Home Left

ଅରୁଣାଚଳକୁ ୨୭-୦ରେ ହରାଇଲା ଓଡ଼ିଶା

ଚେନ୍ନାଇ, ୨୦।୧୧: ଏଠାରେ ଚାଲିଥିବା ଜାତୀୟ ସିନିୟର ପୁରୁଷ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ଓଡ଼ିଶା ୨୭-୦ ଗୋଲରେ ଅରୁଣାଚଳ ପ୍ରଦେଶକୁ ହରାଇ ଦେଇଛି। ସମ୍ପୂର୍ଣ୍ଣ ଏକପାଖିଆଭାବେ ଶେଷ ହୋଇଥିବା ମ୍ୟାଚରେ ଓଡ଼ିଶା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାଧାନ୍ୟ…

ସିଜନରେ ଭର୍ଷ୍ଟାପେନ୍‌ଙ୍କ ୧୮ତମ ବିଜୟ

ଲାସ୍‌ ଭେଗାସ, ୨୦ା୧୧ : ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଲାସ୍‌ଭେଗାସ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ୧୮ତମ ରେସ୍‌ ବିଜୟ। ୩ଥର ବିଶ୍ୱ ଚାମ୍ପିୟନଙ୍କର ଏହା କ୍ରମାଗତ ୬ଷ୍ଠ ଏବଂ…

ଓଡ଼ିଶା, ଗୋଆ ବିଜୟୀ

ସୁନ୍ଦରଗଡ଼,୨୦ା୧୧(ଜୟ ନାରାୟଣ ମେଣ୍ଡୁଳି) : ଜିଲା କ୍ରୀଡ଼ା ସଂସଦ ଓ ଫୁଟ୍‌ବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ ଷ୍ଟାଡିୟମରେ ଆୟୋଜିତ ୨୮ତମ ଜାତୀୟ ମହିଳା ଫୁଟବଲ ଚାମ୍ପିୟନଶିପ୍‌ର ୪ର୍ଥ ଦିବସରେ ଓଡ଼ିଶା ଓ ଗୋଆ ବିଜୟୀ ହୋଇଛନ୍ତି। ରବିବାର…

ଖବରଦାତା ସାଜଦ ଅହମଦ ଦର୍‌ଙ୍କ ଅଟକ ହାଇକୋର୍ଟରେ ଖାରଜ

ଶ୍ରୀନଗର,୨୦ା୧୧: ସରକାରଙ୍କୁ ସମାଲୋଚନା ପାଇଁ ଜଣେ ସାମ୍ବାଦିକଙ୍କୁ ଅଟକ ରଖାଯିବା ଘଟଣାରେ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିନ୍ଦା କରିଛନ୍ତି। ପ୍ରତିକାର ଅଟକ ଆଇନର ଏହା ଉଲ୍ଲଂଘନ ବୋଲି ଉଚ୍ଚ ଅଦାଲତ କହିଛନ୍ତି। କଶ୍ମୀରର ଖବରଦାତା ସାଜଦ…

ସମ୍ରାଟଙ୍କ ସମାଧି ଖୋଳିବାକୁ ଭୟ

ବେଜିଂ,୨୦ା୧୧: ଖ୍ରୀଷ୍ଟପୂର୍ବ ୨୨୧ରୁ ୨୧୦ ପର୍ଯ୍ୟନ୍ତ କିନ୍‌ ଶୁ ହୁଆଙ୍ଗ୍‌ ଚାଇନାକୁ ଶାସନ କରିଥିଲେ। ତାଙ୍କ ସମାଧିକୁ ସୈନ୍ୟ ଓ ଘୋଡ଼ା ସୁରକ୍ଷା ଦେଉଥିବା ଦୃଶ୍ୟର ଏକ ଟେରାକୋଟାକୁ ୧୯୭୪ରେ ଶାନ୍‌ଜି ପ୍ରଦେଶର ଚାଷୀମାନେ ପାଇଥିଲେ। ଦେଶର ଏହି ପ୍ରଥମ ସମ୍ରାଟଙ୍କ…

ହିନ୍ଦୁଧର୍ମ ଯୋଗୁ ଏତେ ଆଗେଇଛି

ଓ୍ବାଶିଂଟନ୍‌,୨୦ା୧୧: ହିନ୍ଦୁଧର୍ମ ମୋତେ ସ୍ବାଧୀନତା ଦେଇଥାଏ। ଏହି ଆସ୍ଥା ହିଁ ମୋତେ ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ ସାମିଲ ହେବା ପାଇଁ ଏତେ ବାଟକୁ ଆଣିଛି ବୋଲି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍‌ ଆଶାୟୀ ବିବେକ ରାମସ୍ବାମୀ କହିଛନ୍ତି। ୩୮ ବର୍ଷୀୟ…

ଭାରତ ଆସୁଥିବା ଜାହାଜକୁ ଅପହରଣ

ଜେରୁଜେଲମ୍‌,୨୦ା୧୧: ଭାରତ ଆସୁଥିବା ଏକ ପଣ୍ୟବାହୀ ଜାହାଜକୁ ୟେମେନ୍‌ର ହୌଥି ବିଦ୍ରୋହୀମାନେ ରବିବାର ଲୋହିତ ସାଗରର ଶିପିଂ ରୁଟ୍‌ରୁ ଅପହରଣ କରିନେଇଛନ୍ତି। ଇସ୍ରାଏଲ୍‌ ଲିଙ୍କ୍‌ ଥିବା ଏହି ଜାହାଜରେ ୨୫ ଜଣ କର୍ମଚାରୀ ଥିଲେ। ତାଙ୍କୁ ହୌଥି ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବାରୁ…

ସୁଯୋଗ ମିଳିଲେ ପୁଣି ନିର୍ବାଚନ ଲଢ଼ିବି: ପ୍ରମିଳା ବିଶୋୟୀ

ବ୍ରହ୍ମପୁର,୨୦ା୧୧(ନରସିଂହ ସାହୁ): ସୁଯୋଗ ମିଳିଲେ ଆଗାମୀ ଲୋକ ସଭା ନିର୍ବାଚନ ଲଢ଼ିବି ବୋଲି ଆସିକା ବିଜେଡି ଏମ୍‌ପି ପ୍ରମିଳା ବିଶୋୟୀ କହିଛନ୍ତି। ଏଥିପାଇଁ ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟିକେଟ ପାଇଁ ସେ ଆବେଦନ କରିଥିବା ଦର୍ଶାଇଛନ୍ତି। ରବିବାର…

ଶିଶୁଙ୍କ ଅଧିକାର ନେଇ ସଚେତନତା

ଅନ୍ତର୍ଜାତୀୟ ସ୍ତରରେ ଶିଶୁଙ୍କ ବିକାଶ ଏବଂ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୨୦ରେ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳନ କରାଯାଇଥାଏ। ୧୯୨୫ରେ ଶିଶୁ କଲ୍ୟାଣ ଉପରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସମ୍ମିଳନୀରେ ଜେନେଭାରେ ଅନ୍ତର୍ଜାତୀୟ ଶିଶୁ ଦିବସ…

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୦।୧୧: ସୋନି ଇଣ୍ଡିଆର ନୂତନ ଉତ୍ପାଦ ତଥା ଆଲ୍‌ଫା ୭ ସିରିଜର ଦୁଇଟି ନୂଆ କ୍ୟାମେରାକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଆଲ୍‌ଫା ୭ ସିରିଜର ‘ଆଲ୍‌ଫା ୭ସି୨ ଓ ଆଲ୍‌ଫା ୭ସିଆର୍‌’ମଡେଲ ସାମିଲ ରହିଛି। ଯେଉଁଥିରେ କମ୍ପାକ୍ଟ ଫୁଲ୍‌ ଫ୍ରେମ୍‌…

ବଜାରରେ ହୋଣ୍ଡା ମୋଟରସାଇକେଲର ନୂଆ ସିବି ୩୫୦

ଭୁବନେଶ୍ୱର,୨୦।୧୧: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ନୂତନ ମଡେଲ ଅଲ୍‌ ନ୍ୟୁ ରେଟ୍ରୋ କ୍ଲାସିକ ସିବି୩୫୦କୁ ନିକଟରେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସ୍ତୁମୁ ଓଟାନି…

୨୨ରେ ଖୋଲିବ ଫେଡବ୍ୟାଙ୍କର ଆଇପିଓ

ଭୁବନେଶ୍ୱର,୨୦।୧୧: ଫେଡ୍‌ ବ୍ୟାଙ୍କ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତ ବର୍ଷ ନଭେମ୍ବର ୨୨ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଉକ୍ତ ଅଫର ଜରିଆରେ ୬୦୦ କୋଟି ଟଙ୍କାର ନୂଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri