Home Left

ମୋଦିଙ୍କ ଭାଷଣରେ କ୍ରିକେଟର ତଡକା: କହିଲେ କଂଗ୍ରେସ ନେତା ଜଣେ ଜଣଙ୍କୁ ରନଆଉଟ କରୁଛନ୍ତି

ଜୟପୁର,୧୯।୧୧: କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ ଦିନ ରାଜସ୍ଥାନରେ ପ୍ରଚାର କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଭାଷଣରେ କ୍ରିକେଟ ରଙ୍ଗ ମଧ୍ୟ ଦୃଶ୍ୟମାନ ହୋଇଥିଲା। ମୋଦି ରାଜସ୍ଥାନର ଚୁରୁ ଏବଂ ଞ୍ଜୁଞ୍ଜୁନୁ ଜିଲାରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।…

ସନ୍ଦିଗ୍ଧ ଡ୍ରୋନ ଦେଖିବା ପରେ ବନ୍ଦ ହେଲା ଇମ୍ଫାଲ ବିମାନ ବନ୍ଦର

ଇମ୍ଫାଲ,୧୯।୧୧: ମଣିପୁରର ରାଜଧାନୀ ଇମ୍ଫାଲର ବୀର ଟିକେନ୍ଦ୍ରଜିତ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ କରାଯାଇଛି। ଅଜ୍ଞାତ ମାନବ ବିହୀନ ବିମାନ ଯାନ କିମ୍ବା ଡ୍ରୋନ ବାୟୁମଣ୍ଡଳରେ ନଜର ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାନୁସାରେ, ଇମ୍ଫାଲକୁ ଆସୁଥିବା ଓ…

ଏବେ ଭାରତ ଯାହା କହୁଛି, ତାହା ବିଶ୍ୱ ଧ୍ୟାନର ସହ ଶୁଣୁଛି: ରାଜନାଥ ସିଂ

ଜୟପୁର.୧୯।୧୧: କେବଳ ସରକାର ଗଠନ ପାଇଁ ନୁହେଁ ବରଂ ସମାଜ ତଥା ଦେଶ ଗଠନ ପାଇଁ ନିର୍ବାଚନ ଲଢେଇ ହେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର କହିଛନ୍ତି। ଶାହାପୁରାରେ ଏକ ନିର୍ବାଚନ ରାଲିରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଶ୍ୱକପ୍‌ ଫାଇନାଲରେ ବାୟୁସେନାର ପରାକ୍ରମ: ମନ ମୋହିଲା ସୂର୍ଯ୍ୟକିରଣର ଏୟାର ଶୋ

ଅହମଦାବାଦ,୧୯ା୧୧: ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ପୂର୍ବରୁ ଦେଖିବାକୁ ମିଳିଥିଲା ଭାରତୀୟ ବାୟୁସେନାର ପରାକ୍ରମ। ବାୟୁସେନାରେ ଆକ୍ରୋବାଟିକ୍‌ ଟିମ୍‌ ସୂର୍ଯ୍ୟ କିରଣ ଟସ୍‌ର ଠିକ୍‌ ପୂର୍ବରୁ ଏକ ଚମତ୍କାର ଏୟାର ଶୋ’ର ପ୍ରଦର୍ଶନ କରିଥିଲା।…

୧୬ ଜଣଙ୍କୁ ଅସଦାଚରଣ ଅଭିଯୋଗରେ ବ୍ୟକ୍ତିଙ୍କୁ ୭୦୭ ବର୍ଷ ଜେଲ ଦଣ୍ଡାଦେଶ

ଓ୍ବାଶିଂଟନ,୧୯।୧୧: ଆମେରିକାର ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ୭୦୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ୧୬ଜଣ ବାଳକଙ୍କୁ ଅସଦାଚରଣ କରିଥିବା ଏବଂ ଅନ୍ୟ ଜଣଙ୍କୁ ଅଶ୍ଳୀଳତା ଦେଖାଇଥିବା ଅଭିଯୋଗ ହୋଇଥିଲା। ଏକ ଖଣ୍ଡପୀଠ ତାଙ୍କୁ ୩୪ ଅପରାଧରେ ଦୋଷୀ ସାବ୍ୟସ୍ତ…

ପୁଣି ହୃଦୟ ଜିତିଲେ ଶାହରୁଖ

ଅହମ୍ମଦାବାଦ୍‌,୧୯।୧୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଦେଖିବାକୁ ଆଜି ବଲିଉଡର ଅନେକ ତାରକା ଅହମ୍ମଦାବାଦରେ ପହଞ୍ଚିଛନ୍ତି। ଦୀପିକା ପାଦୁକୋନ ତାଙ୍କ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋନ ରଣବୀର ସିଂଙ୍କ ସହ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି…

ବିଶ୍ୱକପ୍‌ ମ୍ୟାଚ୍‌ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ଆଇସିସି ବିଶ୍ୱକପ୍‌ ୨୦୨୩ରେ ଫାଇନାଲରେ ଦେଶ ତଥା ବିଶ୍ୱରେ କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ଜିତୁ ବୋଲି ଲକ୍ଷ ଲକ୍ଷ ଲୋକ ଆଶା କରୁଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ ସ୍ବତନ୍ତ୍ର…

ଓ୍ବାର୍ଲଡ କପ ଫାଇନାଲ ଦେଖିବାକୁ କପିଲ ଦେବଙ୍କୁ ମିଳିନାହିଁ ନିମନ୍ତ୍ରଣ

ଅହମଦାବାଦ,୧୯।୧୧: ବିଶ୍ୱକପର ଅନ୍ତିମ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଟସ ହରାଇବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଛି। ଏଥି ସହିତ ସୋସିଆଲ ମିଡିଆରେ ଏକ…

‘ଅତ୍ୟଧିକ ବିଶ୍ୱାସ’ ଭାରତକୁ ମହଙ୍ଗା ପଡ଼ିଲା, ଲାଇଭ ଟିଭି ଶୋ’ରେ ଭାରତକୁ କଟାକ୍ଷ କଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ,୧୯ା୧୧: ବିଶ୍ୱକପ ଫାଇନାଲରେ ଭାରତ ଆଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ ପୂର୍ବ ମ୍ୟାଚ୍ ତୁଳନାରେ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଛି। ଭାରତୀୟ ଟିମ ଠାରୁ ୧୪୦ କୋଟି ଦେଶବାସୀ ଫାଇନାଲ ମୁକାବିଲାରେ ଯାହା ଆଶା କରୁଥିଲେ ସେପରି କିଛି ହେଉନାହିଁ। ଏହାକୁ…

ସାଇବେରିଆରେ ପ୍ରବଳ ଝଡ଼ତୋଫାନ: ୨ ମୃତ, ଜରୁରିକାଳୀନ ପରିସ୍ଥିତି ଘୋଷଣା

ମସ୍କୋ,୧୯ା୧୧: ରୁଷିଆର ସାଇବେରିଆରେ ରବିବାର ପ୍ରବଳ ଝଡ଼ତୋଫାନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଝଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସହରରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଆଜି ସାଇବେରିଆର ଅନେକ ଅଞ୍ଚଳରେ ସେକେଣ୍ଡରେ ୩୮ ମିଟର ବେଗରେ ପବନ…

ଡୁପ୍ଲିକେଟ୍‌ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼: ଦେଖିଲେ ଆଖି ଖାଇଯିବ ଧୋକା

ଅହମ୍ମଦାବାଦ୍‌,୧୯।୧୧: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲ୍‌ ମ୍ୟାଚ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ବିରାଟ କୋହଲି ନିଜର ୫୦ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ବର୍ତ୍ତମାନ ସମଗ୍ର…

ତେଲକୋଇ ରେଞ୍ଜରୁ ଆଜି ପୁଣି ଏକ ହାତୀର ମୃତଦେହ ଉଦ୍ଧାର

କେନ୍ଦୁଝର,୧୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅନ୍ତର୍ଗତ ଏକ ଜଙ୍ଗଲରୁ ରବିବାର ପୁଣି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀଟିର ବୟସ ପ୍ରାୟ ୮ ବର୍ଷ ହୋଇଥିବା ବେଳେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ପ୍ରକାଶ ଯେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri