Home Left

ତାରାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏହି ଯୁବତୀଙ୍କୁ ଡେଟ୍‌ କରୁଛନ୍ତି ଆଦର ଜୈନ, ସମ୍ପର୍କ ଉପରେ ମୋହର

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ତାରା ସୁତାରିଆଙ୍କ ପୂର୍ବତନ ପ୍ରେମିକ ଆଦର ଜୈନ। ସେ ଏବେ ଆଉଜଣେ ଯୁବତୀଙ୍କୁ ଡେଟ୍‌ କରୁଥିବା ସ୍ପଷ୍ଟ ହୋଇଛି। କରିନା କପୁରଙ୍କ ଦୀପାବଳି ପାର୍ଟିରେ ଆଦରଙ୍କୁ ଉକ୍ତ ଯୁବତୀଙ୍କ ସହ ଦେଖାଯାଇଥିଲା। ଉଭୟ…

ଜର୍ସି ପିନ୍ଧି ଟିମ ଇଣ୍ଡିଆକୁ ସପୋର୍ଟ କଲେ ଜର୍ମାନୀ ଫୁଟବଲ ଖେଳାଳି ଥୋମାସ ମୁଲର

ନୂଆଦିଲ୍ଲୀ,୧୪।୧୧: ଜର୍ମାନୀର କିମ୍ବଦନ୍ତୀ ଫୁଟବଲର୍‌ ଥୋମାସ ମୁଲର ମଧ୍ୟ ଟିମ ଇଣ୍ଡିଆର ପ୍ରଶଂସକ ହୋଇଛନ୍ତି। କ୍ରିକେଟ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ସେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡିଓ ପୋଷ୍ଟ ମାଧ୍ୟମରେ ମୁଲର ଭାରତୀୟ ଦଳକୁ ସମର୍ଥନ କରିଛନ୍ତି। ଏହି…

ଯନ୍ତ୍ରପାତି ବଢ଼ାଉଛି କୃଷି ଉତ୍ପାଦନ

ନୟାଗଡ,୧୪।୧୧(ଲୋକନାଥ ମିଶ୍ର): ନୟାଗଡ ଷ୍ଟାଡିୟମରେ ଜିଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସୋମବାର ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ନୟାଗଡ ବିଧାୟକ ଅରୁଣ କୁମାର ସାହୁ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଏ ଅବସରରରେ ଜିଲାପାଳ ରବୀନ୍ଦ୍ର ନାଥ…

ମୃଣାଳଙ୍କୁ ଡେଟ୍‌ କରୁଛନ୍ତି ରାପର ବାଦ୍‌ଶାହା! ଦୀପାବଳି ପାର୍ଟିରେ ହାତରେ ହାତ ଛନ୍ଦି ବୁଲୁଥିବା ବେଳେ…

ବମ୍ବେ: ଲୋକପ୍ରିୟ ରାପର ବାଦ୍‌ଶାହା ପଡ଼ିଛନ୍ତି ପ୍ରେମରେ। ତାଙ୍କ ମନର ନାୟିକା ଆଉ କେହି ନୁହନ୍ତି ବରଂ ଅଭିନେତ୍ରୀ ମୃଣାଳ ଠାକୁର। ନିକଟରେ ଶିଳ୍ପା ସେଟ୍ଟୀଙ୍କ ଦୀପାବଳି ପାର୍ଟିରେ ହାତରେ ହାତ ଛନ୍ଦି ବୁଲୁଥିବାର ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା…

କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ

ନୂଆଗାଁ,୧୪।୧୧ (ଧନେଶ୍ୱର ସାହୁ): କୃଷକ ଦେଶର ମେରୁଦଣ୍ଡ। କୃଷକର ଉନ୍ନତିରେ ଦେଶର ପ୍ରଗତି। ତେଣୁ କୃଷକମାନଙ୍କ ଉନ୍ନତି ତଥା ଉନ୍ନତଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଷ ଜମିଗୁଡିକ ଜଳ ସେଚିତ ହୋଇ ପାରିଲେ ସୁବିଧାରେ…

ଧାନ କାଟି ଅଯଥାରେ ବଦନାମ ନ କରିବାକୁ ତାଗିଦ

ନୟାଗଡ଼,୧୪।୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାପାଳଙ୍କ ସଦ୍‌ଭାବନା ସଭା କକ୍ଷରେ ସୋମବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବହେରା, ରଣପୁର ବିଧାୟକ ସତ୍ୟ…

ପୂଜା ଅଣ୍ଡା ଉପରେ ଗୋରୁ ଚାଲିିଲେ

ପାଟଣା(ବୀର କିଶୋର ଦାଶ)/ ଚମ୍ପୁଆ(ମହେଶ୍ୱର ଦାସ)/କେନ୍ଦୁଝର: (ନରେଶ ଚନ୍ଦ୍ର ପଟ୍ଟନାୟକ), ୧୪।୧୧: ଯେତେବେଳେ ସମସ୍ତେ ଆଲୋକର ପର୍ବ ଦୀପାବଳିକୁ ବାଣ ଫୁଟାଇ, ଦୀପ ଜଳାଇ ଓ ମିଠାଇ ଖୁଆଇ ଧୁମ୍‌ଧାମରେ ପାଳନ କରନ୍ତି ସେତେବେଳେ ମହାନ୍ତ ବା କୁଡୁମୀ ସମ୍ପ୍ରଦାୟର ଲୋକମାନେ…

ଭଦ୍ରକ କାଳୀପୂଜା: ଆରମ୍ଭରୁ ଜମିଲାଣି

ଭଦ୍ରକ, ୧୪।୧୧(ସନାତନ ରାଉତ): ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକର ପରିଚୟ ନିଆରା। ଚରମ୍ପାଠାରେ ଜଣେ ଦକ୍ଷିଣ ଭାରତୀୟ ରେଳ କର୍ମଚାରୀଙ୍କ ଘରୋଇ ପୂଜା ଏବେ ଗଣପର୍ବର ରୂପ ନେଇଛି। ଚରମ୍ପାର ପିଡବ୍ଲୁଆଇ କମିଟି ସମେତ ମୁଖ୍ୟ ପୂଜା କମିଟିଗୁଡ଼ିକ ପକ୍ଷରୁ ଏଥର…

ବୈତରଣୀ ନଦୀଶଯ୍ୟାରୁ ବାଲି, ପଥର ଉଠାଣ

ଝୁମ୍ପୁରା,୧୪।୧୧(ଶଶିଭୂଷଣ ସାହୁ): କେନ୍ଦୁଝର ଝୁମ୍ପୁରା ତହସିଲ ଅନ୍ତର୍ଗତ ମଲଦା ରାଜସ୍ବ ସର୍କଲରେ ଉନ୍ନୟନମୂଳକ କାମ ଆଳ ଦେଖାଇ ପ୍ରକୃତି ପ୍ରଦତ୍ତ ନଦୀ, ଝରଣା, ଜଙ୍ଗଲ ଆଦି ଲଘୁ ଖଣିଜ ନଷ୍ଟ କରାଯାଉଛି। ରାଜସ୍ବ ବିଭାଗର ନୀରବତା କାରଣରୁ ରାଜସ୍ବ କ୍ଷତି ହେଉଛି।…

ମଧ୍ୟପ୍ରଦେଶର ୪୭୨ ଜଣ ପ୍ରାର୍ଥୀଙ୍କ ନାମରେ ରହିଛି ମାମଲା, ଭାଜପାର ସୁରେନ୍ଦ୍ର ପଟଓ୍ବାଙ୍କ ନାଁରେ ୧୭୫

ଭୋପାଳ,୧୪।୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ନିର୍ବାଚନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଏଡିଆର୍‌ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ରେ ମୋଟ ୨୫୩୪ପ୍ରାର୍ଥୀଙ୍କ ମଧ୍ୟରୁ…

ହଷ୍ଟେଲରେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ

କେନ୍ଦୁଝର, ୧୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଯନ୍ତାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ରୋଷେୟା ଅସଦାଚରଣ କରିଛନ୍ତି। ଛାତ୍ରୀ ବିରୋଧ କରିବାରୁ ରୋଷେୟା ମାଡ଼ ମାରିଥିବା ଜଣାପଡ଼ିଛି। ଘଟଣା ପରେ…

ଯୁବକଙ୍କ ଉନ୍ମତ୍ତକାଣ୍ଡ: ନିଜ ଘରେ ଲଗାଇଦେଲେ ନିଆଁ

ଚଣ୍ଡିଖୋଲ,୧୪।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ଚଣ୍ଡିତଳ ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟି ୨ ପରିବାରର ୪ ବଖରା ଘର ଜଳି ଯାଇଛି । ଉକ୍ତ ଗ୍ରାମର ଅଜୟ ଦଳେଇ ପ୍ରତିଦିନ ପରି ରବିବାର ମଦ ପିଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri