Home Left

କାଳୀପୂଜା ପାଇଁ ଭଦ୍ରକ ଚଳଚଞ୍ଚଳ: ସାତ ଦିନ ଧରି ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ ଭଦ୍ରକାଳୀ

ଭଦ୍ରକ,୧୨।୧୧(ସନାତନ ରାଉତ ): ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇ ଉଠିଛି। ସହରର ୯ଟି ମଣ୍ଡପରେ ମା’ ଙ୍କୁ ଆରାଧନା କରାଯାଉ ଥିବାବେଳେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ପୂଜା ଓ ବିଶ୍ୱଶାନ୍ତି…

ଘରେ ବସି କେବଳ ନିଜ କେଶ ଧୋଇ ମହିଳା ହୋଇଗଲେ କୋଟିପତି, ଦେଖନ୍ତୁ ଭାଇରାଲ ଭିଡିଓ…

ଇଡେନବର୍ଗ,୧୨।୧୧ : କେବଳ ଘରେ ବସି ନିଜର କେଶ ଧୋଇ କେହି ଜଣେ କୋଟିପତି ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହା ସ୍କଟଲାଣ୍ଡର ଜଣେ ମହିଳାଙ୍କ କ୍ଷେତ୍ରରେ ସମ୍ଭବ ହୋଇଛି। ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ୟୁଜରଙ୍କ…

ହଠାତ୍‌ ଭାଙ୍ଗିଗଲା ଦୋଳି, ପରେ ଯାହା ଘଟିଲା ଭିଡିଓ ଦେଖିଲେ ଜାଣିବେ…

ଅନେକ ଲୋକ ଦୋଳିରେ ଝୁଲିବାକୁ ଭଲ ପାଆନ୍ତି। କିନ୍ତୁ ବେଳେବେଳେ ସାମାନ୍ୟ ଅସାବଧାନତା ଯୋଗୁ ଜୀବନ ବିପଦରେ ପଡ଼ିଥାଏ। ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବତୀ ଦୋଳିରେ ଝୁଲିବା ସମୟରେ ଖସିପଡ଼ି…

ଗାଜାର ମୁଖ୍ୟ ହସ୍ପିଟାଲ ଅନ୍ଧାରରେ

ଡେଇର୍‌ ଅଲ୍‌-ବାଲାହ/ପ୍ୟାରିସ୍‌,୧୨।୧୧: ଗାଜାର ଯୁଦ୍ଧବିପନ୍ନମାନଙ୍କ ପାଖରେ ମାନବୀୟ ସହାୟତା ପହଞ୍ଚାଇବା ଏବଂ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ପାଲେଷ୍ଟିନୀୟମାନଙ୍କୁ ପଳାୟନ ପାଇଁ ସୁଯୋଗ ଦେବା ଲାଗି ଦିନକୁ ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦେଇଥିବା ପରାମର୍ଶକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ…

ଆମେରିକାରେ ଚାଇନିଜ୍‌ଙ୍କୁ ଟପିଲେ ଭାରତୀୟ ଛାତ୍ର

ବିଶ୍ୱ ଶିକ୍ଷା ବଜାରରେ ବିଦେଶୀ ବିଦ୍ୟାର୍ଥୀଙ୍କୁ ଆକୃଷ୍ଟ କରିବାରେ ଆମେରିକାର ଚାହିଦା ରହିଆସିଛି। ଚାଇନା ପରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ସେଠାରେ ଅଧିକ ଥିଲା। ହେଲେ କିଛିବର୍ଷ ହେବ ଭାରତୀୟ ଶିକ୍ଷାର୍ଥୀଙ୍କ ସଂଖ୍ୟା ବଢ଼ି ଯାଇଥିବା ବେଳେ ଚାଇନା ଛାତ୍ରୀଛାତ୍ର କମୁଛନ୍ତି।…

ବାନ୍ଧବୀଙ୍କୁ ବଳାତ୍କାର, ୧୧୧ ଥର ଛୁରି ଭୁସିଥିବା ଅପରାଧୀଙ୍କୁ ମୁକ୍ତକଲେ ପୁଟିନ୍‌

ମସ୍କୋ,୧୨।୧୧ : ପୂର୍ବତନ ବାନ୍ଧବୀ ଭେରା ପେଖ୍‌ଟେଲେଭାଙ୍କୁ ବଳାତ୍କାର କରିବା ପରେ ୧୧୧ ଥର ଛୁରିଭୁସି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଭ୍ଲାଡିସ୍ଲାଭ୍‌ କନ୍ୟୁସ୍‌ଙ୍କୁ ୧୭ ବର୍ଷ ଜେଲଦଣ୍ଡ ହୋଇଥିଲା। ୟୁକ୍ରେନ୍‌ରେ ଯୁଦ୍ଧ କରିବା ଲାଗି ରୁଷିଆ ସେନାରେ ସାମିଲ…

ବିଜେଡିରୁ ବିଦା ହୋଇଥିବା ନେତାଙ୍କୁ ଆପଣେଇବାକୁ ଭାଜପା ଆଗଭର: ବିଜେଡି

ଭୁବନେଶ୍ୱର,୧୨।୧୧(ଅନିଲ ଦାସ): ଯେଉଁ ନେତାଙ୍କୁ ବିଜେଡି ଦଳରୁ ବିଦାକରି ଦେଇଛି ତାଙ୍କୁ କୋଳେଇ ନେବା ପାଇଁ ଏବେ ଭାଜପା ଆଗଭର। ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ଭାଜପାରେ ନୀତି ଆଦର୍ଶ ବୋଲି କିଛି ନାହିଁ କି ସେମାନେ ନୂଆ…

ଘର କିଣିଲେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଚୁଲ୍‌ବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଲାଇମଲାଇଟ୍‌ରେ ଅଛନ୍ତି। ଧନ୍‌ତେରସ ଅବସରରେ ଅନନ୍ୟା ନିଜ ପାଇଁ ଏକ ଘର କିଣି ଗୃହ ପ୍ରବେଶ କରିଛନ୍ତି। ସେ ପୂଜା କରୁଥିବା ଫଟୋ ସୋସିଆଲ…

ଓ୍ବାର-୨ରେ ଆଲିଆଙ୍କ ଏଣ୍ଟ୍ରି, ମୁଖ୍ୟ କଳାକାରଙ୍କ ନାମ ଏବେ ଚର୍ଚ୍ଚାରେ…

ମୁମ୍ବାଇ : ବଲିଉଡରେ ଜୁନିୟର ଏନଟିଆର ଏବଂ ହ୍ରିତିକ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦୁହେଁ ହିନ୍ଦୀ ଫିଲ୍ମ ଓ୍ବାରର ସିରିଜ ଓ୍ବାର-୨ରେ ମୁଖ୍ୟ ଭୂମିକାରେ ଥିବା କୁହାଯାଉଛି। ଏହା ସହିତ ଫିଲ୍ମରେ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ…

ବିଶ୍ୱ ନିମୋନିଆ ଦିବସ: ସଚେତନତା ହିଁ ନିଦାନ

ନିମୋନିଆ ମୁକାବିଲା ପାଇଁ ସଚେତନତା ସୃଷ୍ଟି ଲାଗି ବିଶ୍ୱ ନିମୋନିଆ ଦିବସ ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୋଇଥାଏ। ଜାତିସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଇଥାଏ। ନିମୋନିଆ ଏକ ଘାତକ ସମସ୍ୟା। ସଚେତନତା…

ଭାଜପା ଘୋଷଣା ପତ୍ରକୁ ‘ମିଛ ପତ୍ର’ କହିଲେ କମଲନାଥ

ଭୋପାଳ,୧୨।୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଅଛି। ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହା ପୂର୍ବରୁ ରାଜନୈତିକ ଦଳର ନେତାମାନେ ପରସ୍ପରକୁ ଟାର୍ଗେଟ କରୁଛନ୍ତି। କଂଗ୍ରେସ ପରେ ଭାଜପା ମଧ୍ୟ ନିର୍ବାଚନ…

ନୟାଗଡ କୁମ୍ଭାରପଡା ଗାଁରେ ବୋମାମାଡ, ୮ଆହତ

ନୟାଗଡ,୧୨।୧୧: ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ହେଲା ବୋମା ମାଡ। ଘଟଣାରେ ୮ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କୁ ଗୁରୁତରବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ରାଜନୈତିକ ଶତ୍ରୁତାରୁ ବୋମାମାଡ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଉତ୍ତେଜନାକୁ ଦୃଷ୍ଟିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri