Home Left

ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ପାଇଁ ‘ମେରେ ନାମ୍‌’ ଫିଲ୍ମ ନିର୍ମାଣ କରାଯିବା ଉଚିତ୍‌: ପ୍ରିୟଙ୍କା

ଭୋପାଳ,୧୫।୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ତେରେ ନାମ’ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀଙ୍କ ପାଇଁ ଫିଲ୍ମ…

ଦୁନିଆର ସବୁଠୁ ବଡ଼ ନାମ: ପଢ଼ିବାକୁ ଲାଗିବ ୧ ଘଣ୍ଟାରୁ ଅଧିକ ସମୟ, ଜାଣନ୍ତୁ ଏଥିରେ ରହିଛି କେତେ ସଂଖ୍ୟା…

ମହାନ ଲେଖକ ତଥା ନାଟ୍ୟକାର ଓ୍ବିଲିୟମ ସେକ୍ସପିୟର କହିଥିଲେ, ନାମରେ କ’ଣ ଅଛି? କିନ୍ତୁ ସତକଥା ହେଉଛି ଜଣେ ବ୍ୟକ୍ତିଙ୍କ ନାମ ହେଉଛି ତାଙ୍କର ପରିଚୟ ଏବଂ ନାମ ମଧ୍ୟ ତାଙ୍କ ଭାବମୂର୍ତ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ। ଏହି କାରଣରୁ…

ପାଠ ମାତ୍ର ଅଷ୍ଟମ ଶ୍ରେଣୀ, ମାତ୍ର ୧୮ଦିନରେ ନିଜେ ବନାଇଦେଲେ ଚାରି ଚକିଆ ଗାଡି

ଫରିଦପୁର,୧୫।୧୧: ଇଛାଶକ୍ତି ଦ୍ୱାରା କୌଣସି କାର୍ଯ୍ୟ ମଧ୍ୟ ଅସମ୍ଭବ ନୁହେଁ। ଦୃଢ ଇଛାଶକ୍ତି ରହିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସହଜରେ ଓ ସରଳରେ ହୋଇଯାଏ। ଆମେ କହୁଛୁ ଉତ୍ତରପ୍ରଦେଶର ଫରିଦପୁରର ଜଣେ ୧୯ବର୍ଷିୟ ଯୁବକଙ୍କ ବିଷୟରେ। ଅଷ୍ଟମ ଯାଏଁ ପାଠ ପଢି…

ପ୍ରଶଂସକଙ୍କୁ ଶକ୍ତ ଚାପୁଡା ମାରିଲେ ନାନା ପାଟେକର

ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ବାରାଣସୀରେ ତାଙ୍କ ଆଗାମୀ ଜର୍ନି ପାଇଁ ଶୁଟିଂ କରୁଛନ୍ତି। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ସହରରେ ଶୁଟିଂ ସମୟରେ ନାନା ପାଟେକର ଜଣେ…

ପୁଣି ଏକ ନୂଆ କୀର୍ତ୍ତିମାନ ହାସଲ କଲେ କୋହଲି

ମୁମ୍ବାଇ,୧୫।୧୧: ଭାରତ ପାଇଁ ନମ୍ବର-୩ରେ ବ୍ୟାଟ୍ସମ୍ୟାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ନ୍ୟୁଜିଲାଣ୍ଡ ପାଇଁ ନମ୍ବର-୩ରେ ବ୍ୟାଟିଂ କରୁଥିବା କେନ ୱିଲିୟମସନ ଚତୁର୍ଥ ଥର ପାଇଁ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ ଖେଳୁଛନ୍ତି। ଏହି ଦୁଇ ଖେଳାଳିଙ୍କ ଦଳ ଗତ ୪ଟି…

ଗଞ୍ଜାମରେ ଜଳସେଚନ, ଚାଷୀ ସମସ୍ୟା ଛତ୍ରପୁରଠାରେ ଜିଲା ସ୍ତରୀୟ ସମାବେଶ

ଛତ୍ରପୁର,୧୫।୧୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାର ଧାନ ଫସଲ ଉଜୁଡିବା ସହ ଜମି ଫାଟି ଆଁ କଲାଣି । ଜଳସେଚନ ସୁବିଧା ଥିବା ଜମିଗୁଡିକୁ ମଧ୍ୟ ଠିକ୍‌ ସମୟରେ ପାଣି ମିଳିବା ନେଇ ସନ୍ଦେହ ହେଲାଣି। ଏବେ ଚାଷୀ ମୁଣ୍ଡରେ…

ନିଜ ନାଁରେ ଆଉ ଏକ ରେକର୍ଡ ଯୋଡ଼ିଲେ ରୋହିତ ଶର୍ମା, ଦିନିକିଆ ବିଶ୍ୱକପରେ ମାରିଲେ ସର୍ବାଧିକ ଛକା

ମୁମ୍ବାଇ,୧୫।୧୧: ଦିନିକିଆ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୟୁନିଭର୍ସ ବସ୍ କ୍ରିସ୍ ଗେଲଙ୍କ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ମେଗା ଇଭେଣ୍ଟ ଇତିହାସରେ ୩୬ ବର୍ଷୀୟ ରୋହିତ ୫୦ ଟି ଛକା ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇ ୨୭…

ଜାମ୍ମୁ କଶ୍ମୀର ଡୋଡା ଜିଲାରେ ଘାଟୀରୁ ଚେନାଵ ନଦୀକୁ ଖସିଲା ବସ୍, ୩୦ ମୃତ

ନୂଆଦିଲ୍ଲୀ,୧୫।୧୧: ଜାମ୍ମୁ କଶ୍ମୀର ଅନ୍ତର୍ଗତ ଡୋଡାର ଆସାର ଅଞ୍ଚଳରେ ଏକ ବସ୍ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନା କିଷ୍ଟୱର ଏବଂ ଜିଏମସି ଡୋଡାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଃଖଦ ଘଟଣା ପରେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର: ୧୦ ଟଙ୍କା ଦେଇ ପାଟି ନ ଖୋଲିବାକୁ ଧମକ

ଦେବଗଡ଼,୧୫।୧୧(ଶେଖର ଝାଙ୍କର): ୪ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅଞ୍ଚଳରେ। ପୋଲିସ  ଘଟଣାରେ ସମ୍ପୃକ୍ତ ଉକ୍ତ ଅଞ୍ଚଳର  ଜଣେ ଯୁବକଙ୍କୁ  ଗିରଫ କରି ବୁଧବାର କୋର୍ଟଚାଲାଣ କରିଥିବା ଜଣାପଡିଛି…

୨ ଗର୍ଭାଶୟରେ ୨ ଶିଶୁ

ମଣ୍ଟେଗୋମେରି ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ବେଶ୍‌ ନିଆରା ଅନୁଭୂତି ହୋଇଥାଏ। ନିକଟରେ ଆମେରିକାର ଜଣେ ମହିଳା ଗର୍ଭବତୀ ଅଛନ୍ତି। ତେବେ ସେହି ମହିଳା ତାଙ୍କ ଗର୍ଭରେ ଦୁଇଟି ଶିଶୁଙ୍କୁ ଧାରଣ କରିଛନ୍ତି। ହେଲେ ଉକ୍ତ ଦୁଇ ଶିଶୁ ଯାଆଁଳା…

ବିଗ୍‌ ବସ୍‌ ଘରେ ଗର୍ଭବତୀ ହେଲେ ଅଙ୍କିତା ଲୋଖଣ୍ଡେ, ଭିଡିଓ ଭାଇରାଲ…

ମୁମ୍ବାଇ : ସଲମାନ ଖାନଙ୍କ ବିଗ୍‌ ବସ୍‌ ସିଜିନ ୧୭ର ଘରେ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ଭିକି ଜୈନଙ୍କ ମଧ୍ୟରେ ଝଗଡା ଚାଲିଛି। ଦୁହେଁ ପରସ୍ପରକୁ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି। ତେବେ ଦୈନନନ୍ଦିନ ଝଗଡା ମଧ୍ୟରେ ବିଗ ବସ…

ଓ-ହବ୍‌ ପରିଦର୍ଶନରେ ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂ

ଭୁବନେଶ୍ୱର, ୧୪।୧୧(ଅଭୟ ଦାଶ): ଷ୍ଟାର୍ଟଅପ୍‌ ଓଡ଼ିଶାର ଆଇକନିକ ପ୍ଲାଟ୍‌ଫର୍ମ (ବିଲ୍ଡି) ଓ-ହବ୍‌ ଅଭିନବତାର ଏକ ଜୀବନ୍ତ ଓ ଔଦ୍ୟୋଗିକୀ ହବ୍‌ ହୋଇପାରିଛି। ଏପରିକି ମଙ୍ଗଳବାର କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂ ପରିଦର୍ଶନରେ ଆସିଥିବାବେଳେ ତାଙ୍କୁ ଓ- ହବ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri