକେଲାରେ ଜନବସତି ବଢି ଚାଲିଛି। ଜନସଂଖ୍ୟା ବୃଦ୍ଧି ସହ ଅଳିଆ ଆବର୍ଜନା ମାତ୍ରା ବି ବୃଦ୍ଧି ପାଇବାକୁ ଲାଗିଛି। ସହରକୁ ଆବର୍ଜନା ଜନିତ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଆର୍ଏମ୍ସି ତରଫରୁ ବାର୍ଷିକ…
Archives


