ସମୁଦ୍ରରେ ପଡ଼ିଲା ନୌସେନା ବିମାନ: ପହଁରି ପହଁରି ଜୀବନ ରକ୍ଷା କଲେ ୯ କମାଣ୍ଡୋ
ଓ୍ବାଶିଂଟନ୍,୨୧।୧୧: ଆମେରିକାର ଏକ ବୃହତ ନୌସେନା ବିମାନ ସମୁଦ୍ରରେ ଖସିପଡିଛି। ସୂତ୍ରରୁ ବିମାନରେ ନଅ ଜଣ କମାଣ୍ଡୋ ଥିଲେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଥିଲେ। ତେବେ ବିମାନଟି ସମୁଦ୍ରରେ ବୁଡ଼ିଯାଇଛି। ଆମେରିକାର ମେରାଇନ କର୍ପସ…
ମଣିପୁରରେ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆକ୍ରମଣ: ଆଇଆର୍ବି ଯବାନଙ୍କ ସମେତ ୨ ମୃତ
ଇମ୍ଫାଲ,୨୦ା୧୧: ମଣିପୁରର କାଙ୍ଗପୋକ୍ପି ଜିଲାରେ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆକ୍ରମଣରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆର୍ବି)ର ଜଣେ ଯବାନ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏକ ମାରୁତି ଜିପ୍ସିରେ ଆଇଆର୍ବି ଯବାନ ଯାଉଥିବା ବେଳେ ହରାଓଥେଲ୍ ଏବଂ କୋବ୍ଶା ଗ୍ରାମ…
ଏକାଠି ବଡ ପରଦାରେ ନଜର ଆସିବେ ଶାହାରୁଖ-ସୁହାନା
ମୁମ୍ବାଇ: ବଲିଉଡ ବାଦଶାହା ଶାହରୁଖ ଖାଁ ପ୍ରଥମ ଥର ପାଇଁ ତାଙ୍କ ଝିଅ ସୁହାନାଙ୍କ ସହ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଏହା ଏକ ନୂଆ କଥା ନୁହେଁ, ଯେତେବେଳେ ଗୋଟିଏ ପରିବାରର ଦୁଇଜଣ ଲୋକ ଏକାଠି ଫ୍ରେମରେ ନଜର…
ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କାରେ ମଦ ବିକିବା ପଡ଼ିଲା ମହାଙ୍ଗା
ଯୋଡ଼ା,୨୧ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଦୁଇଗୋଟି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ନେବା ମହାଙ୍ଗା ପଡ଼ିଛି। ଅଭିଯୋଗ ପରେ ଯୋଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ…
ଏବେ ଆରଏସଏସ୍ କହିଲାଣି ଆଉ ମୋଦିଙ୍କ ନାମରେ ଲଢି ହେବନାହିଁ ନିର୍ବାଚନ: ଆଲୋକ ଶର୍ମା
ଜୟପୁର,୨୧।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ଉଭୟ ଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି କ୍ରମରେ କଂଗ୍ରେସର ଜାତୀୟ ମୁଖପାତ୍ର ଆଲୋକ ଶର୍ମା ଉଦୟପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ…
ଅଣ୍ଡିରା ଜନ୍ମ ହୋଇ ମାଈ ହୁଏ
ନୂଆଦିଲ୍ଲୀ: ବିଶ୍ୱରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଅଛନ୍ତି। ତା’ ମଧ୍ୟରୁ ଅନେକ ବେଶ୍ ଅଜଣା। ତେବେ ରିବନ ଇଲ ବିଶ୍ୱର ସବୁଠୁ ଅଜବ ଜୀବ । ଯିଏ ନିଜର ପତଳା ଶରୀର ପାଇଁ ପୌରାଣିକ ଚାଇନିଜ୍ ଡ୍ରାଗନ ଭଳି ଦେଖାଯାଏ। ଏହି…
୨୨ରେ ଖୋଲିବ ଟିଟିଏଲ୍ର ଆଇପିଓ
ଭୁବନେଶ୍ୱର,୨୧ା୧୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଟାଟା ଗ୍ରୁପର ସହଯୋଗୀ ସଂସ୍ଥା ଟାଟା ଟେକ୍ନୋଲୋଜି ଲିମିଟେଡ୍ (ଟିଟିଏଲ୍)ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଚଳିତ ବର୍ଷ ନଭେମ୍ବର ୨୨ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ବିଶେଷ…
୨୪ ବର୍ଷରେ ଏହି ମାଇଲଖୁଣ୍ଟ ହାସଲ କଲେ ଏମ୍ବାପେ: ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇଲେ
ପ୍ୟାରିସ୍,୨୧ା୧୧: ଫୁଟବଲ ତାରକା କିଲିଆନ୍ ଏମ୍ବାପେ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। ସୁପରଷ୍ଟାର ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସେ ପଛରେ ଛାଡିଛନ୍ତି। ବିଶ୍ୱର ଦ୍ରୁତତମ ଖେଳାଳି ଭାବେ ଏମ୍ବାପେ ୩୦୦ କ୍ୟାରିୟର ଗୋଲ ସ୍କୋର କରିଛନ୍ତି।…
କାନାରା ବ୍ୟାଙ୍କର ପ୍ରତିଷ୍ଠାତାଙ୍କ ଦିବସ
ଭୁବନେଶ୍ୱର,୨୧ା୧୧ (ଅଭୟ ଦାଶ): କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କର ପ୍ରତିଷ୍ଠାତାଙ୍କ ୧୧୮ତମ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭା (କାର୍ଯ୍ୟକ୍ରମ)ର ଆୟୋଜନ କରାଯାଇଥିଲା। ବିଶେଷକରି…
ମୀନକେତନଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ
ଭୁବନେଶ୍ୱର,୨୧ା୧୧(ଅନୁରାଧା ମହାରଣା): ସମଗ୍ର ଓଡ଼ିଶା ଏବଂ ଭାରତରେ ନେଚେରୋପାଥି ଚିକିସତ୍ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ନେଚେରୋପାଥି ସଙ୍ଗଠନ ତଥା ୱାଲଡେନ ଉଡ୍ସ ଫାଉଣ୍ଡେଶନ ପକ୍ଷରୁ ହେଲ୍ଥଭିଲେର ଚେୟାରମ୍ୟାନ ଡ. ସତ୍ୟବ୍ରତ ମୀନକେତନଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ (ଜୀବନବ୍ୟାପୀ କୃତିିତ୍ୱ ସମ୍ମାନ)ରେ…
ସେପ୍ଟେମ୍ବରରେ ୧୭.୨୧ ଲକ୍ଷ ନୂତନ ସଦସ୍ୟ
ଭୁବନେଶ୍ୱର,୨୧ା୧୧ :ଦେଶର ଜଣାଶୁଣା ତଥା ଲୋକପ୍ରିୟ ଅନୁଷ୍ଠାନ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) ରେ ଚଳିତ ବର୍ଷ ସେପ୍ଟେମ୍ବରରେ ମୋଟ ୧୭.୨୧ ଲକ୍ଷ ନୂତନ ସଦସ୍ୟ ସାମିଲ ହୋଇଛନ୍ତି। ଏପରିକି ସୋମବାର ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ ଇପିଏଫଓ ୨୦୨୩ ସେପ୍ଟେମ୍ବରରେ…
ଖସିଲା ଶେୟାର ବଜାର କାରବାର
ଭୁବନେଶ୍ୱର,୨୧ା୧୧: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍…
Archives


