ସଚିନ ତେନ୍ଦୁଲକରଙ୍କ ଖାସ୍ ବିଶ୍ୱ ରେକର୍ଡଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରୋହିତ
ନୂଆଦିଲ୍ଲୀ,୨୯।୯: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏଥର ବିଶ୍ୱକପ୍ରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ। ଭାରତୀୟ ଅଧିନାୟକ ଏହି ବିଶ୍ୱକପ୍ ମାଧ୍ୟମରେ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରି ତାଙ୍କ ନାମରେ…
ଜୁହି-ସଞ୍ଜୟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ ହେବାକୁ ଲାଗିଥିଲା ୭ ବର୍ଷ, ଶେଷରେ ହୋଇଥିଲା ଫ୍ଲପ୍
ମୁମ୍ବାଇ: ସଞ୍ଜୟ ଦତ୍ତ ଏବଂ ଜୁହି ଚାଓ୍ବଲା ସେମାନଙ୍କ ସମୟର ଶ୍ରେଷ୍ଠ ଷ୍ଟାର୍ ଥିଲେ। ସଞ୍ଜୟ ‘ମୁନ୍ନା ଭାଇ ଏମ୍ବିବିଏସ୍’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ଜୁହି ଚାଓ୍ବଲା ମଧ୍ୟ ଅନେକ ବ୍ଲକ୍ବଷ୍ଟର ଫିଲ୍ମର ଏକ…
ବଢୁଛି ଆଜମଙ୍କ ଅଡୁଆ
ନୂଆଦିଲ୍ଲୀ,୨୯।୯: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ରାଷ୍ଟ୍ରୀୟ ମହାସଚିବ ଆଜମ ଖାନଙ୍କ ଅଧିକାରରୁ ଜୌହର ରିସର୍ଚ୍ଚ ଇନଷ୍ଟଚ୍ୟୁଟର କୋଠା ଖାଲି କରିବା ପରେ ବର୍ତ୍ତମାନ ଏସପି କାର୍ଯ୍ୟାଳୟ ଖାଲି କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କରେ ଜିଲା ମାଜିଷ୍ଟ୍ରେଟ ସରକାରଙ୍କୁ ଏକ…
ନିପା ଭାଇରସରେ ଚିକିତ୍ସିତ ହେଉଥିବା ୪ ବ୍ୟକ୍ତି ହେଲେ ସୁସ୍ଥ
ଥିରୁଭାନନ୍ତପୁରମ୍,୨୯।୯: କେରଳରେ ନିପା ଭାଇରସ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏକ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି, କୋଝିକୋଟରେ ନିପା ଭାଇରସରେ ଚିକିତ୍ସିତ ହେଉଥିବା ଜଣେ ନଅ ବର୍ଷର ଶିଶୁଙ୍କ ସମେତ ସମସ୍ତ ଚାରିଜଣ ସୁସ୍ଥ ହୋଇଛନ୍ତି। ଏହି…
କର୍ନାଟକରେ ବନ୍ଦର ପ୍ରଭାବ, ବେଙ୍ଗାଲୁରୁରେ ୪୪ ବିମାନ ରଦ୍ଦ
ବେଙ୍ଗାଲୁରୁ,୨୯।୯: ତାମିଲନାଡୁକୁ କାବେରୀ ନଦୀର ଜଳ ଦେବାକୁ ବିରୋଧ କରି କର୍ନାଟକରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କନ୍ନଡ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ବନ୍ଦର ପ୍ରଭାବ ମଧ୍ୟ ଦେଖାଯାଇଛି। ଶୁକ୍ରବାର ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ…
୩ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର, ୨୯।୯: ଉତ୍ତର-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପରେ ପଶ୍ଚିମବଙ୍ଗ ଉତ୍ତର ଓ ଉପକୂଳ ମୁହାଁ ହେବାର ସମ୍ଭାବନା…
ମଧ୍ୟପ୍ରଦେଶରେ ଅଧିକ ଏମ୍ପିଙ୍କ ଉପରେ ବାଜି ଲଗାଇପାରେ ଭାଜପା, ତୃତୀୟ ତାଲିକା ପାଇଁ ଏହି ନାଁ ଉପରେ ଚର୍ଚ୍ଚା
ଭୋପାଳ,୨୯।୯: ମଧ୍ୟପ୍ରଦେଶରେ ନିର୍ବାଚନରେ ଭାରତୀୟ ଜନତା ଦଳର ଆଉ କିଛି ଏମ୍ପିଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଯାଇପାରେ ବୋଲି କୁହାଯାଉଛି। ଭାଜପା ତୃତୀୟ ତାଲିକାରେ ଏହି ନାମ ଘୋଷଣା କରିପାରେ। ଅକ୍ଟୋବର ୧ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭୋପାଳ…
ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂଙ୍କ ନାଁରେ ମାମଲା, ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଧମକ ଦେଇଥିବା ଅଭିଯୋଗ
ଅହମ୍ମଦାବାଦ,୨୯।୯: ଆଇସିସି ବିଶ୍ୱକପ୍ ୨୦୨୩ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ପୂର୍ବରୁ ଧମକ ଦେବା ମାମଲାରେ ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏଫଆଇଆର୍ ଦାଖଲ କରାଯାଇଛି।
ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ
କଟକ, ୨୯।୯: କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ କିଏ ମୃତାହତ ହୋଇନାହିଁ। ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା…
ରତ୍ନଭଣ୍ଡାର ମାମଲା: ଆଜି ଆସିବ ରାୟ
କଟକ ୨୯।୯: ହାଇକୋର୍ଟ ଶୁକ୍ରବାର ରତ୍ନଭଣ୍ଡାର ମାମଲାର ରାୟ ଶୁଣାଇବେ । ଗତ ୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଅପରାହ୍ଣ ୨ଟାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଏବଂ…
ମିଳିଲା ଚନ୍ଦନଙ୍କ ମୃତଦେହ : କୁନି ଝିଅର ମିଳୁନି ପତ୍ତା
ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକ ଡେଇଁ ପଡିଥିଲେ । ଏହି ଘଟଣାର ୩୦ ଘଣ୍ଟା…
କମାଲ କଲେ ପଲକ
ହାଙ୍ଗଝୋ,୨୯।୯:ଭାରତୀୟ ଶୁଟରମାନେ ଏସୀୟ ଖେଳର ଷଷ୍ଠ ଦିନ ଅର୍ଥାତ୍ ଶୁକ୍ରବାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ମହିଳା ଏବଂ ପୁରୁଷ ଖେଳାଳିମାନେ ମିଳିତ ଭାବେ ଭାରତର ଆକାଉଣ୍ଟରେ ଚାରୋଟି ପଦକ ଯୋଡିଛନ୍ତି। ଏହା ବ୍ୟତୀତ ଦୁଇଟି ବଡ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଏସିଆନ…
Archives


