Home Left

କୋଭିଡ୍‌ ଯୋଦ୍ଧାଙ୍କୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୨୦ା୧୧(ପି.ଟି.): ଶାନ୍ତି, ନିରସ୍ତ୍ରୀକରଣ ଏବଂ ବିକାଶ ପାଇଁ ୨୦୨୨ର ଇନ୍ଦିରା ଗାନ୍ଧୀ ପୁରସ୍କାର ରବିବାର ମିଳିତ ଭାବେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ ଏବଂ ଭାରତର ତାଲିମ୍‌ପ୍ରାପ୍ତ ନର୍ସ ସଂଘକୁ ପ୍ରଦାନ କରାଯାଇଛି। ସେମାନେ ଦେଶର କୋଭିଡ୍‌ ଯୋଦ୍ଧାର ପ୍ରତିନିଧିତ୍ୱ କରିଛନ୍ତି। ପୂର୍ବତନ…

୪ ଟ୍ରିଲିୟନ୍‌ ଡଲାର ଅର୍ଥନୀତି: ଜାଲ୍‌ ରିପୋର୍ଟ ଭାଇରାଲ

ନୂଆଦିଲ୍ଲୀ,୨୦ା୧୧: ୨୦୨୭ ସୁଦ୍ଧା ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଆମେରିକୀୟ ଡଲାରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ରଖିଥିବାବେଳେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୪ ଟ୍ରିଲିୟନ୍‌ ଡଲାର ଅତିକ୍ରମ କରିଥିବା ନେଇ କେତେକ ତଥ୍ୟ ଆଧାରରେ…

୮ ଦିନ ପରେ ବି ଉଦ୍ଧାର ଆଗଉନି

ଉତ୍ତରକାଶୀ/ଡେରାଡୁନ୍‌,୨୦ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ିଥିବା ସିଲ୍‌କ୍ୟାରା ସୁଡ଼ଙ୍ଗ ତଳେ ୫ ଓଡ଼ିଆଙ୍କ ସମେତ ୪୧ ଶ୍ରମିକ ୮ ଦିନ ହେଲା ଫସିରହିଥିବାବେଳେ ଉଦ୍ଧାର କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇପାରି ନାହିଁ। ଆମେରିକାରୁ ଅଣାଯାଇଥିବା ବିଶାଳ ଡ୍ରିଲିଂ ମେଶିନରେ ଭୂସମାନ୍ତରାଳ ଭାବେ ଖନନ…

ଭାରତରେ ସାଇବର ଅପରାଧ ଅଧିକ

ବେଙ୍ଗାଲୁରୁ,୨୦ା୧୧(ପି.ଟି.): ବିଶ୍ୱରେ ଘଟୁଥିବା ହାରାହାରି ସାଇବର ଅପରାଧ ତୁଳନାରେ ଭାରତରେ ଏହା ପାଖାପାଖି ୨ ଗୁଣ ବୋଲି ନ୍ୟାଶନାଲ ସାଇବରସିକ୍ୟୁରିଟି କୋଅର୍ଡିନେଟର ଏମ୍‌.ୟୁ. ନାୟାର ରବିବାର କହିଛନ୍ତି। ସିନର୍ଜିଆ କନ୍‌କ୍ଲେଭ୍‌ ୨୦୨୩ରେ ‘ଆଲାଇନିଂ ଟେକ୍‌ନୋଲୋଜିଜ୍‌ ଟୁ ଫ୍ୟୁଚର କନ୍‌ଫ୍ଲିକ୍ଟସ୍‌’ ଉପରେ ଉଦ୍‌ବୋଧନ…

ଆଜି ଆସିବ ନାକ୍‌ ଟିମ୍‌: ସଜେଇ ହୋଇଛି ରେଭେନ୍‌ଶା

କଟକ,୨୦ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ସୁନ୍ଦର କଳାକୃତିରେ ଝଲସୁଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ବିଭିନ୍ନ ଲାବ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାଚେରି ଏବଂ କାନ୍ଥଗୁଡିକରେ ଚିତ୍ରାଙ୍କନ କରାଯାଇଛି। ରକ୍ଷଣାବେକ୍ଷଣର ଅଭାବରୁ ଅବହେଳିତ ଅବସ୍ଥାରେ ଥିବା ରାଜ୍ୟର ପ୍ରଥମ କ୍ୟାମ୍ପସ କମ୍ୟୁନିଟି ରେଡିଓ ‘ରେଭେନ୍‌ଶା ରେଡ଼ିଓ…

କାଷ୍ଟିଂ ନାହିଁ, ଲବି-ରେଫରେନ୍ସରେ ଓଲିଉଡ୍‌

ଓଡ଼ିଶାର ଝିଅ। ଇଞ୍ଜିନିୟରିଂ ପଢ଼ିବା ପରେ ହଠାତ୍‌ ପାଦ ଦେଇଥିଲେ ମନୋରଞ୍ଜନ ଦୁନିଆରେ। ମୁମ୍ବାଇରୁ ଆରମ୍ଭ କରିଥିଲେ ବୃତ୍ତିଗତ ଜୀବନ ଯାତ୍ରା। ସେ ହେଉଛନ୍ତି ଜାତୀୟସ୍ତରର ଅଭିନେତ୍ରୀ ସୋନାଲି ଶର୍ମିଷ୍ଠା ମହାନ୍ତି। ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କ ସହ ନେଟ୍‌ଫ୍ଲିକ୍ସରେ ‘ତ୍ରିଭଙ୍ଗ’ ଚଳଚ୍ଚିତ୍ର,…

ଗଛରୁ ଝରଣା ଭଳି ଅବିରତ ବହିଚାଲିଛି ପାଣି, ଭିଡିଓ ଦେଖିଲେ କହିବେ…

ପୃଥିବୀ ରହସ୍ୟରେ ପରିପୂର୍ଣ୍ଣ। ଆପଣ ଅନେକ ସ୍ଥାନରେ ଚମତ୍କାର ଜିନିଷ ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆର ଯୁଗ ଆସିବା ଦିନଠାରୁ ସାରା ବିଶ୍ୱରୁ ଏଭଳି ଜିନିଷ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଛୁ। ଆଜିକାଲି ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ…

ସ୍ବାମୀ ଦ୍ୱିତୀୟ ବିବାହ କରିଥିବା ନେଇ କରିଥିଲି ଅଭିଯୋଗ: ୫ ଦିନ ବିତିଲାଣି, କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ନନ୍ଦପୁର, ୧୯ା୧୧(ଶଙ୍କର ପୂଜାରୀ): ବିବାହର ୩ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ବାମୀ ଗତ ଦଶହରା ଦିନ ଅନ୍ୟ ଜଣଙ୍କୁ ବିବାହ କଲେ। ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ବାମୀ ଅର୍ଜୁନ ମୁଦୁଲି, ଶାଶୁ, ଶଶୁର, ନଣନ୍ଦ ଓ ଦିଅର ମିଶି…

କେବଳ ଆଇପିଏଲର ବେଷ୍ଟ କ୍ୟାପଟେନ ହେଉଛନ୍ତି ରୋହିତ ଶର୍ମା, ଜିତି ନାହାଁନ୍ତି ଗୋଟିଏ ବି ଆଇସିସି ଟ୍ରଫି

ନୂଆଦିଲ୍ଲୀ,୧୯।୧୧: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଶ୍ୱକପ ୨୦୨୩ର ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରାୟ ଏକପାଖିଆ ଭାବେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିଥିଲା। ୨୦୨୩ବିଶ୍ୱକପ ହରାଇବା ପରେ ଏହା ସ୍ପଷ୍ଟ…

ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀଙ୍କ ଅର୍ଘ୍ୟ ଅର୍ପଣ

ସମ୍ବଲପୁର,୧୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ହର୍ଷ ଉଲ୍ଲାସର ସହିତ ପବିତ୍ର ଛଟ୍‌ପର୍ବ ପାଳନ କରାଯାଇଛି। ରବିବାର ସମ୍ବଲପୁର ସହରର ବିଭିନ୍ନ ନଦୀ ଘାଟ ସମେତ ବିଭିନ୍ନ ଜଳାଶୟରେ ଏନେଇ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କଟରଧୁଆ, ମନ୍ଦଲିଆ,…

ଭାରତ ହାରିବାର ଅସଲ କାରଣ ହେଉଛନ୍ତି ଅମ୍ପାୟାର ରିଚାର୍ଡ କ୍ୟାଟଲବୋରୋ

ନୂଆଦିଲ୍ଲୀ,୧୯।୧୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୬ ୱିକେଟରେ ପରାସ୍ତ କରି ଟ୍ରଫି ଜିତିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ପରାଜୟ ସହ ଭାରତୀୟ ଦଳ ପୁଣି ଥରେ ଟାଇଟଲ ଜିତିବାରୁ ବଞ୍ଚିତ ହୋଇଛି। ଭାରତର ଏହି…

କୋହଲି ପ୍ଲେୟାର ଅଫ ଟୁର୍ନାମେଣ୍ଟ: ପୁରସ୍କାର ନେବାବେଳେ ହେଲେ ଭାବପ୍ରବଣ

ଅହମ୍ମଦାବାଦ୍‌,୧୯।୧୧: ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତି ଷଷ୍ଠ ଥର ପାଇଁ ବିଶ୍ୱକପ ଜିତିଛି। ଏହି ମ୍ୟାଚ ପରେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପ୍ଲେୟାର ଅଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri