Home Left

ସୁଡ଼ଙ୍ଗରୁ ସ୍ବାମୀଙ୍କୁ ସୁରକ୍ଷିତ ଉଦ୍ଧାର ନ କରିବା ଯାଏ ସ୍ଥାନ ଛାଡ଼ି ଯିବି ନାହିଁ

ଉତ୍ତରକାଶୀ,୧୯ା୧୧: ଭୁଶୁଡ଼ିଥିବା ସୁଡ଼ଙ୍ଗ ମଧ୍ୟରୁ ତାଙ୍କ ସ୍ବାମୀ ସୁରକ୍ଷିତ ଉଦ୍ଧାର ନ ହେବା ପର୍ଯ୍ୟନ୍ତ ସ୍ଥାନ ଛାଡ଼ି ଯିବେ ନାହିଁ ବୋଲି ବିହାରରୁ ଆସିଥିବା ରଜନୀ ଟୁଡ଼ୁ(୩୦) କହିଛନ୍ତି। ତାଙ୍କ ସ୍ବାମୀ ବୀରେନ୍ଦର କିସ୍କୁ(୪୦) ୮ ଦିନ ହେଲା ସୁଡ଼ଙ୍ଗ ମଧ୍ୟରେ…

ଅଷ୍ଟ୍ରେଲିଆ ଉପରେ ଧନ ବର୍ଷା: ଭାରତ ଏତିକି ଟଙ୍କାରେ ସନ୍ତୁଷ୍ଟ

ଅହମ୍ମଦାବାଦ୍‌,୧୯।୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଭାରତକୁ ପରାସ୍ତ କରି ବିଶ୍ୱକପ ଜିତିଛି। ଅଷ୍ଟ୍ରେଲିଆ ପୂର୍ବରୁ ୧୯୮୭, ୧୯୯୯, ୨୦୦୩, ୨୦୦୭ ଏବଂ ୨୦୧୫ରେ…

ଇଟାଭାଟିରେ ୧୯ ଶ୍ରମିକ ବନ୍ଧକ: ଉଦ୍ଧାର ପାଇଁ କଲେ ଗୁହାରି

ପଦ୍ମପୁର,୧୯।୧୧(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅଧୀନ ଗଉଡମାଲ ଗ୍ରାମର ୧୯ଜଣ ଶ୍ରମିକ ତେଲଙ୍ଗାନାର ଏକ ଇଟାଭାଟିରେ ବନ୍ଧକ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମିକଙ୍କ ପରିବାର ଲୋକେ ସରକାରଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁସାରେ, ଗଉଡମାଲ ଗ୍ରାମର…

ଓ୍ବାର୍ଲଡ କପ ମଧ୍ୟରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ,୧୯।୧୧: ଗୋଟିଏ ପଟେ ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳୁଛନ୍ତି। ଅନ୍ୟ ପଟେ ଦେଶର ଏକ ଅଂଶରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରବିବାର ସା ପ୍ରାୟ ୬ଟା ୩୦ ସମୟରେ…

ପଞ୍ଚଭୂତରେ ଲୀନ ହେଲେ ଶହୀଦ ଯବାନ

ଭବାନୀପାଟଣା/ତୁଣ୍ଡଲା,୧୯।୧୧(ଉତ୍ତମ କୁମାର ଦାଶ/ଫିରୋଜ କୁମାର ଦାଶ): ତ୍ରିପୁରା-ବାଂଲାଦେଶ ସୀମାନ୍ତ ଲଙ୍କାମୋରାରେ ଗତ ଶୁକ୍ରବାର ଶହୀଦ ହୋଇଥିଲେ ଓଡ଼ିଆ ବିଏସ୍‌ଏଫ୍‌ ଯବାନ ଈଶର ଚନ୍ଦ୍ର ଦୋରା। ରବିବାର ମଧ୍ୟାହ୍ନରେ ନିଜ ଜନ୍ମ ମାଟି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡିରେ ପହଞ୍ଚି ଥିଲା…

ହରଭଜନଙ୍କ ବିବାଦୀୟ ବୟାନ, ଅନୁଷ୍କାଙ୍କ ମ୍ୟାଚ ଦେଖିବାକୁ ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୧୯।୧୧: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚରେ ଭାରତ ୨୪୧ ରନର ଲକ୍ଷ୍ୟ ସ୍ଥିର କରିଛି ଏବଂ ବର୍ତ୍ତମାନ କଙ୍ଗାରୁ ଦଳ ପୂର୍ଣ୍ଣ ଶକ୍ତି ସହିତ ଆଗକୁ…

ଯୁବତୀଙ୍କୁ ବଳାତ୍କାର କଲେ ପୋଲିସ କନ୍‌ଷ୍ଟେବଲ

ଆଗ୍ରା,୧୯ା୧୧: ଉତ୍ତରପ୍ରଦେଶର ଆଗ୍ରାରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ପ୍ରାଦେଶିକ ସଶସ୍ତ୍ର ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କନ୍‌ଷ୍ଟେବଲ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ ଯୁବତୀଙ୍କ ନିର୍ବନ୍ଧ ହୋଇଥିଲା। ସେ…

ଅନନ୍ୟାଙ୍କୁ ପସନ୍ଦ ବିଷଧର ସାପ

ମୁମ୍ବାଇ: ବଲିଉଡର ଦିଭା ଅନନ୍ୟା ପାଣ୍ଡେ ଡେଟିଂ ବ୍ୟତୀତ ଏବେ ଆଉ କିଛି କାରଣକୁ ନେଇ ବି ହେଡଲାଇନରେ ରହୁଛନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ବିଶେଷକରି ଅନନ୍ୟା ପାଣ୍ଡେଙ୍କର ଗୋଟିଏ ଇନଷ୍ଟା ପୋଷ୍ଟ ଶୀଘ୍ର ଭାଇରାଲ ହୁଏ।…

କୀଟନାଶକ ପିଇ ଜୀବନ ହାରିଲେ: କାରଣ ଖୋଜୁଛି ପୋଲିସ

ଗୋପାଳପୁର, ୧୯।୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧୀନ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତି କୀଟନାଶକ ପିଇ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ରବିବାର ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଖଗେଶ୍ୱର ରେଡି…

ବିରାଟ ଆଉଟ ହେବା ପରେ ଭାଙ୍ଗିଲା ଅନୁଷ୍କାଙ୍କ ଦିଲ୍‌, ଭାଇରାଲ ହେଉଛି ରିଆକ୍ସନ

ଅହମଦାବାଦ/ମୁମ୍ବାଇ: ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚରେ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା। ଏହି ସମୟରେ ବିରାଟ କୋହଲି, ଯେଉଁଥିରୁ ଏକ ବଡ଼ ଇନିଂସ ଆଶା କରାଯାଉଥିଲା, ସେ…

ସଚିନଙ୍କ ରେକର୍ଡ ଭାଙ୍ଗି ଠିଆକଲେ ରନ୍‌ର ପାହାଡ଼, ଏମିତି ଥିଲା କିଙ୍ଗ କୋହଲିଙ୍କ ଓ୍ବାର୍ଲଡ କପ ଯାତ୍ରା

ଅହମଦାବାଦ,୧୯।୧୧: ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ବ୍ୟାଟିଂ ଦୁର୍ବଳ ଦେଖାଯାଉଥିଲା…

ନେପାଳର ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପ୍ରବଳ ଥଣ୍ଡା, ୫ ମୃତ

କାଠମାଣ୍ଡୁ,୧୯।୧୧: ନେପାଳର ଭୂକମ୍ପ ପ୍ରଭାବିତ ଜାଜରକୋଟ ଜିଲାରେ ପ୍ରବଳ ଥଣ୍ଡା ହେତୁ ଅସ୍ଥାୟୀ ତମ୍ବୁରେ ରହୁଥିବା ଦୁଇ ମହିଳାଙ୍କ ସମେତ ୫ଜଣ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ରବିବାର ପୋଲିସ କହିଛି ଯେ ୩ଜଣ ବୃଦ୍ଧଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଦୁଇଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri