ଜେଡ୍ ବ୍ଲାକ୍ ଅଗରବତୀ ଓ ଏମ୍ଏସ୍ ଧୋନିଙ୍କ ମଧ୍ୟରେ ସହଭାଗିତା
ଭୁବନେଶ୍ୱର,୧୫।୧୧: ଭାରତର ଅଗ୍ରଣୀ ପ୍ରିମିୟମ ଧୂପକାଠି ନିର୍ମାତା ଜେଡ୍ ବ୍ଲାକ୍ ଅଗରବତୀ ଓ କ୍ରିକେଟ କିମ୍ବନ୍ଦନ୍ତୀ ଏମ୍ଏସ୍ ଧୋନି ଆଇସିସି କ୍ରିକେଟ୍ ୱାର୍ଲ୍ଡକପ୍ ୨୦୨୩ ସମୟରେ ସାମୂହିକ ପ୍ରାର୍ଥନାର ଉତ୍ସାହ ଓ ପ୍ରାର୍ଥନାର ଶକ୍ତିକୁ ପାଳନ କରିବା ପାଇଁ ଏକାଠି ହୋଇଛନ୍ତି…
ଖସୁଛି ପାଇକାରୀ ମୁଦ୍ରାସ୍ଫୀତି ହାର
ଭୁବନେଶ୍ୱର, ୧୫।୧୧: ଗତ କିଛି ମାସ ହେଲା ପାଇକାରୀ ମୁଦ୍ରାସ୍ଫୀତି ହାର କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ଏପରିକି ଚଳିତ ବର୍ଷ ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ହାର-୦.୫୨% ରହିଛି। ପୂର୍ବ ମାସ (ସେପ୍ଟେମ୍ବର)ରେ ପାଇକାରୀ ମୁଦ୍ରାସ୍ଫୀତି -୦.୨୬% ରହିଥିଲା। ସୂଚନାଯୋଗ୍ୟ, ଚଳିତ…
ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପ୍ରୟାସ
ଭୁବନେଶ୍ୱର, ୧୫।୧୧: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)କୁ ନିକଟରେ ଆଉ ଏକ ସଫଳତା ମିଳିଥିବାବେଳେ କ୍ରିସିଲ ରେଟିଂଠାରୁ ଏକ ରେଟିଂ ଅପ୍ଗ୍ରେଡ୍ ମିଳିଛି। ଏପରିକି ଜେଏସ୍ଏଲ୍ର ଦୀର୍ଘକାଳୀନ ବ୍ୟାଙ୍କ ସୁବିଧା ଏବଂ ଋଣ ପ୍ରୋଗ୍ରାମକୁ କ୍ରିସିଲ ଏଏ-ପଜିଟିଭ୍ରୁ କ୍ରିସିଲ ଏଏ-ଷ୍ଟେବଲକୁ ସଂଶୋଧନ…
ସଡ଼କ ଦୁର୍ଘଟଣା: ଜାନୁୟାରୀରୁ ଅକ୍ଟୋବରରେ ୭୬ ମୃତ
ଜଗତ୍ସିଂହପୁର, ୧୫।୧୧ (ପ୍ରମୋଦ କୁମାର ନାୟକ): ସମନ୍ବିତ ରାସ୍ତା ଦୁର୍ଘଟଣା ଡାଟାବେସ୍ (ଆଇଆର୍ଏଡି) ଅନୁଯାୟୀ ଜଗତ୍ସିଂହପୁର ଜିଲାରେ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ୨୦୦ଟି ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୨ ଜଣ ଆହତ…
ଗୁଜୁରାଟ ରାସ୍ତାରେ ପିଲାମାନଙ୍କ ସହିତ କ୍ରିକେଟ୍ ଖେଳିଲେ ଡେଭିଡ ବେକହମ୍, ଫଟୋ ଭାଇରାଲ୍
ନୂଆଦିଲ୍ଲୀ, ୧୫।୧୧ : ଇଂଲଣ୍ଡର ପୂର୍ବତନ ଫୁଟବଲର୍ ଡେଭିଡ୍ ବେକହମ୍ ବର୍ତମାନ ଭାରତରେ ଅଛନ୍ତି ଏବଂ ନିକଟରେ ଗୁଜରାଟରେ ପିଲାମାନଙ୍କ ସହିତ ଗଲି କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଛି। ୪୮ ବର୍ଷୀୟ ବେକହମ୍ ତିନି ଦିନ ଧରି ଭାରତରେ ଅଛନ୍ତି ଏବଂ…
ବେଆଇନ ଚେମିନି ଇଟାଭାଟିକୁ ଲଗାମ ନାହିଁ
କୋରେଇ,୧୫। ୧୧(ଚନ୍ଦ୍ରକାନ୍ତ ପତି): ବ୍ୟାସନଗର ତହସିଲ ଅଧୀନ କୋରେଇ ଅଞ୍ଚଳରେ ଅନେକ ବେଆଇନ ଚେମିନି ଇଟାଭାଟି ଗଢ଼ି ଉଠିଛି। ହେଲେ ଏଗୁଡ଼ିକ ଉପରେ ଯାଜପୁର ଜିଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଖବର ଅନୁଯାୟୀ, ବ୍ଲକର ମୂଳାପାଳ, ପଥରପଦା, ବନ୍ଦାଳ, ରଣପୁର…
ନକଲି ଆଦିବାସୀ: ଚପିଗଲା ଆର୍ଡିସିଙ୍କ ତଦନ୍ତ ନିର୍ଦ୍ଦେଶ
ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି) ୧୫।୧୧ : କେତେଜଣ ସାଧାରଣ ଏବଂ ଓବିସି ବର୍ଗର ବ୍ୟକ୍ତି ପଡ଼ୋଶୀ ଜିଲାରେ କିଛି ଜମି କିଣି ସେହି ପଟ୍ଟା ବଳରେ ନକଲି ଜାତିଗତ ପ୍ରମାଣପତ୍ର ହାସଲ କରି ସରକାରଙ୍କ ସମସ୍ତ ସୁବିଧାସୁଯୋଗ ହାସଲ କରୁଛନ୍ତି। ଏନେଇ…
ଜେଲ୍ ଫାର୍ମାସିଷ୍ଟ ଗିରଫ
କାମାକ୍ଷାନଗର,୧୫।୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କନ୍ତିଓପୁଟସାହି ଗ୍ରାମର ନୀର ଓରଫ ନିରାକାର ସାହୁଙ୍କ ହତ୍ୟା ଘଟଣାରେ ଗିରଫଦାରି ସଂଖ୍ୟା ବଢ଼ିବାରେ ଲାଗିଛି।…
୧୬, ୧୭ରେ ପ୍ରବଳ ବର୍ଷା
ଭୁବନେଶ୍ୱର, ୧୫।୧୧(ଅସମାପିକା ସାହୁ): ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଜଗତ୍ସିଂହପୁର, ପୁରୀ ଜିଲାରେ ପ୍ରବଳ ବର୍ଷା ହେବା…
ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ, ରିଚ୍ଟର ସ୍କେଲରେ ତୀବ୍ରତା ୫.୨
ନୂଆଦିଲ୍ଲୀ, ୧୫।୧୧: ବୁଧବାର ସକାଳୁ ସକାଳୁ ପାକିସ୍ତାନରେ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ…
ନୂଆଗାଁରେ ଅନର କିଲିଂ ଝିଅକୁ ପିଟି ପିଟି ହତ୍ୟା
ନୂଆଗାଁ,୧୫।୧୧(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଧୀନ ସୋରଡ଼ା ଗାଁରେ ଏକ ଅନର କିଲିଂ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଏକ କାରରେ ନିଆଯାଇ କନ୍ଧମାଳ ଜିଲାର ଏକ ଜଙ୍ଗଲରେ ପୋତି…
ମେଟ୍ରୋ ରେଳ ପ୍ରକଳ୍ପକୁ ୫୯୨୯.୩୮ କୋଟି ମଞ୍ଜୁର
ଭୁବନେଶ୍ୱର,୧୫।୧୧(ଅନିଲ ଦାସ): ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଆଉ ପାଦେ ଆଗେଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ ପାଇଁ କରାଯାଇଥିବା ୫୯୨୯.୩୮ କୋଟିର ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି କାର୍ଯ୍ୟକୁ…
Archives


