Home Left

ଲାଞ୍ଚ ନେଇ ଧରାପଡ଼ିଲେ ଯନ୍ତ୍ରୀ

ରାୟଗଡ଼ା,୨୯ା୯(ଆଶିଷ ରଞ୍ଜନ ପଣ୍ଡା): ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯନ୍ତ୍ରୀ। ଜନସ୍ବାସ୍ଥ୍ୟ ବିଭାଗ (ପିଏଚ୍‌ଡ଼ି) କାର୍ଯ୍ୟାଳୟ ଏଷ୍ଟିମେଟର ଯନ୍ତ୍ରୀ ରମାକାନ୍ତ ଠିକାଦାର ସୁମନ୍ତ ପରିଡ଼ାଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୟପୁର…

ଗାଧୋଇବାକୁ ଯାଇ ଆଉ ଫେରିଲେନି ୨ ନାବାଳିକା

ବାଲେଶ୍ୱର,୨୯।୯(ମାନସବିଶ୍ୱାଳ): ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ଓଡଙ୍ଗିଗାଁରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଡ଼ଙ୍ଗି ଗାଁ ପୋଖରୀକୁ ୨ ନାବାଳିକା ସାଙ୍ଗ ହୋଇ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଅସାବଧାନତାବଶତଃ ଦୁହେଁ ପୋଖରୀରେ ବୁଡ଼ିଯାଇଥିଲେ। ପରେ…

ଗଣତନ୍ତ୍ରକୁ ହତ୍ୟା କରୁଛି ଭ୍ରଷ୍ଟାଚାର: ଧନଖର

ନୂଆଦିଲ୍ଲୀ,୨୯।୯: ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର ରାଜସ୍ଥାନ ଗସ୍ତରେ ଯାଇଥିଲେ। ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ସେ ଗଣତନ୍ତ୍ର, ରାଜନୀତି ଏବଂ ଭ୍ରଷ୍ଟାଚାର ବିଷୟରେ କଥାବାର୍ତ୍ତା କରି କହିଛନ୍ତି, ଭ୍ରଷ୍ଟାଚାର ପ୍ରକୃତରେ ଗଣତନ୍ତ୍ର ଏବଂ…

ସଚିନ ତେନ୍ଦୁଲକରଙ୍କ ଖାସ୍‌ ବିଶ୍ୱ ରେକର୍ଡଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରୋହିତ

ନୂଆଦିଲ୍ଲୀ,୨୯।୯: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏଥର ବିଶ୍ୱକପ୍‌ରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ। ଭାରତୀୟ ଅଧିନାୟକ ଏହି ବିଶ୍ୱକପ୍‌ ମାଧ୍ୟମରେ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରି ତାଙ୍କ ନାମରେ…

ଜୁହି-ସଞ୍ଜୟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ ହେବାକୁ ଲାଗିଥିଲା ୭ ବର୍ଷ, ଶେଷରେ ହୋଇଥିଲା ଫ୍ଲପ୍‌

ମୁମ୍ବାଇ: ସଞ୍ଜୟ ଦତ୍ତ ଏବଂ ଜୁହି ଚାଓ୍ବଲା ସେମାନଙ୍କ ସମୟର ଶ୍ରେଷ୍ଠ ଷ୍ଟାର୍‌ ଥିଲେ। ସଞ୍ଜୟ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ଜୁହି ଚାଓ୍ବଲା ମଧ୍ୟ ଅନେକ ବ୍ଲକ୍‌ବଷ୍ଟର ଫିଲ୍ମର ଏକ…

ବଢୁଛି ଆଜମଙ୍କ ଅଡୁଆ

ନୂଆଦିଲ୍ଲୀ,୨୯।୯: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ରାଷ୍ଟ୍ରୀୟ ମହାସଚିବ ଆଜମ ଖାନଙ୍କ ଅଧିକାରରୁ ଜୌହର ରିସର୍ଚ୍ଚ ଇନଷ୍ଟଚ୍ୟୁଟର କୋଠା ଖାଲି କରିବା ପରେ ବର୍ତ୍ତମାନ ଏସପି କାର୍ଯ୍ୟାଳୟ ଖାଲି କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କରେ ଜିଲା ମାଜିଷ୍ଟ୍ରେଟ ସରକାରଙ୍କୁ ଏକ…

ନିପା ଭାଇରସରେ ଚିକିତ୍ସିତ ହେଉଥିବା ୪ ବ୍ୟକ୍ତି ହେଲେ ସୁସ୍ଥ

ଥିରୁଭାନନ୍ତପୁରମ୍‌,୨୯।୯: କେରଳରେ ନିପା ଭାଇରସ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏକ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି, କୋଝିକୋଟରେ ନିପା ଭାଇରସରେ ଚିକିତ୍ସିତ ହେଉଥିବା ଜଣେ ନଅ ବର୍ଷର ଶିଶୁଙ୍କ ସମେତ ସମସ୍ତ ଚାରିଜଣ ସୁସ୍ଥ ହୋଇଛନ୍ତି। ଏହି…

କର୍ନାଟକରେ ବନ୍ଦର ପ୍ରଭାବ, ବେଙ୍ଗାଲୁରୁରେ ୪୪ ବିମାନ ରଦ୍ଦ

ବେଙ୍ଗାଲୁରୁ,୨୯।୯: ତାମିଲନାଡୁକୁ କାବେରୀ ନଦୀର ଜଳ ଦେବାକୁ ବିରୋଧ କରି କର୍ନାଟକରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କନ୍ନଡ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ବନ୍ଦର ପ୍ରଭାବ ମଧ୍ୟ ଦେଖାଯାଇଛି। ଶୁକ୍ରବାର ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ…

୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୯।୯: ଉତ୍ତର-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପରେ ପଶ୍ଚିମବଙ୍ଗ ଉତ୍ତର ଓ ଉପକୂଳ ମୁହାଁ ହେବାର ସମ୍ଭାବନା…

ମଧ୍ୟପ୍ରଦେଶରେ ଅଧିକ ଏମ୍‌ପିଙ୍କ ଉପରେ ବାଜି ଲଗାଇପାରେ ଭାଜପା, ତୃତୀୟ ତାଲିକା ପାଇଁ ଏହି ନାଁ ଉପରେ ଚର୍ଚ୍ଚା

ଭୋପାଳ,୨୯।୯: ମଧ୍ୟପ୍ରଦେଶରେ ନିର୍ବାଚନରେ ଭାରତୀୟ ଜନତା ଦଳର ଆଉ କିଛି ଏମ୍‌ପିଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଯାଇପାରେ ବୋଲି କୁହାଯାଉଛି। ଭାଜପା ତୃତୀୟ ତାଲିକାରେ ଏହି ନାମ ଘୋଷଣା କରିପାରେ। ଅକ୍ଟୋବର ୧ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭୋପାଳ…

ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂଙ୍କ ନାଁରେ ମାମଲା, ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଧମକ ଦେଇଥିବା ଅଭିଯୋଗ

ଅହମ୍ମଦାବାଦ,୨୯।୯: ଆଇସିସି ବିଶ୍ୱକପ୍‌ ୨୦୨୩ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ପୂର୍ବରୁ ଧମକ ଦେବା ମାମଲାରେ ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ କରାଯାଇଛି।

ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ

କଟକ, ୨୯।୯: କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ କିଏ ମୃତାହତ ହୋଇନାହିଁ। ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri